Browsing Tag

balangir news

ସମଲେଶ୍ୱରୀ ମନ୍ଦିରର ପୂଜକ ମକରଧ୍ୱଜ ସା’ଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରର ପୂଜକ ମକରଧ୍ୱଜ ସା (୭୨)ଙ୍କ ନିଜ ଗ୍ରାମ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତ ତେରେଇକେଲା ଗ୍ରାମରେ ଦେହାନ୍ତ ହୋଇଯାଇଛି । ଦୀର୍ଘ ଦିନରୁ ସେ ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ମା'ଙ୍କ…
Read More...

ବାରପାହାଡ ଖୋଲର ଚେକ୍‌ ଡ୍ୟାମ ପ୍ରସଙ୍ଗ : ଚେକ୍‌ ଡ୍ୟାମ, ଆଡିବନ୍ଧ ଓ ବ୍ଲକପ୍ଲାନଟେସନ ପାଇଁ ହେବ ନୂଆ ପ୍ରସ୍ତାବ

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ରାଜପାଲି ବାରପାହାଡ ଖୋଲରେ ଚାଲିଥିବା ଚେକ୍‌ ଡ୍ୟାମ କାମକୁ ବନ ବିଭାଗ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଥିବାରୁ ଏହି ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ସୋନପୁର ଜିଲ୍ଲା ପରିଷଦ ବୈଠକରେ ତରଭା ବ୍ଲକ ଅଧ୍ୟକ୍ଷ…
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ବିଡିଘାଟ ଶାଖାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ତରଫରୁ ସଦର ବ୍ଲକ ବିଡିଘାଟଠାରେ ସରପଞ୍ଚ ନନ୍ଦିତା କଲେତଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାିଛି । ଏଥିରେ ପଂଚାୟତ ତଥା ସଦର ବ୍ଲକର ଅସହାୟ ନିଷ୍ପେସିତଙ୍କ ମୁହଁରେ ହସ ଫୁଟେଇବା ପାଇଁ ବିଙ୍ଗ…
Read More...

ସିଭିଲ୍‌କୋର୍ଟ ସାମ୍ନାରେ ସ୍କୁଟିକୁ ପିଟିଲା କାର୍‌ : ମା’ ଆହତ, ପୁଅ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୨୦ମି. ସମୟରେ ବଲାଙ୍ଗିର ସିଭିଲ୍‌କୋର୍ଟ ସାମ୍ନାରେ ଏକ ଅଘଟଣ ଦେଖିବାକୁ ମିଳିଛି । ଏଥିରେ ସ୍କୁଟି ଚଳାଉଥିବା ମା' ଜଣକ ଆହତ ହୋଇଥିବା ବେଳେ ପୁଅ ଗୁରୁତର ଥିବା ଯୋଗୁଁ ଉପସ୍ଥିତ ଥିବା ଲୋକେ ତାକୁ ତୁରନ୍ତ ଭୀମଭୋଇ ମେଡ଼ିକାଲ୍‌…
Read More...

ବିଟ୍ଟୁ ମର୍ଡର ଘଟନା ନେ ବଲାଙ୍ଗିର ଏସ୍‌ପିଙ୍କର ତୁର୍‌ତା ତୁର୍‌ତି କାର୍ଯ୍ୟାନୁଷ୍ଠାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯେନ୍‌ ଦିନ ବଲାଙ୍ଗିର୍‌ର ହାର୍ଟ ଅଫ୍‌ ଦି ଟାଉନ ନର୍‌ସିଂହ ମନ୍ଦିର ଗଲି ନେ ମର୍ଡର ହେଲା । ହେ ଦିନ ବଲାଙ୍ଗିର୍‌ର ନୂଆ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ ଏସ୍‌ପି ରିଷିକେଶ ଖିଲାରୀ । ଇ ମର୍ଡର ଘଟ୍‌ନା ବଲାଙ୍ଗିର ପୁଲିସ ଲାଗି ଗୁଟେ ବଡ୍‌ଗଖା ଚ୍ୟାଲେଂଜ…
Read More...

ଦଳିତଙ୍କୁ ନିଆଁ ପାଣି ବାସନ୍ଦ ଭଳି ଅଭିଯୋଗ ପହଂଚିଲା ବଲାଙ୍ଗିର ସଦର ଥାନାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଁରେ ଦଳିତଙ୍କୁ ନିଆଁ ପାଣି ବାସନ୍ଦ କରାଯାଇଥିବା ଭଳି ଏକ ଅଭିଯୋଗ ଆଜି ବଲାଙ୍ଗିର ସଦର ଥାନାରେ ପହଂଚିଥିବା ଜଣାପଡ଼ିଛି । ଅଭିଯୋଗ କରିଛନ୍ତି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମାୟାବର୍‌ହା ଗ୍ରାମର ଦଳିତ ପରିବାରର ଲୋକେ । ଅଭିଯୋଗ ଅନୁସାରେ ଗାଁରେ ଏକ ସଭା…
Read More...

ଯୁବା ପ୍ରତାପୀ ସେନା ପକ୍ଷରୁ କୁଆସ୍‌ ପାଣି ଓ କଦଳୀ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଡହ ଡହ ଜଳୁଛି ବଲାଙ୍ଗିର ସହର । ଏତେ ଭୀଷଣ ତାତିରେ ଘଡିକୁ ଘଡି ଶୁଖି ଯାଉଛି ତଣ୍ଟି । ଏଭଳି ଅବସ୍ଥାକୁ ଦୃଷ୍ଟିରେ ରଖି ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ଆଜି ସ୍ଥାନୀୟ ଗାନ୍ଧୀ ପାଠାଗାର ନିକଟରେ ଯୁବା ପ୍ରତାପୀ…
Read More...

ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦହି ପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ମହାଦେବ ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ନିମନ୍ତେ ବଲାଙ୍ଗିର ସହରରେ ଶୀତଳଷଷ୍ଠୀ ଆୟୋଜକ କମିଟିମାନଙ୍କ ଦ୍ୱାରା ବିଭିନ୍ନ ଶୋଭାଯାତ୍ରା ଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ଓ…
Read More...

ସିନ୍‌ ରିକ୍ରିଏସନ୍‌ ବେଲେ ଖୋବ୍‌ ଭିଡ଼୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିଯୁକ୍ତମାନ୍‌କୁ ନେଇ କରି ବଲାଙ୍ଗିର ପୁଲିସ୍‌ ସିନ୍‌ ରିକ୍ରିଏସନ୍‌ କଲା ସମିଆଁ ଥି ବଲାଙ୍ଗିର ସହରର ନରସିଂହ ମନ୍ଦିର ଗଲି ରାଜମନ୍ଦିର ହୋଟେଲ ଆଘେ ଖୋବ୍‌ ଭିଡ଼୍‌ ଦେଖ୍‌ବାର୍‌ କେ ମିଲିଥିଲା । ଗିରଫ୍‌ ହେଇଥିବାର୍‌ ଦୁଇ ଝନ୍‌ ଅଭିଯୁକ୍ତ ବିଟ୍ଟୁ ଓରଫ୍‌…
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣର ବଲାଙ୍ଗିର ଆନୁକୂଲ୍ୟରେ ସଦେଇପାଲି ଗ୍ରାମ ପଞ୍ଚାୟତର ସଭାଗୃହଠାରେ ସ୍ଥାୟୀ ଲୋକ ଅଦାଲତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦେଇପାଲି ଗ୍ରାମ ପଞ୍ଚାୟତର ସଭାଗୃହ ପରିସରରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ବିଷୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ…
Read More...