Browsing Tag

balangir

ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗିର ବିଡ଼ିଓଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବ୍ଲକ ଶାଖା

ବଲାଙ୍ଗିର : ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ବଲାଙ୍ଗିର ଜୋନ ପକ୍ଷରୁ ବଲାଙ୍ଗିର ବ୍ଲକ ଓଷ୍ଟା ସଭାପତି ସୁରେଶ ଷଡ଼ଙ୍ଗୀ,ସମ୍ପାଦକ ସଞ୍ଜୟ ତ୍ରିପାଠୀ,ଜିଲ୍ଲା କାର୍ଯକାରୀ ସଭାପତି ଅନିଲ ସାହୁ,ଜିଲ୍ଲା ସମ୍ପାଦକ ଶଙ୍କର ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ଶିକ୍ଷକ ମାନଙ୍କ ବିଭିନ୍ନ
Read More...

ବଲାଙ୍ଗିରରେ ଶୁଭାରମ୍ଭ ହୋଇଛି “ପିଓର୍ ଲୁମ୍ସ୍ ବାଏ ସୋନି ହୋମ୍ ଷ୍ଟୁଡିଓ” ସମ୍ବଲପୁରୀ ଶାଢ଼ୀ ସୋରୁମ୍

ବଲାଙ୍ଗିର : ବଲାଙ୍ଗିର ସହରରେ ସମ୍ବଲପୁରୀ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। ପେଲେସ୍ ଲାଇନ୍‌, ବ୍ଲୁଜୁମ୍ ସ୍କୁଲ ନିକଟରେ ଶୁଭାରମ୍ଭ ହୋଇଛି । "ପିଓର୍ ଲୁମ୍ସ୍ ବାଏ ସୋନି ହୋମ୍ ଷ୍ଟୁଡିଓ" ସମ୍ବଲପୁରୀ ଶାଢ଼ୀ ସୋରୁମ୍ । ଏଠାରେ ବଜାର ଦରଠାରୁ କମ୍ ମୂଲ୍ୟରେ ବିଭିନ୍ନ ଡିଜାଇନ୍ ଓ ଆକର୍ଷଣୀୟ
Read More...

ବଲାଙ୍ଗିରରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ରୁଦ୍ରାଣୀ ପ୍ରିୟଦର୍ଶିନୀ ସାହୁ

ବଲାଙ୍ଗିର : ସପ୍ତମ ଶ୍ରେଣୀର ଜଣେ କୁନି ଝିଅ । ପାଠପଢ଼ାରେ ଯେତିକି ଦକ୍ଷ, ସଙ୍ଗୀତରେ ସେତିକି ପ୍ରତିଭାଶାଳୀ । ନିଜ ସୁମଧୁର କଣ୍ଠରେ ଭଜନ ପରିବେଷଣ କରି ଏବେ ବଲାଙ୍ଗିରରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ରୁଦ୍ରାଣୀ ପ୍ରିୟଦର୍ଶିନୀ ସାହୁ । ଛୋଟବେଳୁ ବାପାଙ୍କ ପ୍ରେରଣା ଓ ଉତ୍ସାହରେ ସଙ୍ଗୀତ
Read More...

ବିଶ୍ୱବ୍ୟାପୀ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର : ପ୍ରତିବର୍ଷ ଜୁନ୍ ୨୬ ତାରିଖକୁ ବିଶ୍ୱବ୍ୟାପୀ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ଭାବେ ପାଳନ କରାଯାଏ । ସମାଜରୁ ନିଶା ସଂସ୍କୃତିକୁ ଦୂର କରିବା, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।
Read More...

ବଲାଙ୍ଗିରର ଏକାଡେମୀ ହାଇଟ୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ କମାଲ

ବଲାଙ୍ଗିର : ବର୍ତ୍ତମାନ ସିବିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଉ ଏଥିରେ କମାଲ କରିଛନ୍ତି ବଲାଙ୍ଗିରର ଏକାଡେମୀ ହାଇଟ୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ । ପାଖାପାଖି ୧୧ ଜଣ ଛାତ୍ର ଛାତ୍ରୀ ୯୦ ଶତକଡା ରୁ ଅଧିକ ମାର୍କ ଆଣିଥିବା ବେଳେ ସ୍କୁଲର ଅନୁଷ୍କା ସେଠ୍ ୯୮ ଶତକଡା ମାର୍କ ରଖି
Read More...

ବଲାଙ୍ଗିରରେ ସମ୍ପତ୍ତି ଲୋଭରେ ଭାଇକୁ ମାରିଲା ଭାଇ : ଘଟଣାର ପର୍ଦ୍ଦାଫାସ କରି ବଲାଙ୍ଗିର ପୋଲିସ କରିଛି ବଡ଼ ପ୍ରେସମିଟ

ବଲାଙ୍ଗିରରେ ସମ୍ପତ୍ତି ଲୋଭରେ ଭାଇକୁ ମାରିଲା ଭାଇ । ଆଉ ଘଟଣାର ପର୍ଦ୍ଦାଫାସ କରି ବଲାଙ୍ଗିର ପୋଲିସ କରିଛି ବଡ଼ ପ୍ରେସମିଟ। ପ୍ରେସମିଟରେ ଖୋଦ୍ ବଲାଙ୍ଗିର ଏସପି ଯୋଗ ଦେଇ ବଡ଼ ସୂଚନା ଦେଇଛନ୍ତି ଆଉ ତୁଷୁରା ତେଲ ନଦୀ ବ୍ରିଜ ତଳୁ ଗତ ଜାନୁଆରୀ ୨ ତାରିଖରେ ମୃତଦେହ ଉଦ୍ଧାର କରାଯାଇଥିବା
Read More...

ବଲାଙ୍ଗିର ସାଇବର ଓ ଟ୍ରାଫିକ ପୋଲିସ ପକ୍ଷରୁ ସାଇବର ସଚେତନତା ଶିବର

ବଲାଙ୍ଗିର : ଦିନକୁ ଦିନ ସାଇବର ଠକେଇ ବଢି ବଢି ଚାଲିଛି । ଅନକେ ନିରୀହ ଲୋକ ଏହି ସାଇବର ଠକେଇର ଶିକାର ହେଉଛନ୍ତି । ଟିକିଏ ଭୁଲ ପାଇଁ କେତେବେଳେ କାହାର ଆକଉଣ୍ଟରୁ ଆଖି ପିଛୁଲାକେ ଟଙ୍କା ଗାୟବ ହୋଇ ଯାଉଛି ତ ଆହୁରି କାହାର ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇ ବ୍ଲାକମେଲିଂର ଶିକାର ହେବାକୁ
Read More...

ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର : ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବଲାଙ୍ଗିରର ତ୍ରୈବାର୍ଷିକ ସାଧାରଣ ପରିଷଦ ବୈଠକ ସାଙ୍ଗକୁ କର୍ମକର୍ତ୍ତା ନିର୍ବାଚନ (୨୦୨୫-୨୮) ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲୋଟସ ଷଡଙ୍ଗୀ ଓ ସଂପାଦକ ଭାବେ ମନମୋହନ ରଥ ପୁନଃ
Read More...

ଏକ ପେଡ୍ ମା କେ ନାମ ୨.୦ ଅବସରରେ ଗଛ ଲଗାଇଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏକ ପ୍ରେରଣାଦାୟକ ପଦକ୍ଷେପ ଏକ ପେଡ୍ ମା କେ ନାମ ୨.୦
Read More...

ଏସ୍‌ପି ଅଫିସରେ ବଲାଙ୍ଗିର ବିଜୁ ମହିଳା ଜନତା ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସ୍‌ପି ଅଫିସରେ ବଲାଙ୍ଗିର ବିଜୁ ମହିଳା ଜନତା ଦଳ । ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ହିଂସା ଓ ଅତ୍ୟାଚାର
Read More...