pakka

ଭାରସାମ୍ୟ ହରାଇ ଓଲଟିଲା ଅଟୋ : ମା’ ଝିଅ ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫଳରେ ମା’ ଝିଅ ଗରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭିର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ତୁରେକେଲା ଅନ୍ତର୍ଗତ ବର୍ଲା ଗ୍ରାମର ଲବଣୀ ବରିହା ଓ ତାଙ୍କ ଝିଅ ମମତା ବରିହା ଯାତ୍ରା ଦେଖି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା । ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି ।

jay balangir
Leave A Reply

Your email address will not be published.

four × one =