csstore

ବିଭିନ୍ନ ସମସ୍ୟାକୁ ନେଇ ଜମି ହିତାଧିକାରୀମାନଙ୍କ ସହିତ ଆଲୋଚନା କଲେ ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଓଡିଶା ରାଜ୍ୟ ହାଉସିଂ ବୋର୍ଡ ତରଫରୁ ୨୦୦୬ ମସିହାରୁ ପ୍ରଦାନ କରାଯାଇଥିବା ଜମି ହିତାଧିକାରୀମାନଙ୍କ ସହିତ ପୂର୍ବତନ ସାସଂଦ ତଥା ବର୍ତ୍ତମାନର ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ବୋର୍ଡର ରାଜ୍ୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ଶ୍ରୀ ସିଂହଦେଓ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ଏବଂ ହିତାଧିକାରୀ ଉଚିତ୍‌ ସମ୍ମାନ ପାଇବେ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.