ଗଂଜେଇ ଚୋରାଚାଲାଣ ମାମଲାରେ ୬ ଜଣଙ୍କୁ ବାନ୍ଧିଲା ବଲାଙ୍ଗିର ଟାଉନ୍ ପୋଲିସ
ବଲାଙ୍ଗିର, (କେପିଏନ୍ଏସ୍) : ଗଂଜେଇ ଚୋରାଚାଲାଣ ମାମଲାରେ ଆଜି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବା ସହ କୋର୍ଟ ଚାଲାଣ କରିଛି ବଲାଙ୍ଗିର ଟାଉନ୍ ପୋଲିସ । ଅଭିଯୁକ୍ତମାନଙ୍କ ଠାରୁ ୧୫ କେଜି ଗଂଜେଇ ସହ ୩ଟି ମୋଟର ସାଇକେଲ୍, ୬ଟି ମୋବାଇଲ୍ ଓ ନଗଦ ୮ ହଜାର ୬୦୦ ଟଙ୍କା ଜବତ୍ ହୋଇଥିବା!-->…
Read More...
Read More...