ରାଧାକୃଷ୍ଣ ମନ୍ଦିରରୁ ଚୋରି ଅଭିଯୋଗ

ବଲାଙ୍ଗିର : ଆନନ୍ଦ ନଗରସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ରାତିରେ ଆନନ୍ଦ ନଗର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଲାଗିଥିବା ହାଇଲୋଜେନ ବଲ୍‌ବକୁ ଚୋରମାନେ ଖୋଲି ନେଇଥିବା ନେଇ ମନ୍ଦିରର କର୍ତ୍ତା ଥାନାରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.

three × four =