Browsing Tag

balangir news

ହ୍ୟୁମାନଙ୍କ ମେନେଜର ନାରେ ବଲାଙ୍ଗିର ଟାଉନ ଥାନାରେ ଏତଲା

ବଲାଙ୍ଗିର : ହ୍ୟୁମାନଙ୍କ ମେନେଜର ଯିବେ ଜେଲ । ବଲାଙ୍ଗିର ଟାଉନ ଥାନାରେ ହେଲା ଏତଲା । ମେନେଜର୍ ପପୁଙ୍କ ନାରେ ସାଙ୍ଘାତିକ ଅଭିଯୋଗ ଆଣି ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରାଯାଇଛି । ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରି ଆଜି ଟାଉନ ଥାନାର ଦ୍ୱାରସ୍ଥ ହୋଇ ଖ୍ରୀଷ୍ଟିଆନ୍ ସମାଜର
Read More...

ବଲାଙ୍ଗିର ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା : ୨୭୨ଟି ପ୍ରକଳ୍ପ ପ୍ରଦର୍ଶିତ

ବଲାଙ୍ଗିର : ଆର. ଆର କଲୋନୀ ହାଇସ୍କୁଲରେ ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ମେଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ
Read More...

ବଲାଙ୍ଗିର ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା

"୨୭୨ଟି ପ୍ରକଳ୍ପ ପ୍ରଦର୍ଶିତ" ବଲାଙ୍ଗିର, (କେପିଏନ୍‌ଏସ୍‌) : ଆର. ଆର କଲୋନୀ ହାଇସ୍କୁଲରେ ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ମେଳାକୁ
Read More...

ବଲାଙ୍ଗିରରେ ବଡ଼ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ବଲାଙ୍ଗିରର ବଡ଼ ଖବର । ବଲାଙ୍ଗିରରେ ବଡ଼ ଦୁର୍ଘଟଣା । ଦୁର୍ଘଟଣାରେ ୩ ଆହତ । ଆହତ ମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ବଲାଙ୍ଗିର ସମ୍ବଲପୁର ରାସ୍ତା ଗାନ୍ଧୀନଗର ପଡ଼ା
Read More...

ତୁରେକେଲା ବ୍ଲକରେ ହାତୀ ଉପଦ୍ରବ : ଚାରପାଣି ଗାଁରେ ଚାଷୀଙ୍କ ଧାନ ନଷ୍ଟ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଚାରପାଣି ଗାଁରେ ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଆତଙ୍କିତ । ଗତରାତିରେ ଆସିଥିବା ହାତୀପଲ ଅନେକ ଚାଷୀଙ୍କ ଧାନକ୍ଷେତକୁ ପଶି ଦଳି ମାଡ଼ ନଷ୍ଟ କରି ଦେଇଥିବା ଜଣାପଡ଼ିଛି । ଚାଷୀ ରମାଞ୍ଚ ସାଗ୍ରିଆ, ଦେବାର୍ଚ୍ଚନ ସଗ୍ରିଆ, ପରମାନନ୍ଦ ଭୋଇ,
Read More...

ଆଇଡିଏମ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ଅନମୋଲ ରିସ୍ତେ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗର ବାଗଭାଡ଼ି ଠାରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଡିଏମ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ 'ଅନମୋଲ ରିସ୍ତେ' ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶିକା ସଂଧ୍ୟାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ଭୁବନେଶ୍ୱର
Read More...

ବଲାଙ୍ଗିର ସହରର ଚକ୍ଷୁ ଡାକ୍ତର ସତ୍ୟ ନାରାୟଣ ସାହୁଙ୍କ ପରଲୋକ : ଅଞ୍ଚଳରେ ଶୋକର ଛାୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତେଲିଗୋଟପଡ଼ା ନିବାସୀ ବରିଷ୍ଠଚକ୍ଷୁ ଡାକ୍ତର ସତ୍ୟନାରାୟଣ ସାହୁଙ୍କ(୭୪) ପରଲୋକ ହୋଇଯାଇଛି । ହୃଦଘାତ ହେବାରୁ ତାଙ୍କୁ ସମ୍ବଲପୁର ବିକାଶ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗତକାଲି ରାତିରେ ଚିକିତ୍ସା ଚାଲୁଥିବା ବେଳେ ତାଙ୍କର ଦେହାନ୍ତ
Read More...

ବଲାଙ୍ଗିର ଝାଙ୍କରପାଲି ଗାଁରେ ଅଘଟଣ : କୂଅରୁ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝାଙ୍କର ପାଲି ଗାଁରେ ଅଘଟଣ । ଦୁଇଦିନ ତଳେ ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁଯାୟୀ
Read More...

ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଳୀରେ ନରସିଂହ

ଡାକ୍ତରଙ୍କ ଦାବି ଯୁକ୍ତିଯୁକ୍ତ, ସରକାର କରନ୍ତୁ ପୂରଣ - ନରସିଂହଆୟୁର୍ବେଦ ବିଶ୍ୱ ବିଦ୍ୟାଳୟ ଦାବି କଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ଆୟୁଷ ଡାକ୍ତର ଦୀର୍ଘ ବର୍ଷ ହେଲା ଆନ୍ଦୋଳନ କରୁଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ସେବା ଓ ସେଥି ପାଇଁ
Read More...

ଦାବି ପୂରଣ ହେଲାନି, ସରକାରୀ ଆୟୁଷ କଲେଜରେ ତାଲା ବନ୍ଦ କଲେ ଆୟୁଷ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦୁଇ ଦଶନ୍ଧି ଧରି ଆୟୁଷ କ୍ଷେତ୍ରକୁ ସରକାରଙ୍କ ଦ୍ୱାରା ଉପେକ୍ଷା କରାଯାଉଥିବା ଅଭିଯୋଗରେ ବିଗତ ଦିନରେ ଶତାଧିକ ଥର ସରକାରଙ୍କ ନିକଟରେ ଦାବି ଜଣାଇବା ପରେ ଗତ ୬ ନଭେମ୍ବରରୁ କଳା ବ୍ୟାଚ୍‌ ପିନ୍ଧି ପ୍ରତିବାଦ କରି ଆସୁଥିଲା ନିଖିଳ ଓଡ଼ିଶା ଆୟୁଷ
Read More...