Browsing Tag

balangir news

ଜେସିଆଇ ପକ୍ଷରୁ ଦୁଇ ଦିନିଆ ପ୍ରଭାବଶାଳୀ ବକ୍ତବ୍ୟ କଳା ଏବଂ ବ୍ୟକ୍ତିତ୍ୱ ବିକାଶ କର୍ମଶାଳାର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେସିଆଇ ପକ୍ଷରୁ ଦୁଇ ଦିନିଆ ପ୍ରଭାବଶାଳୀ ବକ୍ତବ୍ୟ କଳା ଏବଂ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଆନ୍ତର୍ଜାତୀୟ ସାମାଜିକ ସଂଗଠନ ଜେସିଆଇ ବଲାଙ୍ଗିର ଜିଲ୍ଲା ସଭାପତି ଜେସି ସୃଷ୍ଟି ଅଗ୍ରୱାଲଙ୍କ ନେତୃତ୍ୱରେ ବଲାଙ୍ଗିର ହୋଟେଲ ସାଇ ପ୍ୟାଲେସରେ…
Read More...

ଘରୋଇ ବସ୍ ମାଲିକ ସଂଘର ନବ ନିର୍ବାଚିତ ସଭାପତି ଦୁର୍ଗା ଚରଣ ବେହେରାଙ୍କୁ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସର୍କିଟ ହାଉସଠାରେ ବିଜେଡି ପକ୍ଷରୁ ନବ ନିର୍ବାଚିତ ବଲାଙ୍ଗିର ଘରୋଇ ବସ୍ ମାଲିକ ସଂଘର ସଭାପତି ଦୁର୍ଗା ଚରଣ ବେହେରାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ବରିଷ୍ଟ ବିଜେଡି ନେତା ଓଁକାର ନାୟକ, ନରସିଂହ ବାଗ, ଜିତେନ୍ଦ୍ର…
Read More...

ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠରେ ମାତାଜୀଙ୍କ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନ ୧୧ଟା ସମୟରେ ଗୋପାଳଜୀ ମନ୍ଦିର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାରର ଏକ ବୈଠକ ମାତାଜୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ…
Read More...

ବହଲପଦର ପଂଚାୟତରେ ମାହେଶ୍ୱରୀର ନୂତନ କର୍ମକର୍ତ୍ତା ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୁଇଁନ୍ତଲା ବ୍ଲକର ବହଲପଦର ପଂଚାୟତରେ ପ୍ରଥମ କରି ଯୁବପିଢିଙ୍କୁ ସମାଜ ସେବା ପାଇଁ ସେବା ମନବୃତ୍ତିରେ ମାହେଶ୍ୱରୀ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ବହଲପଦର ପଂଚାୟତ କାର୍ଯ୍ୟାଳୟରେ ଅଙ୍କୁଶ କୁମାର ପାଣ୍ଡିିଆଙ୍କ ଅଧ୍ୟକ୍ଷତାରେ…
Read More...

ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବଲାଙ୍ଗିର ରୋଟାରୀ କ୍ଲବ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବଲାଙ୍ଗିର ରୋଟାରୀ ଭବନ ପରିଦର୍ଶନରେ ଆସିଥିଲେ । ଏକ ଆୟୋଜିତ ସଭାରେ ରୋଟାରୀ କ୍ଲବର ସଞ୍ଜୟ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି…
Read More...

ଖାଉଟି ଅଦାଲତ ବଲାଙ୍ଗିରରେ ଜ୍ୟୋସ୍ନା ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ୮୧ ହଜାର କ୍ଷତିପୂରଣ ଦେବେ ତହସିଲଦାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗର ପ୍ୟାନାଲ ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନା ମିଶ୍ର, ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଖାଉଟିଙ୍କ ପ୍ରତି ଅଣଦେଖା ଓ ତାଙ୍କ ବିଶୃଙ୍ଖଳିତ ନୀତିର ଖିଲାପରେ ଯଥା ବଲାଙ୍ଗିର ସ୍ଥିତ ଶାନ୍ତିପଡ଼ା ନିବାସୀ…
Read More...

ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ନେଇ ଗଦା ଗଦା ସଂଦେହ ଏବେ ବି ଜନସାଧାରଣରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ନେଇ ଗଦା ଗଦା ସଂଦେହ ଏବେ ବି ଜନସାଧାରଣରେ ଘୁରି ବୁଲୁଛି । ଗୋବିନ୍ଦ ସାହୁକୁ ଉଦ୍ଧାର କରାଯାଇ ଡାକ୍ତରଖାନା ନେବା ବେଳେ ସେ ବଂଚିଥିଲା ଓ ତାର ନିଶ୍ୱାସ ପ୍ରଶ୍ୱାସ ଚାଲିଥିଲା ବୋଲି…
Read More...

ପ୍ରଥମ କରି ବଲାଙ୍ଗିର ସହରରେ ଆରମ୍ଭ ହେଲା ଓପନ୍‌ ଜୁମ୍ବା : ଯୋଗ ଦେଲେ ଶତାଧିକ ଯୁବପିଢି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପ୍ରଥମ କରି ବିଙ୍ଗ ଷ୍ଟ୍ରଙ୍ଗ ଫିଟ୍‌ନେସ କ୍ଲବ ପକ୍ଷରୁ ସ୍ଥାନୀୟ ଜୋଗର୍ସ ପାର୍କରେ ଓପନ ଜୁମ୍ବା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଓପନ ଜୁମ୍ବାରେ ସହରର ଶତାଧିକ ଯୁବପିଢି ସାମିଲ ହୋଇଥିଲେ । ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ୍‌ର ପରିଚାଳକ ଶୁଭମ…
Read More...

ଆଜି ପବିତ୍ର ବଡ଼ଦିନ : ଉତ୍ସବମୁଖର ହୋଇ ଉଠିଛି ଗୀର୍ଜାଘର, ଖ୍ରୀଷ୍ଟ ଭାଇଭଉଣୀଙ୍କ ମଧ୍ୟରେ ହର୍ଷୋଲ୍ଲାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ବଡ଼ଦିନ । ଉତ୍ସବମୁଖର ହୋଇ ଉଠିଛି ଗୀର୍ଜାଘର । ଖ୍ରୀଷ୍ଟ ଭାଇଭଉଣୀଙ୍କ ମଧ୍ୟରେ ପରିଲକ୍ଷିତ ହେଉଛି ହର୍ଷୋଲ୍ଲାସ । ଧରାପୃଷ୍ଠକୁ ଆସିଛନ୍ତି ପ୍ରଭୁ ଯୀଶୁ । ସଜେଇ ହୋଇଛି ଚର୍ଚ୍ଚ । ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀଠାରୁ ସହର…
Read More...

ଧାର୍ଯ୍ୟଠାରୁ ଅଧିକ ବସ୍ ଭଡା ନେଉଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଚଳପ୍ରଚଳ ହେଉଥିବା ବେସରକାରୀ ଯାତ୍ରୀବାହୀ ବସ୍‌ର କଣ୍ଡକଟର୍‌ମାନେ ବସ୍‌ରେ ଯାଉଥିବା ନିରୀହ ସାଧାରଣ ଲୋକମାନଙ୍କ ଠାରୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା କିଲୋମିଟର ପିଛା ୮୯ ପଇସା ଠାରୁ ଅଧିକ ଅର୍ଥ ଆଦାୟ କରୁଥିବା ଅଭିଯୋଗ…
Read More...