ୟୁକ୍ରେନରୁ ସୁରକ୍ଷିତ ଭାବରେ ଘରକୁ ଫେରିଲେ ବରଗଡର ଦୁଇ ଛାତ୍ରଛାତ୍ରୀ
ବରଗଡ, (ସତ୍ୟନାରାୟଣ ପ୍ରଧାନ) : ୟୁକ୍ରେନର ଖାର୍କିଭ ସହରରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ବରଗଡ ଜିଲ୍ଲାର ଦୁଇ ମେଡିକାଲ ଛାତ୍ର ଛାତ୍ରୀ ଗତକାଲି ନିଜର ଜନ୍ମ ମାଟିକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି । ଗତକାଲି ଅପରାହ୍ନ ୨ ଘଣ୍ଟା ସମୟରେ ଇଣ୍ଡିଗୋ ବିମାନ ଯୋଗେ ଝାରସୁଗୁଡ଼ା!-->…
Read More...
Read More...