ଟ୍ରକ ଧକ୍କାରେ ବୋଲେରୋ ଚୁରମାର : ୨ ମୃତ, ୨ ଗୁରୁତର, ଟ୍ରକ ଡ୍ରାଇଭର ଫେରାର
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥ ଫୁଗୁଡା ଛକ ବୁଲାଣିଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ବୋଲେରୋ ଚୁରମାର । ଘଟଣା ସ୍ଥଳରେ ଦୁଇ ମୃତ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ହୋଇଥିବା ନେଇ ସୂଚନା!-->…
Read More...
Read More...