Browsing Tag

bangomunda news

ଗୋଇମୁଣ୍ଡରେ ୪୪ ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା,(ଅଶୋକ କୁମାର ଭୋଇ) : ମୁରିିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୪ ତମ ପଞ୍ଚାୟତ ସ୍ତରୀୟ ସାର୍ବଜନୀନ ଦୁର୍ଗାପୂଜା ନିିମନ୍ତେ ଏକ ପ୍ରସ୍ତୁୁତି ବୈଠକ ଅନୁଷ୍ଠିତ ହୋଇ କମିଟୀ ଗଠନ କରାଯାଇଛି । ଚଳିତ ବର୍ଷ କୋଭିଡ କଟକଣାକୁ ଆଖିରେ ରଖି ୪୩ ବର୍ଷର ପରମ୍ପରାକୁ ବଜାୟ ରଖି
Read More...

ପରଲୋକରେ ଅବସରପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ପାଣିଗ୍ରାହୀ

ବଙ୍ଗୋମୁଣ୍ଡା, (ଦୀପକ କୁମାର ପାଣିଗ୍ରାହୀ) : ବଙ୍ଗୋମୁଣ୍ଡା ସଦର ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ପାଣିଗ୍ରାହୀଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ତାଙ୍କ ଶିକ୍ଷକତା ଜୀବନ ତୁରେକେଲା ବ୍ଲକ ଯାମୁଟଝୁଲା ଗ୍ରାମରୁ ଆରମ୍ଭ କରି ବଙ୍ଗୋମୁଣ୍ଡା ବ୍ଲକ ବରୋବହାଲ ଗ୍ରାମ
Read More...

ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଂଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ

ବଙ୍ଗୋମୁଣ୍ଡା, (ଦୀପକ ପାଣିଗ୍ରାହୀ) : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଅନେକ ଯୋଜନା ପାଇଁ । ହେଲେ ପ୍ରସାଶନିକ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସବୁ ଯୋଜନା ଫେଲ ମାରୁଛି । ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଂଚାୟତରେ ମନରେଗା କାମରେ ମହାଦୁର୍ନୀତି ହୋଇଥିବା
Read More...

ଅଧିକାରୀଙ୍କ ଅବହେଳା ଓ କିଛି ଅସାଧୁ ବ୍ୟକ୍ତିଙ୍କ କାର୍ୟ୍ୟକଳାପ ଯୋଗୁଁ ନିର୍ୟ୍ୟାତିତ ହେଉଛନ୍ତି ପଡାବାସୀ

ବଙ୍ଗୋମୁଣ୍ଡା, (ଦୀପକ କୁମାର ପାଣିଗ୍ରାହୀ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟ କାର୍ୟ୍ୟାଳୟରେ ଥିବା ଆଦର୍ଶପଡା ଠାରୁ ଗ୍ରାମ ମୁଖ୍ୟ ରାସ୍ତାକୁ ସଂଯୋଗ କରିଥିବା ରାସ୍ତାରେ ଆଂଠୁଏରୁ ଅଧିକ ନାଳ ନର୍ଦମା ପାଣି ଜମା ହୋଇଅଛି । ଏହି ରାସ୍ତାରେ ନିତି ଦିନ ହଜାର ହଜାର ଜନସାଧାରଣ
Read More...

ଆଖି ଦେଇ ଅମର ହେଲେ ମୁନୁ ମାଝୀ : ଦୁର୍ଘଟଣାରେ ଆହତ ହୋଇ ପ୍ରାଣ ହରାଇଥିଲେ

ବଙ୍ଗୋମୁଣ୍ଡା,(ହୁଲେଶ୍ୱର ହଂସ) : ସାଧାରଣ ମଣିଷ ମୃତ୍ୟୁ ପରେ ଅସାଧାରଣ କାମ ପାଇଁ ଅମର ହୋଇ ରହିବା ନିଶ୍ଚିତ ଏକ ଭଲ ଖବର । ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ଜଣେ ଯୁବକର ପରିବାରବର୍ଗ ନିଜ ମୃତ ପୁଅର ଦୁଇଟି ଚକ୍ଷୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।ବଲାଙ୍ଗୀର ଜିଲ୍ଲା
Read More...