Browsing Tag

balangir news

କୂଅରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଁ ମୁଣ୍ଡ କୂଅରୁ ଜଣେ ନିଖୋଜ ଯୁବକଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଖଲିଆପାଲି ଗାଁରେ । ଗତ ରବିବାର ଦିନ ଗାଁର
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟବଲ୍‌

ରେଲୱେ ଏମ୍‌ଏସ୍‌, କୁଶମେଲ, ରେଙ୍ଗଟାସିଲ, ଚନ୍ଦ୍ରପୁର, ଘୁଚେପାଲି, ବଙ୍ଗୋମୁଣ୍ଡା, କୁତମୁଣ୍ଡା, ଦେଦର୍ହୋ, ଭାଟିପଡା, ତେନ୍ତୁଳିଖୁଣ୍ଟି ଓ ସୁଜିଆ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୦ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି
Read More...

ଚୁଡାପାଲିଠାରେ ପ୍ରଜା ଆନ୍ଦୋଳନର ୮୪ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଗ୍ରାମ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରଠାରେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଯୋଗେଶ୍ୱର କୁମୁରାଙ୍କ ନେତୃତ୍ୱରେ ଅବିଭକ୍ତ ବଲାଙ୍ଗିର ଜିଲ୍ଲାରେ ପ୍ରଜାଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର, ବେଠି ବେରୋଜଗାର,
Read More...

ଚୁଡ଼ାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଭବଃ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଭବଃ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଡ଼ା. ସୁମିତ ନାୟକ, ଡ଼ା. ଗିତାଜଂଳୀ ସାହୁ, ଡ଼ା. ତରୁଣ କୁମାର ଭୋଇଙ୍କ ସହ ଚୁଡ଼ାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ
Read More...

ବଲାଙ୍ଗିରରେ ବିଶାଳ ଆଦିବାସୀ ସାଂସ୍କୃତିକ ଶୋଭାଯାତ୍ରା : କଲ୍ୟାଣ ମଣ୍ଡପରେ ନୂଆଁଖାଇ ଜୁହାର ଭେଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବଲାଙ୍ଗିର ସହରରେ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ସଂଖ୍ୟାରେ ଆଦିବାସୀମାନେ ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଆଦିବାସୀମାନେ ପାରମ୍ପରିକ ବେଶଭୁଷା ସହିତ ନୃତ୍ୟ, ଗୀତ,
Read More...

ଜିଲ୍ଲା ପ୍ରଶାସନର ଆଗଲପୁର ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ସୂଚୀ ଅନୁସାରେ ଆଜି ଆଗଲପୁର ବ୍ଲକ ଅଫିସରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଲକ ଅଫିସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ଚଞ୍ଚଲ ରାଣା, ଆରକ୍ଷୀ ଅଧିକ୍ଷକ ଋଷିକେଶ
Read More...

ଅବୈଧ ଗୋରୁ ଚାଲାଣ ରୋକିଲା ବଜରଙ୍ଗ ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୋର୍ ପ୍ରାୟ ୪ଟା ସମୟରେ ଅବୈଧ ଗୋରୁ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବଲାଙ୍ଗିର ସଦର୍ ଥାନା ଅନ୍ତର୍ଗତ ମାଧିଆପାଲିଠାରେ ଏକ ମାକ୍ସ ପିକ୍‌ଅଫ୍ ଗାଡି( ଓଡି ୦୩ ଏ ୨୭୩୮)ରେ ପ୍ରାୟ, ୮-୯ ଟି
Read More...

ଉଦ୍‌ଘାଟିତ ହେଲା ଦୁଲ୍‌ଦୁଲି କଳା ପରିଷଦର ଲୋକକଳା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକକଳା ନିଜ ମାଟିର ଭାଷା, ଗୀତ, ନାଚ ସହ ପରମ୍ପରାକୁ ସମୃଦ୍ଧ କରିଥାଏ । ଲୋକକଳା ପ୍ରତି ସମ୍ମାନ ଓ ତାର ସଂରକ୍ଷଣ ପ୍ରତି ପ୍ରତ୍ୟେକ ଜନସାଧାରଣଙ୍କ ଦାୟିତ୍ୱ ରହିଛି । ପୁଣି ଲୋକ କଳାକାରଙ୍କୁ ଉଚିତ୍‌ ସହାବସ୍ଥାନର ସୁଯୋଗ ପ୍ରଦାନ କରିବା ସରକାର ତଥା
Read More...

ଟ୍ରାଫିକ୍‌ ନିୟମ ଉଲଂଘନ ଯୋଗୁଁ ୨୬ଟି ମୋଟର ସାଇକେଲ୍‌ ଉପରେ ୪୨ ହଜାର ଟଙ୍କା ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାଫିକ୍‌ ନିୟମ ଉଲଂଘନ କରନ୍ତୁ ନାହିିଁ । ହରଡ଼ ଘଣାରେ ପଡ଼ି ପାରନ୍ତି । ଟ୍ରାଫିକ୍‌ ନିୟମ ପ୍ରତି ବଲାଙ୍ଗିର ପୋଲିସର ଏବେ କଡ଼ା ନଜର୍‌ । ମୋଟର ସାଇକେଲ୍‌ରେ ତିନିଜଣ ବସିବା ଓ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବା ଯୋଗୁଁ ୨୬ଟି ମୋଟର
Read More...

ଆଶାକର୍ମୀ ଭତ୍ତା ବୃଦ୍ଧି, ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ଦାବୀରେ ସେପ୍ଟେମ୍ବର ୨୮ ତାରିଖରୁ ହେବ ଅନିର୍ଦ୍ଧିଷ୍ଟକାଳ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଓଡିଶା ଆଶାକର୍ମୀ ସଂଘର ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ଜିଲ୍ଲା କାର୍ଯ୍ୟାଳୟଠାରେ ସଭାପତି ତିର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜାତୀୟ ଶ୍ରମ ସମ୍ମିଳନୀରେ ନିଷ୍ପତ୍ତି ଅନୁଯାୟୀ ଆଶାକର୍ମୀଙ୍କୁ
Read More...