ପୂର୍ବତନ ମନ୍ତ୍ରୀ ରିପୁ ନାଥ ସେଠଙ୍କ ବିୟୋଗରେ ଶୋକ ସଭା ଆୟୋଜିତ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଓକିଲ ସଂଘ ପକ୍ଷରୁ ଗତକାଲି ସଂଘର ସମ୍ମିଳନୀ କକ୍ଷରେ ଦିବଙ୍ଗତ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରିପୁ ନାଥ ସେଠଙ୍କ ବିୟୋଗରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା । ବରିଷ୍ଠ ସଭ୍ୟ କୁଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱର୍ଗତ ରିପୁ ନାଥ!-->…
Read More...
Read More...