୭ କୁଚିଆ ମଦ ବେପାରୀ ଗିରଫ, ସିଆରପିସି ୧୧୦ରେ କୋର୍ଟ ଚାଲାଣ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାରମ୍ବାର ଗିରଫ ପରେ ମଧ୍ୟ କୁଚିଆ ମଦ ବେପାରୀ ମଦ ବିକ୍ରିରୁ ନିବୃତ୍ତ ହେଉନାହାନ୍ତି । ଜାମିନ ଆଣିବା ପରେ ପୁଣି ମଦ ବେପାର କରୁଛନ୍ତି । ଫଳରେ ବେଆଇନ ମଦ ବେପାରର ଅବସ୍ଥା ଯଥା ପୂର୍ବଂ ତଥା ପରଂ ରହୁଛି । ଏବେ କିନ୍ତୁ ଏମାନଙ୍କ ଆଉ ନିସ୍ତାର ନାହିଁ ।!-->…
Read More...
Read More...