Browsing Tag

bargarh news

ବରଗଡ଼ ଲୋକସଭା ଅଞ୍ଚଳ ରାସ୍ତାଘାଟର ଉନ୍ନତି ପାଇଁ କେନ୍ଦ୍ରର ୩୬୮ କୋଟି ଟଙ୍କା ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଲୋକସଭା ଅଞ୍ଚଳର ରାସ୍ତାଘାଟ ଓ ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ରାଜପଥ ନିର୍ମାଣ ବିଭାଗ ପକ୍ଷରୁ ସିଆର୍‌ଆଇଏଫ୍‌ ଫଣ୍ଡରୁ ୩୬୮.୫ କୋଟି ଟଙ୍କା ମଞ୍ଜୁର କରିଥିବା ମନ୍ତ୍ରଣାଳୟ ପକ୍ଷରୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ପତ୍ର…
Read More...

ବରଗଡ଼ ଜିଲ୍ଲାପାଳଙ୍କ ଆଶ୍ରମ ସ୍କୁଲ୍ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବରଡୋଲ ସିମେଣ୍ଟ ନଗର ନିକଟସ୍ଥ ଆଶ୍ରମ ସ୍କୁଲ୍ ଏବଂ ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଆଶ୍ରମ ସ୍କୁଲ୍‌କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ । ସେଠାରେ ରୋଷେଇ ଘରର ସ୍ବାସ୍ଥ୍ୟକର ପରିବେଶର…
Read More...

ବରଗଡ଼ ଭଟଲି ରାସ୍ତାରେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ଜଣେ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼-ଭଟଲି ରାସ୍ତା ରେ ଆଜି ଏକ ପାଣି ଟାଙ୍କି ନେଇଯାଉଥିବା ଟ୍ରାକ୍ଟର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଟ୍ରାକ୍ଟର ଡ୍ରାଇଭର ଙ୍କ ମୃତ୍ୟୁ ଘଟିଛି । ଟ୍ରକ ଡ୍ରାଇଭରଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
Read More...

ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ନୂତନ ବରଗଡ ଜିଲ୍ଲା ଷ୍ଟାଡିୟମ୍ ନିର୍ମାଣ ଉପରେ ଆଲୋଚନାଆଜୀବନ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରୀପୁନାଥ ସେଠଙ୍କୁ ଶ୍ରଦ୍ଧାଞ୍ଜଳି ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର ସାଧାରଣ ସମ୍ପାଦକ କିଶୋର କୁମାର…
Read More...

ଟ୍ରକ୍ ଦୁର୍ଘଟଣା, ୨ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁମ୍ବାଇ କୋଲକାତା ଜାତୀୟ ରାଜପଥର ସୋହେଲା ନିକଟ ଗଡତିଆ ଟିକାଠାରେ ଏକ ଅଙ୍ଗୁର ବୋଝେଇ ଟ୍ରକ ଦୁର୍ଘଟଣା ଘଟି ଓଲଟି ପଡ଼ିଥିଲା । ଫଳରେ ସେଥିରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଟ୍ରାନ୍ସଫରମରକୁ ଧକ୍କା…
Read More...

ମା’ ସମଲେଶ୍ଵରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁରଠାରେ ଯାଦବ ସମାଜ ପକ୍ଷରୁ ମା' ସମଲେଶ୍ଵରୀ ଦେବୀଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପବିତ୍ର ଚୈତ୍ର ନବରାତ୍ର ବାସନ୍ତୀ ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହୋଇଯାଇଛି । ଚାରି ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟେହ ହୋମ୍ ଯଜ୍ଞର ଆୟୋଜନ…
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଘେଁସ ପେଟୁପାଲିଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇ କବିଙ୍କ ପୂର୍ଣ୍ଣ ବୟାବହ ମୂର୍ତ୍ତିକୁ ଉଦ୍‌ଘାଟନ କରିଥିଲେ । ପେଟୁପାଲି ଭୁଲିଆ ସମାଜର…
Read More...

ମହଲାକଟା ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଦାବୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଚଳିତ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ନାମ ଲେଖାକୁ ନେଇ ଅନିଶ୍ଚିତତା ଲାଗିରହିଛି । ବରଗଡ ଜିଲ୍ଲାର ଅନେକ ସ୍କୁଲ ସରକାର ବନ୍ଦ କରି ଦେଇଥିବା ବେଳେ ଅନ୍ୟ ସ୍କୁଲରେ ନାମ ଲେଖାଇବାକୁ ବାଧ୍ୟ କରୁଥିବା ଅଭିଯୋଗ ଆସିଛି । ଭେଡେନ ବ୍ଲକ…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତା ଅଲୋକିକରଣ କରିବାକୁ ଦାବୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, (ଟୁକୁର୍ଲ୍ଲା) ରାସ୍ତାକୁ ଅଲୋକିକରଣ କରିବାକୁ ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି ବରଗଡ ସମାଜସେବୀ ବିକାଶ ଅଗ୍ରୱାଲ । କାରଣ ବରଗଡ଼ ସହରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…
Read More...

ଆମ୍ ଆଦମୀ ପାର୍ଟିର ନୂତନ ସଭ୍ୟଙ୍କ ଯୋଗଦାନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଂଜାବରେ ଆମ୍ ଆଦମୀ ପାର୍ଟିର ଐତିହାସିକ ବିଜୟ ପରେ ଏବେ ଆପ୍ ପ୍ରତି ଲୋକଙ୍କ ଆସ୍ଥା ବଢିବାରେ ଲାଗିଛି । ରବିବାର ବରଗଡ ଆମ୍ ଆଦମୀ ପାର୍ଟିରେ ୩୦ରୁ ଅଧିକ ନୂଆ ସଭ୍ୟ ଯୋଗ ଦେଇଛନ୍ତି । ଅତାବିରା, ଭେଡେନ, ସୋହେଲା, ଭଟଲି, ବରପାଲି ଓ ବରଗଡ ବ୍ଲକରୁ ନୂଆ…
Read More...