Browsing Tag

balangir news

ଶାନ୍ତିପଡ଼ାରେ ଘରେ ପଶି ନୃଶଂସ ଆକ୍ରମଣ କରିଥିବା ଯୁବକଙ୍କୁ ଧରିଲା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩୧ ତାରିଖ ଦିନ ଶାନ୍ତିପଡ଼ା ପଂଜାବୀ ଗଳି ନିବାସୀ ସୁଶୀଲ ମେହେରଙ୍କ ଘରେ ପଶି ଜଣେ ଦେଢ଼ ବର୍ଷର ଶିଶୁ କନ୍ୟା ସହ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ କାବୁ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଟାଉନ୍‌
Read More...

ଶଶୀଭୂଷଣ ପୁରୋହିତଙ୍କ ଅର୍ଦ୍ଧାଙ୍ଗିନୀ ଧର୍ମପରାୟଣା ଅନୁସୟା ପୁରୋହିତଙ୍କ ଅକାଳ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭଗବତୀନଗର ନିବାସୀ ଆର୍‌ଏସ୍‌ଏସ୍‌ର ନୈଷ୍ଠିକ ସଦସ୍ୟ, ବଲାଙ୍ଗିର ଦିବ୍ୟଜୀବନ ସଂଘର ପୂର୍ବତନ ସଭାପତି, ବଲାଙ୍ଗିର କଦମପଡା ସରସ୍ୱତୀ ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ଓଡିଶା ପଶ୍ଚିମ ପ୍ରାନ୍ତ ସଭାପତି,
Read More...

ଫେବୃଆରୀ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫେବୃଆରୀ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ୧୩ ତାରିଖରେ ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣିପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ, ୨୦ତାରିଖରେ ବେଲପଡା ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତର
Read More...

ଫେବୃଆରୀ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫେବୃଆରୀ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଫେବୃଆରୀ ମାସ ୬ ତାରିଖ(ସୋମବାର) ସକାଳ ଘ ୧୦.୩୦ ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ
Read More...

ଚଳନ୍ତା କାର୍‌ରେ ଲାଗିଗଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଚାଳକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳନ୍ତା କାର୍‌ରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଚାଳକ । ଏଭଳି ଘଟଣା ଘଟିଛି ବଲାଙ୍ଗିର-ମହିମୁଣ୍ଡା ରାସ୍ତାର ପୁଡାପାଲି ଛକ ନିକଟରେ । ସୂଚନା ଅନୁସାରେ, ବଲାଙ୍ଗିର ସହରର ବ୍ୟବସାୟୀ ରୂପେଶ ଅଗ୍ରୱାଲ ନିଜ କାର୍‌ରେ ତୁଷୁରାକୁ ଯାଉଥିଲେ । ତେବେ ହଠାତ୍‌
Read More...

ସକମା ପଞ୍ଚାୟତରେ ସବୁ ଗାଁର ସମସ୍ୟା ଶୁଣିଲେ ନରସିଂହ

ପାଣି, ବିଜୁଳି, ରାସ୍ତା ସମସ୍ୟା ନିଶ୍ଚୟ ପୁରଣ ହେବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକର ସକ୍‌ମା ପଞ୍ଚାୟତର ସମସ୍ତ ଗାଁକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିଥିଲେ । ସକମା ପଞ୍ଚାୟତ
Read More...

ବିଦ୍ୟୁତ କର୍ମଚାରୀ ଧିରେନ୍ଦ୍ର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସୋଲାର ପ୍ଲାଣ୍ଟ ବରକାନିଠାରେ ବିଦ୍ୟୁତ ବିଭାଗର ପୂର୍ବତନ ହେଲପର୍ ଧିରେନ୍ଦ୍ର ସାହୁଙ୍କୁ ଆର୍‌ଇସି ସେକ୍ସନ୍ ପୁଇଁନ୍ତଲା ବିଦ୍ୟୁତ କାର୍ଯ୍ୟାଳୟ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ମଞ୍ଚାସୀନ ହୋଇଥିଲେ ସେକ୍ସନ ଅଫିସର୍
Read More...

ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉପଲକ୍ଷେ ପ୍ରଚାର ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫେବୃଆରୀ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉପଲକ୍ଷେ ପ୍ରଚାର ରଥକୁ ଆଜି କୋଶଳ କଳାମଣ୍ଡଳ ପଡିଆରୁ ଜିଲ୍ଲାପାଳ ଚଞ୍ଚଳ ରାଣା ପତାକା ଦେଖାଇ
Read More...

ବଲାଙ୍ଗିର ଜଳସେଚନ ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ

ଜଳ ସଂରକ୍ଷଣ ଓ ଉପଯୁକ୍ତ ପରିଚାଳନା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆଜି କୋଶଳ କଳା ମଣ୍ଡଳ ପଡିଆଠାରୁ ବଲାଙ୍ଗିର ଜଳସେଚନ ମଣ୍ଡଳ
Read More...

ଉଠା ଜଳ ସେଚନ ବିଭାଗର ବଲାଙ୍ଗିର ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ

– ଜଳର ସୁଷମ ବଣ୍ଟନ ଓ ସୁବିନିଯୋଗ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପକ୍ଷ ପାଳନ ଉପଲକ୍ଷେ ଉଠା ଜଳ ସେଚନ ବିଭାଗର ବଲାଙ୍ଗିର ବିଭାଜନ ତରଫରୁ ଫେବୃୟାରୀ ୧ ତାରିଖରୁ
Read More...