Browsing Tag

balangir news

ୱାର୍ଡ ନମ୍ବର ୨୧ ଓ ୧୪କୁ ପରିଦର୍ଶନ କେଲେ ପୌର ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର ୨୧ ଓ ୧୪କୁ ପରିଦର୍ଶନ କରିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ପୌର ଅଧ୍ୟକ୍ଷ ଶ୍ରୀମତୀ ସାହୁ ପରିଦର୍ଶନ କରି ୱାର୍ଡ ଗୁଡ଼ିକରେ ରହିଥିବା ବିଭିନ୍ନ ସମସ୍ୟା ଶୁଣି ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି…
Read More...

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଖେଳ ଶିକ୍ଷକ ସୌରଭ ପ୍ରଧାନଙ୍କ ତତ୍ତ୍ଵାବଧାନରେ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଡକ୍ଟର ଚିତ୍ତରଞ୍ଜନ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା…
Read More...

ଜେଭେଲିନ୍‌ ପଶି ଜଣେ ଛାତ୍ର ଗୁରୁତର ଥିବା ଘଟଣା : ୪ ଘଣ୍ଟା ଅସ୍ତ୍ରୋପଚାର ପରେ ଛାତ୍ରଙ୍କ ବେକରୁ ବାହାରିଲା ଜେଭେଲିନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୪ ଘଣ୍ଟା ପରେ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶି ରହିଥିବା ଜେଭେଲିନ୍‌କୁ ବାହାର କରାଯାଇଛି । ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଡାକ୍ତର ଟିମ୍‌ ଅସ୍ତ୍ରୋପଚାର କରି ଜେଭେଲିନକୁ ବାହାର କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ,…
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ ବୈଠକ ସିଦ୍ଧଶଙ୍କର ଆଇରନ ଷ୍ଟୋର ଶାନ୍ତିପଡା, ବଲାଙ୍ଗିର ଠାରେ ହୋଇଥିଲା । ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିଲେ । ମନୋରଂଜନ ମିଶ୍ର ସାଧାରଣ ସଂପାଦକ ପୂର୍ବ ସଭାର ବିବରଣୀ ପଠନ…
Read More...

ରେଳ ଉପଭୋକ୍ତା ସଂଘ ତରଫରୁ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତା.୧୬.୧୨.୨୦୨୨ ଦିନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ୧୨ ଦଫା ସ୍ମାରକପତ୍ର ଦେଇଥିବାରୁ ବଲାଙ୍ଗିର ରେଳ ଉପଭୋକ୍ତା ସଂଘ ତରଫରୁ ସଭାପତି ପ୍ରଫେସର ତରୁଣ କୁମାର…
Read More...

ଅବସରପ୍ରାପ୍ତ ଶିକ୍ଷକ ନକୁଳ ସାହୁଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ଯ୍ୟ ଧର୍ମ ପ୍ରଚାରକ, ଚାଷୀ ନେତା, ସମାଜ ସଂସ୍କାରକ, ଅବସରପ୍ରାପ୍ତ ଶିକ୍ଷକ ଠକପଡା ଗାଁର କବି ନକୁଲ ସାହୁଙ୍କ ଗତକାଲି ଆକଷ୍ମିକ ଦୁର୍ଘଟଣାରେ ବୁର୍ଲା ସ୍ଥିତ ଭୀମସାର ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଇହଧାମ ତ୍ୟାଗ କରିଛନ୍ତି । ଖବର ଶୁଣିବା…
Read More...

ଖଲିଆପାଲି ସ୍କୁଲରେ ୫୦ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ(ଡୁଡୁକା) ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫୦ତମ ପ୍ର୍‌ତିଷ୍ଠା ଦିବସ ପାଳିତ ହେ।।ଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ମୁଖ୍ୟଅତିଥି…
Read More...

ବ୍ରିସ୍କା ଅନୁଷ୍ଠାନର ୧୬ତମ ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ଠାରେ ଯୁବ କଳାକାର ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ରିସ୍କା ଅନୁଷ୍ଠାନର ୧୬ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଶୀନୁସୁନ୍ଦର ପାଢୀ, ପ୍ରଭାକର ମିଶ୍ର,…
Read More...

ଭୀମଡୁଙ୍ଗୁରୀ ପାର୍କରେ ସ୍ଥାପିତ ହେବ ଉନ୍ନୟନ କାମର ମୋଡେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଭୀମଡୁଙ୍ଗୁରୀରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନ କାମ ଚାଲୁରହିଛି । ଏପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ ଓ ଜଙ୍ଗଲ ବିଭାଗ ତରଫରୁ ଏଠାରେ ପ୍ରାୟ ୪କୋଟି ଟଙ୍କାର ଅନୁଦାନରେ ବିଭିନ୍ନ ଭିତ୍ତିଭୂମୀ ନିର୍ମାଣ କରାଯାଇଛି ।…
Read More...

ଆଦର୍ଶପଡାରେ ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଦର୍ଶପଡା ସମାଜ ଗୃହ ଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲି (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ସଂଯୋଜିତ) ତରଫରୁ ଏକ ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ମାଗଣାରେ ଔଷଧ, ରକ୍ତ ପରୀକ୍ଷା ଓ…
Read More...