Browsing Tag

balangir news

ବଲାଙ୍ଗିର କୁବେର ସମାଜ ତରଫରୁ ନୂଆଁଖାଇ ଜୁହାର ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୁବେର ସମାଜ ତରଫରୁ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ପାଖ ଲକି ମେରେଜ ମଣ୍ଡପଠାରେ ନୂଆଁଖାଇ ଜୁହାର ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସାଈ ସଭାପତି ପ୍ରଦୀପ ସାହୁ ଭାଗବତ ପୂଜନ କରି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ
Read More...

ବଲାଙ୍ଗିର ସହରର ପ୍ରତ୍ୟେକ ୱାର୍ଡରେ ପାଳିତ ହେଲା ସଫେଇ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକ୍ଟୋବର ୧ ତାରିଖ ଦିନ ସାରା ଦେଶରେ ଏକ ଘଣ୍ଟା ପୂର୍ବାହ୍ନ ୧୦ ଟାରୁ ୧୧ ଟା ଯାଏଁ ସଫେଇ ଅଭିଯାନ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଦେଇଥିଲେ । ଦେଶବ୍ୟାପୀ ସମସ୍ତ ଜନ ସାଧାରଣ ନିଜ ଆଖପାଖରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସଫା
Read More...

ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ଧରିଲା ଏସ୍‌ଟିଏଫ୍‌ ଟିମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଜ୍ରକାପ୍ତାର ଚୋରା ଚାଲାଣ ବେଳେ ଏସ୍‌ଟିଏଫ୍‌ ଟିମ୍‌ ଦ୍ୱାରା ଧରାପଡ଼ିଛନ୍ତି ଜଣେ ଅଭିଯୁକ୍ତ । ଅଭିଯୁକ୍ତଙ୍କ ଠାରୁ ବଜ୍ରକାପ୍ତା ମଧ୍ୟ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ତେବେ ସୂଚନା ଅନୁସାରେ ଦେଓଗାଁ ଆଖପାଖ ଅଂଚଳରୁ ବଜ୍ରକାପ୍ତାର ଚୋରା ଚାଲାଣକାରୀଙ୍କୁ
Read More...

ବଲାଙ୍ଗିର ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ଦ୍ବିତୀୟ ବାର୍ଷିକ ଉତ୍ସବ ତଥା ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡା.ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡଃ.ହଳଧର ନାଗ
Read More...

ସ୍ୱଚ୍ଛତା ହିଁ ସେବା : ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗରର “ସ୍ୱଚ୍ଛ ଭାରତ” କାର୍ଯ୍ୟକ୍ରମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀନଗର ତରଫରୁ "ସ୍ୱଚ୍ଛତା ହିଁ ସେବା" ଯାହା କେନ୍ଦ୍ର ସରକାର ସ୍ୱଚ୍ଛତା ପଖ୍‌ୱାଡା ନାମରେ ନାମିତ କରିଛନ୍ତି । ଏହି ବଳିଷ୍ଠ ସ୍ୱଚ୍ଛତା ଅଭିଯାନକୁ ଆଜି ପ୍ରାରମ୍ଭ କରିବା ପାଇଁ ଦେଶର
Read More...

କନ୍ଧପାଲି ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କନ୍ଧପାଲିପଡ଼ାଠାରେ ମ୍ୟୁନିସିପାଲିଟି ଓ ନାରୀଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ସ୍ୱଚ୍ଛତା ରାଲି କରି ସମସ୍ତଙ୍କୁ ସ୍ୱଚ୍ଛ ଭାରତର ବାର୍ତ୍ତା ଦେବା ସହ ପଡ଼ା ଓ ସ୍କୁଲର ସବୁ ସ୍ଥାନ ସଫା ସୁତୁରା କରିଥିଲେ । ଏଥିରେ ଉକ୍ତ
Read More...

ରୋଟାରୀ ଏଲିଟ୍‌ ପକ୍ଷରୁ ନେସନ ବିଲ୍ଡିଂ ଆୱାର୍ଡ ୨୦୨୩ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୋଟାରୀ କ୍ଳବ୍ ଅଫ୍ ଏଲିଟ୍ ପକ୍ଷରୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ପତିତପାବନ ଏକାଡେମୀଠାରେ ନେସନ ବିଲ୍ଡିଂ ଆୱାର୍ଡ ୨୦୨୩ ପ୍ରଦାନ କରାଯାଇଥିଲା । କ୍ଳବ୍ ସଭାପତି ରୋଟାରୀଆନ ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ
Read More...

ସିଆଲ୍‌ବାହାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସିଆଲ୍‌ବାହାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୩୭ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ପ୍ରଧାନ ଶିକ୍ଷକ ସଂଜୟ କୁମାର ଶତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ମେଳାରେ
Read More...

ଗେଟ ସରୋବରପଡ଼ାରେ ଦୁଇଦିନ ଧରି ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥାନୀୟ ଗେଟ୍‌ ସରୋବରପଡ଼ା ୱାଡ.ନଂ ୧୦ର ଡ. ବି.ଆର ଆମ୍ବେଦକର କ୍ଲବ ତରଫରୁ ଦୁଇଦିନ ସହାସମାରୋହରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା
Read More...

ଶିଶୁ ବିକାଶ କେନ୍ଦ୍ରର କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବିକାଶ କେନ୍ଦ୍ର ତରଫରୁ ଏକ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସଭାପତି ମଦନ ମୋହନ ରଥଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଡା. ଅଶୋକ କୁମାର ସେଠୀ ଶିଶୁମାନଙ୍କର
Read More...