Browsing Tag

balangir news

ବିଧିବଦ୍ଧ ଭାବେ ଘୋଷଣା ହେଲା ଜିଲ୍ଲା ଘୋରୋଇ ବସ ମାଲିକ ସଂଘର ନୂତନ କାର୍ଯ୍ୟକର୍ତ୍ତାଙ୍କ ତାଲିକା : ଦୁର୍ଗା ଚରଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଘୋରୋଇ ବସ ମାଲିକ ସଂଘର ନୂତନ କାର୍ଯ୍ୟକର୍ତ୍ତାଙ୍କ ତାଲିକା ବିଧିବଦ୍ଧ ଭାବରେ ଘୋଷଣା ହୋଇଥିବା ଜଣାପଡିଛି । ତେବେ ସଂଘର ନୂତନ ସଭାପତି ଭାବେ ଦୁର୍ଗା ଚରଣ ବେହେରା ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବରେ…
Read More...

ବିଜାଖମନଠାରେ ଜଣେ ଚାଷୀଙ୍କ ଜମିରେ ଗୋମାତାକୁ ହତ୍ୟା କରି ମାଂସ ନେଇ ଯାଇଥିବା ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜାଖମନଠାରେ ଅନିରୁଦ୍ଧ ମାଝୀ ନାମକ ଜଣେ ଚାଷୀଙ୍କ ଜମିରେ ଗୋମାତାକୁ ହତ୍ୟା କରି ମାଂସ ନେଇ ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅନିରୁଦ୍ଧଙ୍କ ଅଭିଯୋଗ ଅନୁସାରେ, ସେ ଆଜି ସକାଳେ ଶୌଚ ହେବା ପାଇଁ ଯାଉଥିବା ବେଳେ ତାଙ୍କର…
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ଜାତୀୟ ଖାଉଟି ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପତିତପାବନ ଏକାଡେମୀ ସଭାଗୃହରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ତରଫରୁ ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ, ବଲାଙ୍ଗିର ପ୍ରୟୋଜନାରେ ଜାତୀୟ ଖାଉଟି ଦିବସ ୨୦୨୨ ପଞ୍ଚାୟତର ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ…
Read More...

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଚଳିତ ଶତାବ୍ଦୀର ବଡ ଦୁର୍ଘଟଣା : କେଆର୍‌ଏସ୍‌ଏସ୍‌

ହାଇକୋର୍ଟ ଆନ୍ଦୋଳନରେ ସାମିଲଥିବା ଆଇନଜୀବୀ, ବୁଦ୍ଧିଜୀବୀ ସ୍ୱତନ୍ତ୍ର ରାଜ୍ୟଦାବୀ ଆନ୍ଦୋଳନକୁ ଆସନ୍ତୁ ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଳାଞ୍ଚଳ ଦୀର୍ଘବର୍ଷ ହେଲା ଅବହେଳାର ଶୀକାର ହୋଇଛି । ଦୀର୍ଘ ୭୫ ବର୍ଷର ଦାବୀ ଓ ୩ ଦଶନ୍ଧୀର ଆନ୍ଦୋଳନ ପରେ ମଧ୍ୟ ଆମକୁ ଅଣଦେଖା କରାଯାଇଛି । ଏବେ…
Read More...

ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଛାତ୍ର ଜୀବନର ପ୍ରତିମୁହୂର୍ତ୍ତରେ କଠୋର ଶୃଙ୍ଖଳା ସର୍ବାଦୌ ବାଂଛନୀୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଶିକ୍ଷାବିତ୍‌ ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ନରସିଂହ ପ୍ରସାଦ…
Read More...

ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ : ଆଜିର ଛାତ୍ର ଆସନ୍ତାକାଲିର ସୂର୍ଯ୍ୟୋଦୟ, କହିଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଛାତ୍ର ଆସନ୍ତାକାଲିର ସୂର୍ଯ୍ୟୋଦୟ । ଏଣୁ ଉତ୍ତମ ବୌଦ୍ଧିକ ପ୍ରତିପୋଷଣ ଦେଇ ସେମାନଙ୍କୁ ଗଢି ତୋଳିବା ପିତାମାତା ତଥା ଗୁରୁଜନଙ୍କ ପ୍ରଧାନ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବରେ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ : ବଲାଙ୍ଗିରର ସାର୍ଥକ ପାଇଲେ ସ୍ୱର୍ଣ୍ଣ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଗତକାଲି ଅନୁଷ୍ଠିତ ହୋଇଥିବା ୫୨ତମ ସମାବର୍ତ୍ତନ ଉତ୍ସବରେ ବଲାଙ୍ଗିରର ସାର୍ଥକ ପ୍ରଧାନ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲଙ୍କ ଠାରୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଛନ୍ତି ।…
Read More...

ମାଲପଡା ନାଗରିକ କମିଟିର ବାର୍ଷିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବାର୍ଷିକ ବୈଠକ କଦଳୀମୁଣ୍ଡା ନର୍ସରୀ ଠାରେ କାର୍ଯ୍ୟକାରୀ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପଂଚାନନ ସେଠ ବାର୍ଷିକ ବିବରଣୀ ପାଠ କରିଥିଲେ । ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା…
Read More...