Browsing Tag

balangir news

ବିଭିନ୍ନ ସମସ୍ୟାକୁ ନେଇ ଜମି ହିତାଧିକାରୀମାନଙ୍କ ସହିତ ଆଲୋଚନା କଲେ ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଓଡିଶା ରାଜ୍ୟ ହାଉସିଂ ବୋର୍ଡ ତରଫରୁ ୨୦୦୬ ମସିହାରୁ ପ୍ରଦାନ କରାଯାଇଥିବା ଜମି ହିତାଧିକାରୀମାନଙ୍କ ସହିତ ପୂର୍ବତନ ସାସଂଦ ତଥା ବର୍ତ୍ତମାନର ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ବୋର୍ଡର ରାଜ୍ୟ…
Read More...

ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଅଧିକ୍ଷିକାଙ୍କୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୧୦ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୈନନ୍ଦିନ ରୋଗୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅବଗତ କରାଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ମେଡିକାଲ ଅଧିକ୍ଷିକାଙ୍କୁ ୧୦ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଛି । ଭୀମଭୋଇ ମେଡିକାଲ…
Read More...

ଟ୍ରେନ ଧକ୍କାରେ ଯୁବକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲଠାରେ ଏକ ଅଭାବନୀୟ ଘଟଣା ଘଟିଛି । କ୍ଷେତକୁ କୌଣସି କାମରେ ଯାଇଥିବା ବେଳେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ରାଜେଶ ପ୍ରଧାନ । ତେବେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଉଥିବା…
Read More...

ବଲାଙ୍ଗିରରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ବୁଧବାର ୧୦ ଦଫା ଦାବୀ ନେଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଛନ୍ତି । ଗତକାଲି ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଡ୍ରାଇଭରମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନରେ ବସିଛନ୍ତି ।…
Read More...

କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ମୃତ୍ୟୁମୁଖରେ ପଡ଼ିଥିବା ଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି, ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ଶିଶୁର ଜୀବନ । ବିଛଣାରେ ପଡ଼ି ଶିଶୁଟି ଛଟପଟ ହେଉଥିଲା, ହେଲେ ଆସିଲେନି ଡାକ୍ତର । ନିରୀହ…
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୧୦ଟା ସମୟରେ ଜିଲ୍ଲାସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ ପାଳନ ଅବସରରେ ଉପନିର୍ଦ୍ଦେଶକ ବୈଧମାପ ବିଜ୍ଞାନ ବିଭାଗ, ବଲାଙ୍ଗିର ଆନୁକୂଲ୍ୟରେ ଏବଂ ଆଦିତ୍ୟ ଏଜୁକେସନାଲ ଓ ଚେରିଟେବୁଲ ଟ୍ରଷ୍ଟ ସହଯୋଗରେ “ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ” ବିଷୟକୁ ନେଇ ଏକ…
Read More...

ଷାଠିଏ ଘର ଡୁମାଲ ସମାଜର ଆଞ୍ଚଳିକ ମହାସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଷାଠିଏ ଘର ଡୁମାଲ ସମାଜର ଆଞ୍ଚଳିକ ମହାସଭା ବ୍ରାହ୍ମଣୀଡୁଙ୍ଗୁରି କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମହାସଭାରେ ବଲାଙ୍ଗିର ଜିଲ୍ଲା ସଭାପତି ଲମ୍ବୋଦର ମହାକୁର ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ବିଭିନ୍ନ କେନ୍ଦ୍ରରୁ ଆସିଥିବା ସଭାପତି,…
Read More...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ବଲାଙ୍ଗିର ଜିଲ୍ଲାର ୧୭୬ ଜଣ ବରିଷ୍ଠ ନାଗରିକଙ୍କ ସିରିଡି ଓ ନାସିକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୭୬ ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ୨୦୨୨-୨୩ ଜରିଆରେ ସିରିଡି ଓ ନାସିକ ତୀର୍ଥ ଯାତ୍ରା ନିମନ୍ତେ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ବାହାରି ସମ୍ବଲପୁର…
Read More...

ସିକ୍ୟୁରିଟି ଗାର୍ଡଙ୍କ ମହାନତା : ପାଇଥିବା ପର୍ସ ଫେରାଇଲେ ରୋଗୀଙ୍କ ପରିଜନଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାକେଶ ନାୟକ ପାଇଥିବା ଜଣେ ରୋଗୀଙ୍କ ଟଙ୍କା ଭର୍ତ୍ତି ପର୍ସ ଫେରାଇ ମହାନତାର ପରିଚୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ରାକେଶ ଅସ୍ଥି ଶଲ୍ୟ ୱାର୍ଡରେ କାର୍ଯ୍ୟରତ ଥିବା…
Read More...

ବଲାଙ୍ଗିର ଜିଲ୍ଲା ଆଉଟ ସୋର୍‌ସିଂ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରୀ ଆଉଟ ସୋର୍‌ସିଂ କର୍ମଚାରୀ ମହାସଂଘ ବଲାଙ୍ଗିର ଶାଖା ତରଫରୁ ମଙ୍ଗଳବାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ସଂଘର ଜିଲ୍ଲାସ୍ତରୀୟ ସଦସ୍ୟମାନେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ…
Read More...