Browsing Tag

balangir news

ବଲାଙ୍ଗିର ଜିଲ୍ଲା ଷାଠିଏ ଘର ଡୁମାଲ ସମାଜର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ସଭାପତିତ୍ୱରେ ବେଲପଡା ବ୍ଲକ ଶେମେଲପାଲିଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଲିଆ, ପୂର୍ବତନ କୋଷାଧ୍ୟକ୍ଷ ଜିତେନ୍ଦ୍ର ବେହେରା, ହର୍ଡଖୋଲ…
Read More...

ଶାନ୍ତିପଡା ଛକଠାରେ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଶାନ୍ତିପଡା ଛକଠାରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ, ପାଟଣାଗଡ ପଟୁ ଏକ ବସ୍‌ ଆସି ସ୍ଥାନୀୟ ଛକ ଠାରେ ଅଟକି ଥିବା ବେଳେ ଏକ କାର୍‌ ତାକୁ ଓଭରଟେକ କରିବା ସମୟରେ ସାମ୍ନା ପଟୁ ତଥା ଭୁଲ ରାସ୍ତା…
Read More...

ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷଷ୍ଠ ଅନ୍ତଃସ୍ତରୀୟ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଖୁଜେନପାଲି ବଲାଙ୍ଗିରଠାରେ ଆୟୋଜିତ ହୋଇଥିବା ବିଜ୍ଞାନ ମେଳାରେ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ସାହାଜବାହାଲର ମୁଖ୍ୟ ଆଚାର୍ଯ୍ୟ ଚନ୍ଦ୍ର କୁମାର ପୁରୋହିତଙ୍କୁ ଷଷ୍ଠ ବିଜ୍ଞାନ ଗାଇଡ ଶିକ୍ଷକ ଭାବେ…
Read More...

ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀନଗର ପକ୍ଷରୁ ପେଲେସ ଲାଇନଠାରେ ଅଣସଂକ୍ରମଣ ରୋଗ ଚିହ୍ନଟ ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମୀନା ଟେଣ୍ଟ ହାଉସ, ପେଲେସଲାଇନଠାରେ ମିନା ଟେଣ୍ଟଙ୍କ ସହଯୋଗ କ୍ରମେ ଜିଲ୍ଲା ସହରାଞ୍ଚଳ ପ୍ରାଥମିକ କେନ୍ଦ୍ର (ୟୁପିଏଚ୍‌ସି) ତଥା ଓଡିଶା ସରକାରଙ୍କ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ- ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତରଫରୁ ଏକ ଅଣସଂକ୍ରମଣ…
Read More...

ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗିରର ପ୍ରଶାନ୍ତ ଦାସଙ୍କୁ ମଳିଲା ରୌପ୍ୟ ପଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗିରର ସଫଳତା । ବଲାଙ୍ଗିରର ପ୍ରଶାନ୍ତ ଦାସଙ୍କୁ ମଳିଲା ରୌପ୍ୟ ପଦକ । ପଞ୍ଜାବରେ ଆୟୋଜିତ ହୋଇଥିବା ଜାତୀୟସ୍ତରୀୟ ବଡିବିଲ୍ଡିଂ ପ୍ରତିଯୋଗିତା ମିଷ୍ଟର ଇଣ୍ଡିଆରେ ପ୍ରଶାନ୍ତ ଦାସ(ମୁନା) ଦ୍ୱିତୀୟ ସ୍ଥାନ ଅଧିକାର…
Read More...

ଧର୍ମପରାୟଣା ମହିଳା ଦେବହୂତି ପାଢୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରୁଗୁଡିପଡା ନିବାସୀ ତଥା ସହରର ଜଣାଶୁଣା ହିମାଂଶୁ ପାଢୀ (ନିମା)ଙ୍କ ମାତା ଦେବହୂତି ପାଢୀଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ରାତ୍ର ୧୦ଟା ସମୟରେ ଭଗବାନଙ୍କ ଠାରେ ସେ ଆଶ୍ରୟ ନେଇଯାଇଛନ୍ତି । ପ୍ରକାଶ ଥାଉକି, ଦେବହୂତି…
Read More...

ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସତ୍ୟନାରାୟଣପଡାର ବ୍ୟାଙ୍କ କର୍ମଚାରୀ ବିଜନ ବାରିକଙ୍କ ଘରୁ ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଏସ୍‌ବିଆଇ କର୍ମଚାରୀ ଶ୍ରୀ ବାରିକଙ୍କ ଛୁଟି ଥିବାରୁ ଗତ ୨୪ ତାରିଖରୁ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଆସିବା…
Read More...

ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ପି.ଏ. ଅନୁଶରଣ ଛତ୍ରିଆ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆନନ୍ଦନଗର ନିବାସୀ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ପି.ଏ. ଅନୁଶରଣ ଛତ୍ରିଆ(୭୨) ଆଉ ନାହାନ୍ତି । ଗତକାଲି ମଧ୍ୟାହ୍ନରେ ତାଙ୍କ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ପ୍ରାୟ ୧ ମାସ ଆଗରୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ତାଙ୍କ…
Read More...

ଜୟ ବୁଢ଼ା ଡଙ୍ଗର ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ବୈଦିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଳିଝରନ ଠାରେ ଗତକାଲି ଜୟ ବୁଢ଼ା ଡଙ୍ଗର ସ୍ଵେଚ୍ଛାସେବୀ ସଙ୍ଗଠନ ଆନୁକୂଲ୍ୟରେ ମହାଆଡ଼ମ୍ବରରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଛି । ଉକ୍ତ ଅଭିଯାନରେ ସଙ୍ଗଠନର ମୁଖ୍ୟ ରୋହିତ ସାହୁଙ୍କ ପ୍ରଚେଷ୍ଟାରେ…
Read More...

ଘୁନସର ଛକ ଠାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା : ସ୍ୱାମୀ ସ୍ତ୍ରୀ ଓ ପୁତ୍ର ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବଲାଙ୍ଗିର…

ଖପ୍ରାଖୋଲ,(ଅଶୋକ ବାଗ) : ଖପ୍ରାଖୋଲ ଲାଠୋର ରାସ୍ତା ଘୁନସର ଛକ ଠାରେ ଆଜି ଅପରାହ୍ନରେ ଗୋଟିଏ ବାଇକ ଏବଂ ଟାଟା ଏସି ମଧ୍ୟରେ ଦୁର୍ଘଟଣା ଘଟିଥିବାରୁ ବାଇକ ଚାଳକ ଗୁରୁତର ହେବା ସହିତ ସ୍ତ୍ରୀ ଓ ପୁତ୍ର ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ…
Read More...