Browsing Tag

balangir

ସାଂସଦ ଖେଳ ମହୋତ୍ସବ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଷ୍ର) : ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ବଲାଙ୍ଗିର ଲୋକସଭା କ୍ଷେତ୍ରର ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ସାଂସଦ ସଙ୍ଗିତା କୁମାରୀ ସିଂହଦେଓ ବଲାଙ୍ଗିରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିଟିଲାଗଡ ବିଧାନସଭା
Read More...

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବଲାଙ୍ଗିର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, କଟିଲା ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ ଦୁର୍ଘଟଣା ଜନିତ ଅନେକ ଖବର ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗିର ପୁଲିସ ଏବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା ନିୟମ ଲାଗୁ କରିଛି । ବଲାଙ୍ଗିର ଟାଉନରେ ସ୍ଥାପିତ ସିସିଟିଭି ସିଷ୍ଟମ ବ୍ୟବହାର
Read More...

ଜଳଛତ୍ର ଖୋଲିବାକୁ ଏକା ଏକା ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଏକାଏକା ଧାରଣା ଦେଇଥାନ୍ତି ଡ. ବିପିନ କୁଶଲିଆ । ଆଉ ଏବେ ସହରରେ ଜଳଛତ୍ର ଖୋଲାଯାଇ ନଥିବାରୁ ସେ ପୌର କାର୍ଯ୍ୟାଳୟ ଆଗରେ ଏକା ଏକା ଖରା ତାତିରେ ଧାରଣା ଦେଇଥିଲେ । ଭିଲେଜର୍ସ ଇଣ୍ଡିଆ ପାର୍ଟିର ବ୍ୟାନର ଲଗାଇ
Read More...

ଏନପିଏସ ଶିକ୍ଷକଙ୍କ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାଥମିକ ଏବଂ ହାଇସ୍କୁଲ ଏନପିଏସ୍‌ ଶିକ୍ଷକ ମାନଙ୍କ ବୈଠକ ଦ୍ୱିତୀ ରଂଜନ ମହାଲିଙ୍ଗଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜକୁମାର ଭୋଇ ଅଧ୍ୟକ୍ଷତା କରିବା ସହିତ ପୁରୁଣା ପେନସନ ଯୋଜନା ଏବଂ ନୂତନ ପେନସନ ଯୋଜନା ମଧ୍ୟରେ ଥିବା ପାର୍ଥକ୍ୟ
Read More...

ଓୟୁଜେ ବଲାଙ୍ଗିର ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓୟୁଜେ ବଲାଙ୍ଗିର ଶାଖା ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମାଜର ଶୃଙ୍ଖଳା ତଥା ସୁରକ୍ଷା ପ୍ରତି ଗଣମାଧ୍ୟମର ଗୁରୁ ଦାୟିତ୍ୱ ରହିଥିବା ଦିଗରେ ଓୟୁଜେ ସଦସ୍ୟମାନେ ଆଲୋଚନା କରିଥିଲେ । ଆଗାମୀ
Read More...

ତୁଳସୀନଗରରେ ଭାଇ ଜିଉଁନ୍ତିଆ ଓଷା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଳସୀନଗରରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଭଉଣୀମାନେ ସାରା ନିର୍ଜଳା ଉପବାସ ରହି ଭାଇମାନଙ୍କ ଦୀର୍ଘାୟୁଷ କାମନା କରି ମା’ ଦୁର୍ଗାଙ୍କୁ ପୂଜା କରିଛନ୍ତି । ତେବେ ଆସନ୍ତାକାଲି ସକାଳୁ ଭଉଣୀମାନେ ଭାଇମାନଙ୍କୁ ଦୁବ ଚାଉଳ ଉତାରିବା ପରେ
Read More...

ଆଜି ଅପରାହ୍ନରେ ମା’ ଙ୍କ ଚନ୍ଦ୍ରଘଣ୍ଟା ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଜଗତ୍‌ ଜନନୀ ମା’ ଚନ୍ଦ୍ରଘଣ୍ଟା ବେଶରେ ଉଭା ହୋଇଛନ୍ତି । ସହରର ସମଲେଶ୍ୱରୀ ମନ୍ଦିରରେ ମା’ ଆଜି ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଇଛନ୍ତି । ମା’ଙ୍କ ଏଇ ବେଶ ଓ ତାହାର ମହାତ୍ମ୍ୟ ସଂପର୍କରେ ଆସନ୍ତୁ ଜାଣିବା କିଛି କଥା ପୌରାଣିକ ବିଷୟ ।
Read More...

ରେଳ ଷ୍ଟେସନରେ ଯାତ୍ରୀ ସେବାର ସୁବନ୍ଦୋବସ୍ତ କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘର କାର୍ଯ୍ୟକାରୀ କମିଟିର ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସହ-ସଂପାଦକ ପ୍ରଭାକର ମିଶ୍ର ବିଗତ
Read More...

ରୁଗୁଡିପଡା ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ମୃଣ୍ମୟୀ ମୂତ୍ତି ନିର୍ମାଣ ପାଇଁ ବୈଦିକ ରୀତିନୀତି ଅନୁସାରେ ମଙ୍ଗଳବାର ଭାଦ୍ରବ ଶୁକ୍ଳ ନବମୀ ତିଥିରେ ବିଳ୍ୱ ବୃକ୍ଷ ମୂଳରୁ ମୃତ୍ତିକା ସଂଗ୍ରହ କରାଯାଇଛି ।
Read More...

ଭିଜିଲାନ୍ସ ଜାଲରେ ପେସ୍କ ସେକ୍ରେଟାରୀ ମସୁଦ ମହମ୍ମଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲରେ ପେସ୍କ ସେକ୍ରେଟାରୀ ମସୁଦ ମହମ୍ମଦ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମସୁଦଙ୍କ ଘରେ ଚଢାଉ କରାଯାଉଛି । ମସୁଦ ସୋନପୁର ଜିଲ୍ଲାର ଚାରଭଟା ଓ ଦୁବୁଲା ପେସ୍କରେ ସେକ୍ରେଟାରୀ ଅଛନ୍ତି । ତେବେ ଏକକାଳୀନ ୨ଟି
Read More...