Browsing Tag

balangir news

ବଲାଙ୍ଗିର କୁଲତା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପେଲେସଲାଇନ ସ୍ଥିତ ମୀନା ଟେଣ୍ଟ ହାଉସ ପ୍ରାଙ୍ଗଣରେ ବଲାଙ୍ଗିର କୁଲତା ସମାଜର ନୂଆଖାଇ ଭେଟ୍‌ଘାଟ୍‌ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମା’ ରଣେଶ୍ୱର ରାମଚଣ୍ଡିଙ୍କ ପୂଜାର୍ଚ୍ଚନା କରାଯାଇଥିଲା । କୁଲତା ସମାଜର ସଭାପତି ରବିନ୍ଦ୍ର
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକଆଉଟ ଫୁଟବଲ ଉଦ୍‌ଘାଟିତ

ସାଇଟ, ଢୁଲୁସର, ଖପ୍ରାଖୋଲ, ବିଛୁବାହାଲି ଓ ଜରାସିଂହା ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୫ ଗୋଟି ପଡିଆରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ସାଇଟ୍‌ ଦଳ ୭-୦ ଗୋଲରେ
Read More...

ମହମ୍ମଦ ଜୟନ୍ତୀ ପାଳନ ନିମନ୍ତେ ଅନୁଷ୍ଠିତ ହେଲା କ୍ୱିଜ୍‌ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମୁସଲିମ ସମ୍ପ୍ରଦାୟର ଲୋକମାନେ ଆସନ୍ତା ୨୮ ତାରିଖରେ ଧର୍ମଗୁରୁ ମହମ୍ମଦ ଜୟନ୍ତୀ ଅତି ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଅବସରରେ ଏକ କ୍ୟୁଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ୨୮ ତାରିଖ ଧର୍ମ ଗୁରୁ
Read More...

ଆନ୍ଦୋଳନ ଭୟଙ୍କର ହେବ : ପଶ୍ଚିମ ଓଡିଶା ଶିକ୍ଷକ ଫୋରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩ ଦଫା ଦାବୀ ନେଇ ପ୍ରାଥମିକ ଶିକ୍ଷକମାନେ AUPTFର ଆହ୍ୱାନରେ ସମୂହ ଛୁଟି ନେଇ ଆନ୍ଦୋଳନ ଚଲାଇ ଥିଲେ, କିନ୍ତୁ କେତେକ ସ୍ୱାର୍ଥନ୍ଵେସୀ ଶିକ୍ଷକ ନେତୃତ୍ୱମାନଙ୍କ ଦ୍ୱାରା ଯେଉଁ ଭଳି ଭାବେ ଅଗଣତାନ୍ତ୍ରିକ ଶୈଳୀରେ ଆନ୍ଦୋଳନକୁ ଭଣ୍ଡୁର କରାଗଲା, ଏହାକୁ ପଶ୍ଚିମ
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକଆଉଟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ୧୨୦ ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ତା.୨୪.୦୯.୨୦୨୩ ରବିବାରଠାରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିରେ ୧୨୦ଟି ଦଳ ଅଂଶ ଗ୍ରହଣ କରିବେ । ୨୪ ତାରିଖ ରବିବାର ପଲ୍ଲିଶ୍ରୀ ଷ୍ଟାଡିୟମ ସାଇଟ ସଦାଇପାଲିଠାରେ ସାଇଟ ସ୍ପୋର୍ଟ ସୋସାଇଟି ସଦାଇପାଲି
Read More...

ସଦାଇପାଲି ନବଜ୍ୟୋତି କ୍ଲବରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବଜ୍ୟୋତି କ୍ଲବଠାରେ ବାସୁଦେବ ମୁଗ୍ରୀଙ୍କ ସଭାପତିତ୍ୱରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଥିଲା । ମଂଚରେ ସୁନାଧର ମୁଗ୍ରୀ, ମଗଶିର ମୁଗ୍ରୀ, କୃଷ୍ଣଚନ୍ଦ୍ର ରାଏ ଓ ଅର୍ଜୁନ ମୁଗ୍ରୀ ମଂଚାସୀନ ଥିଲେ । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ କୁନି କୁନି
Read More...

ବାରପୁଡୁଗିଆଠାରେ ନବ ନିଯୁକ୍ତ ସୈନିକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମରେ ଆୟୋଜିତ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ପରମ୍ପରା ଅନୁଯାୟୀ ଜୁହାର ଭେଟ୍‌ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ସୈନିକ ସୁରଜ ନାଏକ,
Read More...

ଟିକ୍ରାପଡା ପୂଜା ମଣ୍ଡପ ପକ୍ଷରୁ ଦୁର୍ଗାପୂଜାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ପୁରାତନ ଅନୁଷ୍ଠାନ ଟିକ୍ରାପଡା ପୂଜାମଣ୍ଡପ (ଗାନ୍ଧି ପାଠାଗାର)ରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୁଜା ଆୟୋଜନ ନିମନ୍ତେ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବିସ୍ଥାପିତ କଲୋନୀରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଲୋଇସିଂହା ବ୍ଲକ କୁସମେଲଠାରେ ଲୋୟର ସୁକତେଲ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ସହ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନତେଲେନପାଲି, ପୋଡ଼ମୁଡ଼, ବନଛୋରପାଲି ଏବଂ
Read More...

ଜେଏସ୍‌ଏମ୍ କମର୍ସ ଆଣ୍ଡ ଆର୍ଟସ୍ କଲେଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍ ପାଳିତ

ବଲାଙ୍ଗିର, (କେପଏନ୍‌ଏସ୍‌) : ଆଜି ବଲାଙ୍ଗିର ଜେଏସ୍‌ଏମ୍ କମର୍ସ ଆଣ୍ଡ ଆର୍ଟସ୍ କଲେଜ ପକ୍ଷରୁ କଲେଜ ପରିସରରେ ନୂଆଁଖାଇ ଭେଟ୍‌ଘାଟ୍ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜର ନିର୍ଦ୍ଦେଶକ ସି.ଏ ଶ୍ରୀକାନ୍ତ ଶର୍ମାଙ୍କ ଆବବାହକତ୍ୱରେ
Read More...