Browsing Tag

bargarh news

ଶାନ୍ତି ତପୋବନ ଆଶ୍ରମରେ ହିନ୍ଦୁ ନବବର୍ଷ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଚଖରକେନ୍ଦ ସ୍ଥିତ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ ଆଶ୍ରମ ବରଗଡ ଠାରେ ୧ ଆରବ ୯୬ କୋଟି ୮ଲକ୍ଷ ୫୩ ହଜାର ୧୨୩ ତମ ସନାତନ ରାଷ୍ଟ୍ରୀୟ ନବବର୍ଷ ମହା ଆଡମ୍ବରେ ଆଶ୍ରମର ମୁଖ୍ୟ ଦେବଦତ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ମା’ ସମଲେଇ ଓ ଶ୍ୟାମାକାଳୀଙ୍କ ମନ୍ଦିରରେ ବାସନ୍ତୀକ ଦୁର୍ଗାପୂଜା ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଚୈତ୍ର ନବରାତ୍ର ବାସନ୍ତୀ ଦୁର୍ଗାପୂଜା ଆରମ୍ଭ ହୋଇଛି । ଗତକାଲି କଳସ ଆବାହନ, ସଂସ୍ଥାପନ ହେବା ସହ ଆଜି ମାନସିକଧାରୀ ଭକ୍ତଙ୍କ ଜାଗର ପ୍ରଜ୍ବଳନ ଓ ପୂଜାର୍ଚ୍ଚନା ହୋଇଥିଲା । ବରଗଡ଼ର ଗ୍ରାମ୍ୟ ଦେବୀ ମା'…
Read More...

ନେହେରୁ ଏସୋସିଏସନ୍‌ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ନେହେରୁ ଏସୋସିଏସନ୍‌ ପକ୍ଷରୁ ଆଜି ସ୍ବର୍ଗତ ବେଣୁଧର ରାଓଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଏସୋସିଏସନ୍‌ର ସଭାପତି ଆନନ୍ଦ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ…
Read More...

ପୌର ପରିଷଦ ପକ୍ଷରୁ ମାରାଥନ୍ ଉଦ୍‌ଘାଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଉତ୍କଳ ଦିବସ ଓ ବରଗଡ଼ ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ପୌର ପରିଷଦ ପକ୍ଷରୁ ମାରାଥନ୍ ଉଦ୍‌ଘାଟନ କାର୍ଯ୍ୟକ୍ରମ ହୋଇଥିଲା । ବରଗଡ଼ ମୁଖ୍ୟ ରାସ୍ତା ବୀର ସୁରେନ୍ଦ୍ର ସାଏ ଛକଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଓ ଭଟଲି ଛକ ଠାରେ ଧନୁଯାତ୍ରାର…
Read More...

ବରଗଡ ମହିଳା ସମିତି ତରଫରୁ ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ମହିଳା ସମିତିର ନୂତନ ଗୃହରେ ବରଗଡ ମହିଳା ସମିତି ତରଫରୁ ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ସଭାନେତ୍ରୀ ଶ୍ରୀମତୀ ବନଶ୍ରୀ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗୁରୁକୁଳ ଡାନ୍ସ ଏକାଡେମୀ ଓ ସିନ୍ଧି…
Read More...

ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଦିନ ୧୧ଟାରେ ଦୂରଦର୍ଶନ ଚ୍ୟାନେଲ ଓ ପ୍ରୋଜେକ୍ଟରେ ସିଧା ପ୍ରସାରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ…
Read More...

ବରଗଡ଼ ଜିଲ୍ଲା ଉପ-ନିବନ୍ଧକ ଭାବେ ଯୋଗଦେଲେ ପଦ୍ମନାଭ ପୁରୋହିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଉପ-ନିବନ୍ଧକ ଭାବେ ଯୋଗ ଦେଇଛନ୍ତି ପଦ୍ମନାଭ ପୁରୋହିତ । ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ଉପ-ନିବନ୍ଧକ ଭାବେ ସେ ରହିଥିବା ବେଳେ ଏବେ ବରଗଡ଼ ଜିଲ୍ଲାକୁ ତାଙ୍କ ବଦଳି ହୋଇଯାଇଛି । ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ…
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମମାଟି ବରପାଲିଠାରେ କବି ଗଙ୍ଗାଧର ମେହେର ସ୍ମୃତି ସଦନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ତିଥିରେ ତାଙ୍କ ସମାଧି ପୀଠରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରି…
Read More...

ଭ୍ରାମ୍ୟମାଣ ପାଠାଗାରରେ ମତ ପ୍ରକାଶ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୁସ୍ତକ ସମ ବନ୍ଧୁ ଦୁନିଆରେ ନାହିଁ । ପୁସ୍ତକ ମାର୍ଗ ଦର୍ଶନ କରେ । ବିପଦରେ ସହାୟତାର ହାତ ବଢାଏ । ପୁସ୍ତକ କେବେ ଧୋକା ଦିଏନି ବରଂ ସବୁ ସମସ୍ୟାର ସମାଧାନ କରେ, ସବୁ ସ୍ଵପ୍ନକୁ ପୂରଣ କରିଥାଏ ବୋଲି ବରଗଡ଼ ବ୍ଲକ ନୀଲେଶ୍ଵର ମଧ୍ୟ ଇଂରାଜୀ ବିଦ୍ୟାଳୟ…
Read More...

ବର୍ଷାଙ୍କ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସାଇ ମନ୍ଦିର ନିକଟ ରାସ୍ତାକଡରେ ଗତକାଲି ବୁଧବାର ଦିନ ସକାଳୁ ଝୁଲନ୍ତା ଅବସ୍ଥାରେ ଏକ ଯୁବତୀଙ୍କ ଶବ ଦେଖିବାକୁ ମିଳିଥିଲା ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଥିଲା । ତେବେ ବରଗଡ଼ ପୋଲିସ ଦ୍ୱାରା ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର…
Read More...