Browsing Tag

bangomunda news

ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା : ବଙ୍ଗୋମୁଣ୍ଡା ଗାଁରେ ଉତ୍ତେଜନା ବ୍ୟାପକ ପୋଲିସ ଫୋର୍ସ ମୁତୟନ,…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ବଙ୍ଗୋମୁଣ୍ଡା ଗାଁରେ ଉତ୍ତେଜନା । ବ୍ୟାପକ ପୋଲିସ ଫୋର୍ସ ମୁତୟନ ଉଭୟ ପକ୍ଷରୁ ୫ ଗିରଫ ନେଇ ସୂଚନା ଦେଲେ କଣ୍ଟାବାଞ୍ଜି ଏସ୍ଡ଼ିପିଓ । ଗତ ଦୁଇ ଦିନ ତଳେ ବଲାଙ୍ଗିର ଜିଲ୍ଲା…
Read More...

୨୮ରେ ପ୍ରସିଦ୍ଧ ମା’ ହରଗୌରୀଙ୍କ ଛତର୍ ଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତ ତାଲଚକେଲ ଗ୍ରାମରେ ଆସନ୍ତା ୨୮ ତାରିଖ ଦିନ ପ୍ରସିଦ୍ଧ ହରଗୌରୀ ଆଦ୍ୟାଶକ୍ତିଙ୍କ ଛତର୍ ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ୨୭ରେ ଦେବୀଙ୍କୁ ଭୋଗରାଗ ଅର୍ପଣ କରିବେ । ୨୮ ତାରିଖ ଦିନ…
Read More...

ମା’ ଦ୍ଵାରସେହ୍ନୀଙ୍କ ଛତର ଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସୁର୍ଡା ଗାଁରେ ମା' ଦ୍ଵାରସେହ୍ନୀଙ୍କ ଛତର ଯାତ୍ରା ତଥା ଡେଙ୍ଗ ସର୍ଗି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁର୍ଡାଠାରୁ କନର୍ଲା ପର୍ଯ୍ୟନ୍ତ ମା'ଙ୍କର ଡେଙ୍ଗ ସର୍ଗି ତଥା ଛତର ଯାତ୍ରା ମହସମାରୋହରେ ପାଳିତ…
Read More...

ବୁଢାରଜା ଫୁଟବଲ ଟୁର୍ଣ୍ଣାମେଣ୍ଟ : କଣ୍ଟାବାଞ୍ଜିକୁ ହରାଇ ଗଞ୍ଜିଆପଡା ଚାମ୍ପିୟାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୂର୍ଷାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗଞ୍ଜିଆପଡା ଗାଁରେ ଚାଲିଥିବା ବୁଢ଼ାରଜା ଫୁଟବଲ ଟୁର୍ଣ୍ଟାମେଣ୍ଟ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ…
Read More...

ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ପଂଚାୟତର ଲୁକାପରା, ପିପଲମୁଣ୍ଡା, ଖଇରା ଓ ବେଲପଡା ପଂଚାୟତର ଚାଉଳିଆ, ବେଲପଡା, ଡଙ୍ଗିଆ, ଖୁଜେନବାହାଲ, ବାଗବାହାଲ, ବରକାନୀ ଓ…
Read More...

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଏବଂ ଏନଏଚଏମଆଇ ନାରାୟଣ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ରାୟପୁର ମିଳିତ ଭାବେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ…
Read More...

ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବରେ ଯାଦବ ଗୌରବ ସମ୍ମାନରେ ସମ୍ମାନିତ ହେଲେ ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦରଠାରେ ଯାଦବ ମହାସଭା ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯାଦବ ଗୌରବ ସମ୍ମାନରେ ସାମ୍ବାଦିକ ହୁଲେଶ୍ୱର ହଂସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ବଙ୍ଗୋମୁଣ୍ଡାରେ ବିଶ୍ୱ ଖାଦ୍ୟ ଦିବସ ପାଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ନିକଟରେ ଆଜି ଓଡିଶା କୃଷକ ସମାଜ ବଲାଙ୍ଗିର ଜିଲ୍ଲା ଦ୍ୱାରା ବିଶ୍ୱ ଖାଦ୍ୟ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୃଷକ ସମାଜ ଜିଲ୍ଲା ସଂଗଠକ ଜଗଦୀଶ ସୁନାଙ୍କ…
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମହାବିଦ୍ୟାଳୟଠାରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବଙ୍ଗୋମୁଣ୍ଡାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଅନୁକୂଲ୍ୟ ଯୁବ ସମ୍ବାଦ ଇଣ୍ଡିଆ ୨୦୪୭ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ…
Read More...

ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଲିଫୁଙ୍କା ପଂଚାୟତର ସାହାଯୋଟ, ପାତଳପଡ଼ା, ଚୁଲିଫୁଙ୍କା, ମନିଗାଁ ଓ କପିଳାଭଟା ପଂଚାୟତର ବରତୁଣ୍ଡା, ଅସୁର୍ଲା, କପିଳାଭଟା ଓ ଗନ୍ଧାରବନ୍ଧ ପଂଚାୟତର ବରୋବାହାଲ ଗ୍ରାମଠାରେ ଜନସମ୍ପର୍କ ପଦଯାତ୍ରା…
Read More...