Browsing Tag

balangir news

ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଦୁଲୁକିଲା ବାନ୍ଧନଘୋର ଗାଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଦୁଲୁକିଲା ବାନ୍ଧନଘୋର ଗାଁ । ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ସଭାପତି ଓ ବର୍ତମାନ ବଲାଙ୍ଗିର ଜିଲ୍ଲା ସମିତି ସଭ୍ୟ ସଭାପତି ଗୋଲାପ ବାଗ, ବଲାଙ୍ଗିର ବ୍ଲକ ସଭାପତି ସରିତା ବାଗ ଓ ସମ୍ମାନିତ ଅତିଥି ଭାବେ ସୂର୍ଯ୍ୟ
Read More...

ବଲାଙ୍ଗିର ମାଟିର ମହକ ଡା. ଅନନ୍ୟା ଉଦ୍‌ଗାତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ମହକ ଡା. ଅନନ୍ୟା ଉଦ୍‌ଗାତା । ପେସାରେ ସେ ଜଣେ ଡାକ୍ତର, ଅଥଚ ନିଶା ତାଙ୍କ ଗୀତ ଗାଇବାରେ । ଖୁବ୍‌ ସୁନ୍ଦର ଗୀତ ଗାଆନ୍ତି, ଶ୍ରୋତାଙ୍କୁ ବିମୁଗ୍ଧ କରିଦେବା ଭଳି ଚମତ୍‌କାର ପ୍ରତିଭାର ଅଧିକାରିଣୀ ଅନନ୍ୟା । ବଲାଙ୍ଗିର ସହରର ତୁଳସୀନଗରରେ
Read More...

ମିଳିଲାନି ଶବ ବୋହା ଗାଡି : ବାଇକରେ ବୋହା ହେଲା ଶବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ଯୋଜନାମାନେ ଗ୍ରାଉଣ୍ଡ ଜିରୋରେ ଫେଲ୍‌ ମାରୁଥିବା ଦେଖିବାକୁ ମିଳୁଛି । ମୃତ ରୋଗୀମାନଙ୍କ ପାଇଁ ଶବ ବୋହା ଗାଡିର ବ୍ୟବସ୍ଥା ଥିବା ସତ୍ୱେ ଆଜି ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ବନ୍ଧୁ ପରିଜନ ଡାକ୍ତରଖାନା କର୍ମଚାରୀଙ୍କୁ ବାରମ୍ବାର ଗୁହାରି କରିବା
Read More...

ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଡାକ୍ତର ସମରେନ୍ଦ୍ର ମହାପାତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ଡାକ୍ତର ସମରେନ୍ଦ୍ର ମହାପାତ୍ର ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । କଟକ ସ୍ଥିତ ସାରଳା ଭବନଠାରେ ଶ୍ରୀଅରବିନ୍ଦ ମେଡିକାଲ
Read More...

ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କଲେ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାନ୍‌ ଗଣପର୍ବ ନୂଆଁଖାଇ ଅବସରରେ ଆଜି ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କେବଳ ନିଜ ପରିବାର ପାଇଁ ନୁହେଁ
Read More...

ପ୍ରଥମ ଆର୍ନ୍ତଜାତିକ କାର୍ଟୁନ୍‌ ପ୍ରତିଯୋଗିତା-ୟେମେନ ୨୦୨୩ରେ ଅଶ୍ୱିନୀ ରଥ ବିଚାରକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟେମେନ୍‌ ସ୍ଥିତ ‘ଦ ମିଡିଆ ମେକର୍‌ସ୍‌ ଟିମ୍‌’ ର ଆବାହକତ୍ୱରେ ସଂପ୍ରତି ଅନୁଷ୍ଠିତ ‘ପ୍ରଥମ ଆର୍ନ୍ତଜାତିକ କାର୍ଟୁନ୍‌ ପ୍ରତିଯୋଗିତା-ୟେମେନ୍‌ ୨୦୨୩’ରେ ଓଡିଶାର ଲବ୍ଧ ପ୍ରତିଷ୍ଠ କାର୍ଟୁନିଷ୍ଟ ଅଶ୍ୱିନୀ ରଥ ବିଚାରକ ମଣ୍ଡଳୀର ଜଣେ ସମ୍ମାନନୀୟ ସଦସ୍ୟ ଭାବରେ
Read More...

ଝଲପ ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଝଲପ ଗ୍ରାମରେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ସବୁ ବର୍ଷ ଭଳି ଏକାଠି ମିଶି ନୂଆ ଖାଇଛନ୍ତି । ଏହି ଅବସରରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁଧୀର
Read More...

ସାହୁ ପରିବାର ପକ୍ଷରୁ ସମୂହ ନୂଆଁଖାଇ – ୨୦୨୩ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ମହିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମରେ ସାହୁ ପରିବାର ପକ୍ଷରୁ ସମୂହ ନବାନ୍ନ ଭକ୍ଷଣ ତଥା ନୂଆଁଖାଇ ପାଳିତ ହୋଇଯାଇଛି । ପରିବାରର ମୋଟ୍‌ ୭୦ ଜଣ ସଦସ୍ୟ ସଦସ୍ୟା ଏକା ସାଙ୍ଗରେ ନୂଆଁ ଖାଇବା ସହ ପରସ୍ପରକୁ ଜୁହାର ଭେଟ ହୋଇଥିଲେ ।
Read More...

ପୂର୍ବତନ କାଉନ୍‌ସିଲରଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ାର ପୂର୍ବତନ କାଉନ୍‌ସିଲର୍‌ କୁଳମଣି ସାହୁଙ୍କ ମା’ ଅମୃତ ସାହୁ(୭୭)ଙ୍କ ଆଜି ଦେହାନ୍ତ ଘଟିଛି । ସେ ବୃଦ୍ଧାବସ୍ଥା ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତେବେ ତାଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପୁତ୍ର କୁଳମଣିଙ୍କ
Read More...

ମହାବୀର ହାଇୟର ସେକେଣ୍ଡାରୀ ସ୍କୁଲରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାବୀର ହାଇୟର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ୨ ପ୍ରଥମ ବର୍ଷର କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଲେଜର ପ୍ରତିଷ୍ଠାତା ତଥା ଚେୟାରମେନ୍‌ ଜପବନ୍ଧୁ କମ୍ପ ମୁଖ୍ୟ ଅତିଥି ଭାବେ
Read More...