Browsing Tag

balangir news

ବଲାଙ୍ଗିର ଜିଲ୍ଲା ସିନିୟର ନକଆଉଟ ଫୁଟବଲ ସପ୍ତମ ଦିବସ

ଲୋଇସିଂହା, ଖଲିଆପାଲି, ବଲାଙ୍ଗିର ପୋଲିସ, ଜରାସିଂହା, ସିହିନି, ସିସିଏଫ୍‌ଏ, ଖୋଲାନ ଓ ଘୁଷୁରାମୁଣ୍ଡା ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୮ ଗୋଟି ପଡିଆରେ ଫୁଟ୍‌ବଲ୍‌ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ
Read More...

ଭୀମ ଭୋଇ ମେଡିକାଲ ହସ୍ପିଟାଲରେ ଏକ୍ସପାଏରୀ ମେଡିସିନ ଖାଇ ଜଣେ ରୋଗୀ ଅସୁସ୍ଥ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲରେ ଏକ୍ସପାଏରୀ ମେଡିସିନ । ଦେଓଗାଁ ବ୍ଲକ ଫଗମୁଣ୍ଡା ଗାଁର ମଙ୍ଗନ ରାଏ ପ୍ରବଳ କାଶ ହେବାରୁ ଗତ ୨୭ ତାରିଖରେ ଆଉଟ୍‌ଡୋର୍‌ରେ ଡାକ୍ତରଙ୍କୁ ଦେଖାଇ ମେଡିସିନ ନିରାମୟ କାଉଣ୍ଟରରୁ ଔଷଧ ଆଣି ଖାଇଥିଲେ । ଔଷଧ ଖାଇବା ପରେ ଦେହ ଆହୁରି
Read More...

ସରକାରୀ ଜାଗାରୁ ଜବର୍‌ ଦଖଲ୍‌ ହଟାଇବାକୁ ଗ୍ରାମବାସୀଙ୍କ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଜାମ୍‌ସର୍‌ ଗାଁର ଲୋକେ ଆଜି ପୁଇଁତଲା ଥାନାକୁ ଅଭିଯୋଗ ନେଇ ଆସିଥିବା ଦେଖିବାକୁ ମିଳିଛି । ସେମାନଙ୍କ କହିବା ଅନୁସାରେ ତାଙ୍କ ଗାଁରେ ଗୋଟିଏ ସରକାରୀ ଜାଗା ରହିଥିବା ବେଳେ ସେଠାରେ କ୍ଲବ ଘର ତିଆରି ପାଇଁ ଗାଁର
Read More...

ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ “ଷ୍ଟାର୍ଟ ଅପ୍ ଓଡିଶା ଯାତ୍ରା ଏବଂ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ୍…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏମ୍‌ଏସ୍‌ଏମ୍‌ଇ ଡିପାର୍ଟମେଣ୍ଟ ଅଧୀନରେ ଷ୍ଟାର୍ଟଅପ୍ ଓଡିଶା ରହିଛି । ରାଜ୍ୟରେ ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ଇକୋସିଷ୍ଟମ୍ ନିର୍ମାଣ ପାଇଁ ନୋଡାଲ୍ ଏଜେନ୍ସି ଭାବରେ ଓଡିଶାର ଷ୍ଟାର୍ଟଅପ୍ ପଲିସି -୨୦୧୬ ସହିତ ୨୦୧୬ ରେ ଷ୍ଟାର୍ଟଅପ୍ ଓଡିଶା ଆରମ୍ଭ ହୋଇଥିଲା ।
Read More...

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସାରା ରାତି ଆନ୍ଦୋଳନରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସାରା ରାତି ଆନ୍ଦୋଳନରେ ବସିଥିବା ସୂଚନା ମିଳିଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ବର୍ଦ୍ଧିତ ହଷ୍ଟେଲ୍‌ ଫି’କୁ ନେଇ ଛାତ୍ର ଅସନ୍ତୋଷ ଦେଖା ଦେଇଛି । ବର୍ଦ୍ଧିତ ଫି’ ପ୍ରତ୍ୟାହାର ତଥା
Read More...

ପାଟଣା ପ୍ରଜାମେଳିର ୮୪ବର୍ଷ ପୂର୍ତ୍ତି ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୁଡାପାଲି ହାଇସ୍କୁଲ ପଡିଆରେ ପାଟଣା ପ୍ରଜାମେଳି ଆନ୍ଦୋଳନର ୮୪ ବର୍ଷ ପୂର୍ତ୍ତି ଉତ୍ସବ ଆଜି ପାଳନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ପକ୍ଷରୁ ସଭାପତି ଲୋକନାଥ କୁମୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଷଷ୍ଠ ଦିବସ

କୁଶଙ୍ଗ, ବିଲେଇସର୍ଡା, ବ୍ଲୁ ମାଉଣ୍ଟେନ, ସାଇଟ, ଫ୍ରେଣ୍ଡସ୍‌ କ୍ଲବ, ଗୁଡିଘାଟ, ମହିପୁର, ଗୁଲମି, ନାରେନ, ଲୁହାସିଂହା ଓ ଆରକେ ଷ୍ଟିଲ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୧ ଗୋଟି ପଡିଆରେ ଫୁଟ୍‌ବଲ୍‌ ଖେଳ ଅନୁଷ୍ଠିତ ହୋଇଯାଇଛି ।
Read More...

ବଲାଙ୍ଗିର ଚାନ୍ଦ ମନ୍ଦିରରେ ଅନ୍ତମୁଖି ଭାଗବତ ପାରାୟଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାଗବତ ଜନ୍ମ ଉପଲକ୍ଷେ ଟିକ୍ରାପଡା ଚାନ୍ଦ ମନ୍ଦିରରେ ଅନ୍ତମୁଖି ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୧ ଜଣ ନିମନ୍ତ୍ରିତ ପଣ୍ଡିତଙ୍କ ଦ୍ୱାରା ଶ୍ରୀମଦ୍‌ ଭାଗବତ ମହାପୁରାଣ ପଠନ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥ ମନ୍ଦିର
Read More...

ମୃତ ବାପାଙ୍କ ଏକାଉଣ୍ଟରୁ ୭ ଲକ୍ଷ ଟଙ୍କା ହଡ଼ପ୍‌ କରିଦେଲେ ଜଣେ ଶିକ୍ଷକ : ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୃତ ବାପାଙ୍କ ଏକାଉଣ୍ଟରୁ ୭ ଲକ୍ଷ ଟଙ୍କା ହଡ଼ପ୍‌ କରିଦେଲେ ଜଣେ ଶିକ୍ଷକ । ଏବେ ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୁଅ । ଏଭଳି ଏକ ଘଟଣା ଆଜି ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବେଲପଦର ଗାଁର ଗଜରାଜ
Read More...

କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଘଟଣାରେ ମୋ’ ସ୍ୱାମୀଙ୍କ ଡାହାଣ ପଟ ହାତ ଓ ଗୋଡ଼ ଭାଂଗିଯାଇଛି । ଏବେ ସେ ଗୁରୁତର ଅବସ୍ଥାରେ ଅଛନ୍ତି । ଯିଏ ମୋ’ ସ୍ୱାମୀର ଅବସ୍ଥା ଏମିତି କରିଛି, ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜଣେ ମହିଳା ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ଲିଖିତ
Read More...