ବଲାଙ୍ଗିର ଜିଲ୍ଲା ପ୍ଲାନିଙ୍ଗ ବୋର୍ଡ କମିଟିର ସଦସ୍ୟ ରୂପେ ଚୟନ ହେଲେ ସମ୍ଭୁ ନାଗ ଓ ଶ୍ରୀମତୀ ସଞ୍ଜୁଲତା ଦନ୍ତା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପ୍ଲାନିଙ୍ଗ ବୋର୍ଡ କମିଟିର ସଦସ୍ୟ ରୂପେ ଚୟନ ହୋଇଛନ୍ତି ବଲାଙ୍ଗିର ପୌର ପରିଷଦର ବରିଷ୍ଠ କାଉନସିଲର ତଥା ନଗର ବିଜେଡି ସଭାପତି ସମ୍ଭୁ ନାଗ ଓ ୱାର୍ଡ ନମ୍ବର ୧୪ର ମହିଳା କାଉନସିଲର ଶ୍ରୀମତୀ ସଞ୍ଜୁଲତା ଦନ୍ତା । ଏହି ଅବସରରେ ବଲାଙ୍ଗିର!-->…
Read More...
Read More...