Browsing Tag

bangomunda news

ଗୋହିରାପଦର ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗୋହିରାପଦର ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ମହାଆଡମ୍ବରରେ ଏକ ଶୁଭ କାର୍ଯ୍ୟ ସମ୍ପାଦନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଗୋଟିଏ ଦିନର ଶ୍ରମଦାନ କରି ଭିତ୍ତିପ୍ରସ୍ତର
Read More...

ଆମ୍ବେଦକର ଯୁବକ ସଂଘ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : କଣ୍ଟାବାଞ୍ଜି ସହର ଅନ୍ତର୍ଗତ ବେହେରେନସିଲେଟ ଗାଁରେ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଣ୍ଟାବାଞ୍ଜି ଡାକ୍ତରଖାନା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତିପ୍ରକାଶ ରାମ, ସହରାଞ୍ଚଳ ଆରୋଗ୍ୟ
Read More...

କାଳ ବୈଶାଖୀରେ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୧୯ ତାରିଖ ଦିନ ତାଣ୍ଡବ ଲୀଳା ରଚିଥିଲା କାଳ ବୈଶାଖୀ । ଗଛ ଗୁଡ଼ିକୁ ଉପାଡ଼ି ଘର ଉପରେ ଫୋପାଡ଼ି ଦେଇଥିଲା । ପ୍ରବଳ ବେଗରେ ପବନ ବହିବା ସହ ଜାମଖୁଣ୍ଟା ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ଫଳରେ
Read More...

ଚକନିପଦର ଗାଁରେ ପାନୀୟ ଜଳ ପାଇଁ ଲୋକେ ହାହାକାର

ନାଳା ପାଣି ହିଁ ସାହା ଭରସାଓଭରହେଡ ଟାଙ୍କି ନିର୍ମାଣ ପାଇଁ ଦାବୀ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ସରକାର ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା । ହେଲେ ପ୍ରଶାସନର ଅବହେଳା ଯୋଗୁଁ ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତରେ ଥିବା ଗନ୍ଧର୍ଲା
Read More...

ବନ ବିଭାଗ ପକ୍ଷରୁ ୧ କିମି ରାସ୍ତାରେ ୮ ଲକ୍ଷ ଟଙ୍କାର ଚାରା ରୋପଣ : ଅଧିକାରୀ ଦୁର୍ନୀତି କରି ଟଙ୍କା ଆତ୍ମସାତ ଅଭିଯୋଗ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ରାଜ୍ୟ ରାଜପଥ ପାର୍ଶ୍ଵରେ ସବୁଜ ସୁନ୍ଦର ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବନ ବିଭାଗ ପକ୍ଷରୁ ଚାରା ରୋପଣ କରାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଅନେକ ଗଛ ନଷ୍ଟ ହେବାରେ ଲାଗିଛି । ବିନା ସୂଚନା ଫଳକରେ ୧ କିମି ରାସ୍ତାରେ ୮ ଲକ୍ଷ ଟଙ୍କାର ଚାରା
Read More...

ଉପାନ୍ତ ଜଏରପଡା ଗାଁରେ ଜଳକଷ୍ଟ

୩ ୱାର୍ଡ ବିଶିଷ୍ଟ ଗାଁକୁ ଗୋଟିଏ ନଳକୂପଓଭରହେଡ ଟାଙ୍କି ନିର୍ମାଣ ପାଇଁ ଦାବୀ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ସରକାର ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା । ହେଲେ ପ୍ରଶାସନର ଅବହେଳା ଯୋଗୁଁ ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତରେ ଥିବା
Read More...

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଭିନ୍ନ ଗାଁରେ ଢୋଳ ବାଦ୍ୟ ଓ
Read More...

ଚୁଲିଫୁଙ୍କା ପଞ୍ଚାୟତକୁ ଗସ୍ତ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଭିନ୍ନ ଗାଁରେ ଦୋଳବାଦ୍ୟ ଓ ସଂକୀର୍ତ୍ତନର ତାଳେ ତାଳେ ସ୍ୱାଗତ କରାଯାଇଥିଲା । ପ୍ରଥମେ ସେ
Read More...

ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବିବିଏସଏ ୨୦୨୨ରେ ରେଜିଷ୍ଟ୍ରେସନ ହୋଇଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ହୁଇଲ୍‌ ଚେୟାର, ଟ୍ରାଇ ସାଇକେଲ, ୱାଲକିଙ୍ଗ ଷ୍ଟିକ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ
Read More...

ଆଦିବାସୀ ନେତା ସୁରେଶ ଭୋଇଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସଦର ମହକୁମା ପଥପ୍ରାନ୍ତ ନୂଆପଡାଠାରେ କୋଶଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମିତିର ସଭାପତି ଭିକାରି ମିଶ୍ରଙ୍କ ତତ୍ତ୍ୱାବଧାନରେ ଆଦିବାସୀ ନେତା ସୁରେଶ ଭୋଇଙ୍କୁ କୋଶଲି ଶ୍ରେଷ୍ଠ
Read More...