Browsing Tag

balangir news

ଜାମଗାଁ ହାଇସ୍କୁଲର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସଭାପତି ପ୍ରଫୁଲ୍ଲ କୁମାର ସାହୁ, ମୁଖ୍ୟ ଅତିଥି ଲୋକନାଥ ସୁନା ବି.ଇ.ଓ ପୁଇଁନ୍ତଲା, ମୁଖ୍ୟବକ୍ତା…
Read More...

ମୁଥୁଟ୍‌ ଫାଇନାନ୍ସର ୯୧ତମ ଶାଖା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩୧ ଜାନୁାୟାରୀ ୨୦୨୪ରେ ମୁଥୁଟ୍‌ ଫାଇନାନ୍ସ ଓଡ଼ିଶାରେ ୯୧ତମ ଶାଖା ଏବଂ ବଲାଙ୍ଗିର ସହରର ଦ୍ୱିତୀୟ ଶାଖା ଗାନ୍ଧୀନଗରପଡ଼ା ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଏବଂ ସୁଭାଷ ଚନ୍ଦ୍ର…
Read More...

କୁଟାସିଂହା ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ଦୟାନିଧି ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ. ମୁକେଶ ମହାଳିଙ୍ଗ ଓ ସମ୍ମାନିତ…
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀ ଡା. ଶୋଭାରାଣୀ ନାୟକ ଅବସର ଗ୍ରହଣ କରିଛନ୍ତି । ତାଙ୍କର ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଡା. ଅଶୋକ କୁମାର ସେଠୀ ସଭାପତିତ୍ୱ କରିଥିଲେ । ଡା. ଲକ୍ଷ୍ମୀପ୍ରିୟା ସେଠୀ, ଡା. ସିବାଶିଷ ତ୍ରିପାଠୀ,…
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ଉପଲକ୍ଷେ ବଲାଙ୍ଗିର ଗାନ୍ଧୀ ପାଠାଗାର ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ସଂଘର ସଭ୍ୟମାନଙ୍କ ଉପସ୍ଥିତିରେ ପ୍ରଦୀପ…
Read More...

ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଦିନ ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷା ରଶ୍ମି ସାହୁ ଅଧ୍ୟକ୍ଷତା କରିଥଲେ ।…
Read More...

ସ୍ୱର୍ଗତ ଲକ୍ଷ୍ମୀନାରାୟଣ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରେନ୍‌ବୋ ମେରେଜ୍‌ ପେଲେସ୍‌ଠାରେ ଗତକାଲି ସ୍ୱର୍ଗତ ଲକ୍ଷ୍ମୀନାରାୟଣ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରାଦ୍ଧ ବାର୍ଷିକୀରେ ବଲାଙ୍ଗିର ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ତାଙ୍କ…
Read More...

ତହଁକ୍ କୁଟୁମ୍‌କୁ ଶ୍ରେଷ୍ଠ ଆୟୋଜକ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର କୋଶଲି ଭାଷାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତହଁକ୍ ସାହିତ୍ୟ କୁଟୁମ୍‌କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ଆୟୋଜକ ସମ୍ମାନରେ ସମ୍ମାନିତ କରାଯାଇଛି । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିରାଡିଆଠାରେ ବିଶିଷ୍ଟ କବି, ସଂଗଠକ ପଣ୍ଡିତ ମନୋରଞ୍ଜନ…
Read More...

ନଗର ଉନ୍ନୟନ ଗୃହ କମିଟି ବୈଠକରେ ନିର୍ଦ୍ଦେଶ ଦେଲେ ଅଧ୍ୟକ୍ଷ ନରସିଂହ

ମହାରାଣୀ ସାଗର, ଇନ୍ଦିରାନଗର ଓ ଲକ୍ଷ୍ମୀଯୋର କଡରେ ରହୁଥିବା ଲୋକଙ୍କୁ ଜମିପଟ୍ଟା ପ୍ରଦାନର ହେବ ବ୍ୟବସ୍ଥା : ନରସିଂହଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ସହମତି, ଜମି ଜବରଦଖଲକାରୀ ପାଇବେ ଜମି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ବିଧାନସଭା ପରିସର ସଭାଗୃହ ନଗର ଉନ୍ନୟନ ବିଭାଗ ଗୃହ…
Read More...

ଅନୁସୂଚିତ ବର୍ଗ ସମ୍ମିଳନୀରେ ଯୋଗ ଦେଲେ ସମରେନ୍ଦ୍ର

ଅନୁସୂଚିତ ବର୍ଗର ସାମଗ୍ରିକ ବିକାଶ ପାଇଁ ଆମକୁ ଏକତାବଦ୍ଧ ହେବାକୁ ପଡିବ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁସୂଚିତ ବର୍ଗ ସମ୍ମିଳନୀରେ ଯୋଗ ଦେଲେ ସମରେନ୍ଦ୍ର । ଏହି ଅବସରରେ ସେ କହିଛନ୍ତି ଯେ, ଦେଶରେ ଏକ ସନ୍ତୁଳିତ ବିକାଶ କରିବା ପାଇଁ କଂଗ୍ରେସ ସବୁବେଳେ ଚେଷ୍ଟା…
Read More...