Browsing Tag

balangir news

ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

୧୪ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ କଟକ ଏବଂ ଭୁବନେଶ୍ୱର ଚମ୍ପିୟାନ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ ଭୁବନେଶ୍ୱର ଏବଂ ମୟୁରଭଞ୍ଜ ଚମ୍ପିୟାନ ବଲାଙ୍ଗିର, (କେପିଏ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମା ସ୍ଥିତ ପିଆର ହାଇ ସ୍କୁଲ ଇଣ୍ଡୋର
Read More...

ଶାନ୍ତିପଡ଼ାରେ ଫୁଟିଲା ବ୍ରହ୍ମ କମଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ, ସ୍ୱର୍ଗରେ ଫୁଟେ ବ୍ରହ୍ମ କମଳ । ଭାଗ୍ୟରେ ଥିଲେ ମର୍ତ୍ତ୍ୟ ମଣ୍ଡଳରେ ବ୍ରହ୍ମ କମଳ ଦେଖିବାକୁ ମିଳେ । ଗତକାଲି ଶାନ୍ତିପଡ଼ାର ଶ୍ରୀମତୀ ଝୁନୁ ଉପାଧ୍ୟାୟଙ୍କ ଘର ଅଗଣାରେ ଏକ ବ୍ରହ୍ମ କମଳ ଫୁଟିଥିବା ଦେଖିବାକୁ ମିଳିଛି ।
Read More...

ଆସନ୍ତା ଅକ୍ଟୋବର ୮ ତାରିଖରେ ମୁକ୍ତିଲାଭ କରିବ ଶତୃ ଚଳଚ୍ଚିତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରଠାରୁ ପ୍ରଯୋଜିତ ଓ ନିର୍ଦ୍ଦେଶିତ ହୋଇଥିବା କୋଶଲି ଓ ଓଡିଆ ଭାଷାରେ ନିର୍ମିତ ହୋଇଥିବା ଶତୃ ଚଳଚ୍ଚିତ୍ର ଆସନ୍ତା ଅକ୍ଟୋବର ୮ ତାରିଖ ରୋଏଲ ଚଳଚ୍ଚିତ୍ର ହଲ୍‌ଠାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଉଦ୍ଦେଶ୍ୟରେ ଗତକାଲି ବଲାଙ୍ଗିର ଜିଲ୍ଲା
Read More...

ଖଲିଆପାଲି ଯୁବକ ହତ୍ୟା ଘଟଣା : ପୀଡିତ ପରିବାରକୁ ସହାୟତା ଦେଲେ ଓମ୍‌ପ୍ରକାଶ କୁମ୍ଭାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଳା ବ୍ଲକ ଖଲିଆପାଲିଠାରେ ନିର୍‌ୱେଲଙ୍କୁ ଶ୍ରୀକାନ୍ତ ନାଗ ନାମକ ଜଣେ ଦୁର୍ବୃତ୍ତ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲ । ଯୁବ ପୁଅକୁ ହରାଇ ନିର୍‌ୱେଲ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ଲକ୍ଷେ ଘର ଗଣ୍ଡା ସମାଜର ପଶ୍ଚିମ ଓଡିଶା ସଭାପତି
Read More...

ବଲାଙ୍ଗିରରେ ଧୁମ୍‌ଧାମ୍‌ରେ ପାଳନ ହେଲା ବିଶ୍ୱ ଫାର୍ମାସିଷ୍ଟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ମଧ୍ୟରେ ଅବସ୍ଥିତ ଭୀମଭୋଇ ମେଡିକାଲର ମାତୃ ଓ ଶିଶୁ ବିଭାଗରେ ଥିବା ସଭାକକ୍ଷରେ ବିଶ୍ୱ ଫାର୍ମସିଷ୍ଟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଭୀମଭୋଇ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ ଡା. ମାନସୀ ପଣ୍ଡା,
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଭଗବାନ ବାମନଙ୍କର ଜନ୍ମ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ଭଗବାନ ବାମନଙ୍କର ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବ୍ରାହ୍ମଣ ସମାଜର ପୂର୍ବତନ ସଭାପତି ପଣ୍ଡିତ ଗିରିଧାରୀ ଶତପଥିଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ କର୍ତ୍ତା ଭାବରେ
Read More...

ଖଲିଆପାଲି ଯୁବକ ହତ୍ୟା ଘଟଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଳା ବ୍ଲକ ଖଲିଆପାଲିଠାରେ ନିର୍‌ୱେଲଙ୍କୁ ଶ୍ରୀକାନ୍ତ ନାଗ ନାମକ ଜଣେ ଦୁର୍ବୃତ୍ତ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲା । ଉକ୍ତ ଘଟଣାରେ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖଛି । ତେବେ ଘଟଣା ହେବା ପରେ ଅଭିଯୁକ୍ତ ଶ୍ରୀକାନ୍ତ
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟବଲ ଚତୁର୍ଥ ଦିବସ

ଏବିଏଫ୍‌ଏ ଲୋଇସିଂହା, ସକମା, ଭାଲେର, କାଲସାଏପାଲି, ବରକାନି, ଚନ୍ଦ୍ରପୁର, ଘୁଷୁରାମୁଣ୍ଡା, ମୁରସିଂ, ସିହିନି, ଧଣ୍ଡାମୁଣ୍ଡା, କୁତମୁଣ୍ଡା, ଡିଏଫ୍‌ଏ ଓ ଢୁଲୁସର ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୨ ଗୋଟି ପଡିଆରେ ଫୁଟବଲ ଖେଳ
Read More...

ବରାହ ମାଂସ ଚାଲାଣକାରୀଙ୍କୁ ଗିରଫ୍‌ କଲା ଦେଓଗାଁ ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ରେଂଜ ଅନ୍ତର୍ଗତ ରତନ୍‌ପୁର ପାଖ ସିଂହାପାଲିରୁ ବରାହ ମାଂସ ଚାଲାଣ ହେଉଥିବା ନେଇ ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ପାଖକୁ ସୂଚନା ଆସିବା ପରେ ତାଙ୍କ ନିର୍ଦ୍ଦେଶରେ ଦେଓଗାଁ ରେଂଜ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଟେକାବୁଢ଼ା ରିଜର୍ଭ ଫରେଷ୍ଟରୁ
Read More...

ଅଖିଳ ଭାରତୀୟ ଅଘରିଆ ସମାଜ ଆଞ୍ଚଳିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର କୋଶଳ କଳାମଣ୍ଡଳ ପଡ଼ିଆଠାରୁ ଅଖିଳ ଭାରତୀୟ ଅଘରିଆ ସମାଜ ଆଞ୍ଚଳିକ କମିଟି ବଲାଙ୍ଗିର ଜିଲ୍ଲା ତରଫରୁ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ପଶ୍ଚିମ
Read More...