Browsing Tag

balangir news

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସଦେଇପାଲି ଉତ୍ସବମୁଖର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବଲାଙ୍ଗିର ସଦେଇପାଲି ଉତ୍ସବମୁଖର ହୋଇଉଠିଛି । ଗତ ୨୯ ତାରିଖ ଦିନ ଏଥିସକାଶେ କଳସ ଶୋଭାଯାତ୍ରାର ଆୟୋଜନ ହୋଇଥିବା ବେଳେ ସଦେଇପାଲିର ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ୩୦ ତାରିଖ ଦିନରୁ
Read More...

ନକଲି ସାର୍ଟିଫିକେଟ୍‌ ଘଟଣା : ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବହୁ ଚର୍ଚ୍ଚିତ ନକଲି ସାର୍ଟିଫିକେଟ ଘଟଣା ତଦନ୍ତ ଭାର ନେଇଛି କ୍ରାଇମ୍‌ବ୍ରାଞ୍ଚ । ଶନିବାର ଦିନ ବଲାଙ୍ଗିର ପହଞ୍ଚି ଘଟଣାର ସମସ୍ତ ଦିଗ ଉପରେ ସ୍ଥାନୀୟ ପୋଲିସ ସହ ଚର୍ଚ୍ଚା କରିବା ପରେ ଆଜି ସକାଳୁ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମ୍‌ବ୍ରାଞ୍ଚର ୫
Read More...

ରାମଚନ୍ଦ୍ରପୁର ଗାଁରେ ଶ୍ରୀରାମ ନବମୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ଶ୍ରୀରାମ ନବମୀ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ରାମଚନ୍ଦ୍ରପୁର ଗାଁରେ ପ୍ରତି ବର୍ଷ ଶ୍ରୀରାମ ନବମୀ ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ରାମଲୀଳା ନାଟକ ଧୁମ୍‌ଧାମ୍‌ରେ ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳିତ : ଭାଷା ,ସାହିତ୍ୟ ,ସଂସ୍କୃତି , ଐତିହ ଓ ପରମ୍ପରାର ସୁରକ୍ଷା ଦିଗରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ଅପରାହ୍ନରେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ
Read More...

ତହଁକ ସାହିତ୍ୟ କୁଟୁମ୍‌ ତରଫରୁ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ ସାହିତ୍ୟ କୁଟୁମ୍‌ ତରଫରୁ ସ୍ଥାନୀୟ ଯାଦବ ଭବନଠାରେ ଆଜି ‘ଆମେ ଭକୁଆ ଆଉଁ କି ଆମ୍‌କୁ ଭକୁଆ ବନାଲେ ?’ ଆଲୋଚନାଚକ୍ର ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଆଲୋଚକ ଭାବେ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, କୋଶଲୀ ଭାଷା ସାହିତ୍ୟ ଗବେଷକ ରାମଭକ୍ତ
Read More...

କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ବଲାଙ୍ଗିରଠାରେ କଳା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଆଜି ଏପ୍ରିଲ ୧ ତାରିଖରେ ବଲାଙ୍ଗିରଠାରେ କଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିରର ବିଭିନ୍ନ ସାମାଜିକ, ସାଂସ୍କୃତିକ ସଂଗଠନର
Read More...

ଉତ୍କଳ ଦିବସକୁ ଆଜି କଳା ଦିବସ ଭାବେ ପାଳନ କଲା ବଲାଙ୍ଗିର କୋଶଲ ମୁକ୍ତି ମୋର୍ଚ୍ଚା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ଦିବସକୁ ଆଜି କଳା ଦିବସ ଭାବେ ପାଳନ କରିଛି ବଲାଙ୍ଗିର କୋଶଲ ମୁକ୍ତି ମୋର୍ଚ୍ଚା । କୋଶଲ ସେନାର ସବୁ ସଂଗ୍ରାମୀ ଏଥିରେ ଉପସ୍ଥିତ ଥିଲେ । କୋଶଲ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ବିକାଶ ସା, କୋଶଲ ସେନା ସଭାପତି କସ୍ତୁବ ସାହୁ, ଅନିଲ ପ୍ରଧାନ, ଗୁଦଲୁ
Read More...

ଠିକାଦାରପଡ଼ାରେ ୨୪ ପ୍ରହରୀ ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଠିକାଦାରପଡା ଠାରେ ପବିତ୍ର ଶ୍ରୀରାମ ନବମୀ ଅବସରରେ ୨୪ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ବୁଧବାର ସନ୍ଧ୍ୟାରେ ପଡ଼ାର ଶତାଧିକ ମହିଳା ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନ ସହ ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ପ୍ରହରୀ
Read More...

ମହୀୟସୀ ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହୀୟସୀ ମହିଳା ବିଷ୍ଣୁପ୍ରିୟା ପୁରୋହିତ(୯୪)ଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ସଇଁତଲା କନ୍ଧକେଲଗାଁର ଆଦର୍ଶ ଶିକ୍ଷକ ସ୍ଵର୍ଗତ ନିରଞ୍ଜନ ପୁରୋହିତଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା
Read More...

ଖପ୍ରାଖୋଲ ଓଆଇସି ରମାକାନ୍ତ ସାହୁଙ୍କୁ ଡିଜିପି ଡିସ୍କ ପୁରସ୍କାର ପ୍ରଦାନ

ଖପ୍ରାଖୋଲ, (ଅଶୋକ ବାଗ) : ଉଲ୍ଲେଖନୀୟ ସେବା ଏବଂ କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ ସମ୍ପାଦନ ନିମନ୍ତେ ରାଜ୍ୟ ପୋଲିସ ପକ୍ଷରୁ ୨୦୨୨-୨୩ ବର୍ଷ ପାଇଁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଓଆଇସି ରମାକାନ୍ତ ସାହୁଙ୍କୁ ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା
Read More...