Browsing Tag

balangir news

ଆଜିଠାରୁ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ

ଝାଙ୍କରପାଲି ପେକ୍ସରେ ଧାନ କିଣାର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ରବି ୨୦୨୨-୨୩ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଆଜିଠାରୁ ରବି ଧାନ କିଣା ଆରମ୍ଭ କରାଯାଇଛି ।…
Read More...

କୁଲତା ସମାଜ ବଲାଙ୍ଗିର ଶାଖା ତରଫରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଅତ୍ୟନ୍ତ ପ୍ରଖର ଅବସ୍ଥାରେ ରହିଛି । ଉକ୍ତ ବିଷୟକୁ ଦୃଷ୍ଟିରେ ରଖି ପାଟଣା ହୋଟେଲ ଛକଠାରେ ଆଜି କୁଲତା ସମାଜ ତରଫରୁ ଗ୍ରୀଷ୍ମ ପ୍ରବାହ ଓ ଶୀତଳଷଷ୍ଠୀ ଶୋଭାଯାତ୍ରା ଉପଲକ୍ଷେ ୮ତମ ବର୍ଷରେ ଦହିପାଣି ଓ କଦଳୀ…
Read More...

ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ଜ୍ଞାନୋଦୟ ଏକାଡେମୀ ଦ୍ୱାରା ଥଣ୍ଡା ପାନୀୟ ଜଳ ଓ ସରବତ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ଜ୍ଞାନୋଦୟ ଏକାଡେମୀ ଦ୍ୱାରା ଥଣ୍ଡା ପାନୀୟ ଜଳ ଓ ସରବତ ବଣ୍ଟନ କରାଯାଇଛି । ଚଳିତ ବର୍ଷ ବଲାଙ୍ଗିରରେ ପାଳିତ ହେଉଥିବା ଶୀତଳଷଷ୍ଠୀ ତଥା ଶିବ ବିବାହରେ ଅନେକ ପର୍ଯ୍ୟଟକ ମଜା ନେଉଥିବା ବେଳେ ଶିବ ଏବଂ ପାର୍ବତୀଙ୍କ ବିବାହ…
Read More...

ଅସହାୟ କଏଦୀଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସହାୟ କଏଦୀଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସର୍ଗିଗୁଡା ଗାଁର ସୁନାଧର ବାଗ (୮୦)ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ଥ ହୋଇ ବଲାଙ୍ଗିର ଜେଲରେ ଆଜୀବନ ସଜା କାଟୁଥୁଲେ । ତାଙ୍କର…
Read More...

ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ଜେଏସ୍‌ଏମ୍ କଲେଜ ଦ୍ୱାରା ଥଣ୍ଡା ପାନୀୟ ଜଳ ବା ସରବତ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବଲାଙ୍ଗିରରେ ପାଳିତ ହେଉଛି ଶୀତଳଷଷ୍ଠୀ ତଥା ଶିବ ବିବାହ । ଅନେକ ପର୍ଯ୍ୟଟକ ମଜା ନେଉଥିବା ବେଳେ ଶିବ ଏବଂ ପାର୍ବତୀଙ୍କ ବିବାହ ଶେଷ ପର୍ଯ୍ୟାୟରେ ଉପନୀତ ହୋଇଛି । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଜେଏସ୍‌ଏମ୍‌…
Read More...

ବଲାଙ୍ଗିର ଜିଲ୍ଲାରେ ଫର୍ଟିଫାଏଡ ଚାଉଳ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଫର୍ଟିଫାଏଡ ଚାଉଳ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏହି ସଚେତନତା ରଥକୁ ସବୁଜ ପତାକା…
Read More...

ବିଟ୍ଟୁ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ଗିରଫ୍‌ କରି ସିନ୍‌ ରିକ୍ରିଏସନ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ନରସିଂହ ମନ୍ଦିର ଗଳିରେ ବିଟ୍ଟୁ ଓରଫ୍‌ ସରୋଜ ପାଣିଗ୍ରାହୀଙ୍କ ହତ୍ୟା ଘଟଣାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରି ସିନ୍‌ ରିକ୍ରିଏସନ୍‌ କରିଛି ବଲାଙ୍ଗିର ପୋଲିସ । ଶୀତଳଷଷ୍ଠୀ ମହୋତ୍ସବ ସମୟରେ ଏଭଳି ଏକ ଅମାନୁଷିକ ହତ୍ୟାକାଣ୍ଡ ସାରା ସହରରେ…
Read More...

ରାଧାକୃଷ୍ଣ ମନ୍ଦିରରୁ ଚୋରି ଅଭିଯୋଗ

ବଲାଙ୍ଗିର : ଆନନ୍ଦ ନଗରସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ରାତିରେ ଆନନ୍ଦ ନଗର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଲାଗିଥିବା ହାଇଲୋଜେନ ବଲ୍‌ବକୁ ଚୋରମାନେ ଖୋଲି ନେଇଥିବା ନେଇ ମନ୍ଦିରର କର୍ତ୍ତା ଥାନାରେ ଏତଲା ଦେଇଛନ୍ତି ।
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ : ମା’ ଝିଅ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫଳରେ ମା’ ଝିଅ ଗରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭିର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ତୁରେକେଲା ଅନ୍ତର୍ଗତ ବର୍ଲା ଗ୍ରାମର ଲବଣୀ ବରିହା ଓ ତାଙ୍କ ଝିଅ ମମତା ବରିହା ଯାତ୍ରା ଦେଖି…
Read More...

ସ୍ଥାନୀୟ ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରତି କରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରତି କରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ଜ୍ଞାପନ ସମୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।…
Read More...