Browsing Tag

balangir news

ଏଟିଏମ୍‌ କାନଉଣ୍ଟରର କାଚ ଭାଙ୍ଗିଦେଲେ ଦୁର୍ବୃତ୍ତ !

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍ପିଟାଲ୍‌ ସ୍ଥିତ ଏସ୍‌ବିଆଇ ଏଟିଏମ୍‌ କାନଉଣ୍ଟରର କାଚ ଗତ ସପ୍ତାହେ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । କାଚ ଭାଙ୍ଗିଥିବା ବେଳେ ଏପର୍ୟ୍ୟନ୍ତ ତାହା ମରାମତି ହୋଇନାହିିଁ । ଏପରିକି ହସ୍ପିଟାଲ କର୍ତ୍ତୃପକ୍ଷ ନାଁ ବ୍ୟାଙ୍କ
Read More...

ପଶ୍ଚିମ ଓଡିଶାରେ ଓଡିଆ ଫିଲ୍ମକୁ ବିରୋଧ କଲା କୋଶଲ ରାଏଜ୍‌ ମୁକ୍ତି ମୋର୍ଚ୍ଚା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତେଜିଲା ଓଲିଉଡ କଳି, ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା । କଳାକାର ମନୋଜ ମିଶ୍ରଙ୍କ ବାସନ୍ଦକୁ ବିରୋଧ କରିଛି କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଆଲିସାନ୍ ସିନେମା ହଲରେ ଓଡ଼ିଆ ସିନେମା ରିଲିଜ୍ କରାଇ ନଦେବାକୁ ମୋର୍ଚ୍ଚା
Read More...

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଖବର ଲିଖନ ପ୍ରଶିକ୍ଷଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱହିନ୍ଦୁ ପରିଷଦ (ପଶ୍ଚିମ)ର ବଲାଙ୍ଗିର ଶାଖାର ପ୍ରଚାର ବିଭାଗ ପକ୍ଷରୁ ଖବର ଲିଖନ ପ୍ରଶିକ୍ଷଣ କର୍ମଶାଲା ହୋଇଯାଇଛି । ଏହି କର୍ମଶାଲାରେ ଯୁକ୍ତଦୁଇ, ତିନି ଓ ଅନ୍ୟମାନଙ୍କ ସହ ସମୁଦାୟ ୧୫ଜଣ ସହଭାଗୀ ଅଂଶଗ୍ରହଣ କରିଥିଲେ । କର୍ମଶାଳାରେ ପ୍ରଶିକ୍ଷକ ଭାବେ
Read More...

ବଲାଙ୍ଗିର ସଂସ୍କୃତ ପରିଷଦର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଂସ୍କୃତିକ ପରିଷଦର ବୈଠକ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ହୋଇଯାଇଛି । ସଭାପତି ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଷାଧ୍ୟକ୍ଷ ରାଜକିଶୋର ପଣ୍ଡା, ଭାରତୀୟ ସଂସ୍କୃତିକୁ ଭିତ୍ତିକରି 'କନ୍ୟା ରତ୍ନ’ର ମହତ୍ତ୍ୱ ବୁଝାଇଥିଲେ ।
Read More...

ଚନ୍ଦନଭାଟି ଗାଁରେ ରାବଣ ଦରବାର ସହ ରାବଣ ପୋଡ଼ି ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ରାବଣ ଦରବାର ସହ ରାବଣ ପୋଡ଼ି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଚନ୍ଦନଭାଟି ଗ୍ରାମ
Read More...

ଭୁତିଆରବାହାଲରେ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ କଲେ ନରସିଂହ

ଅଂଚଳର ପିଇବା ପାଣି ସହ ଗମନାଗମନ ଓ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସମସ୍ତ ସମସ୍ୟା ସମାଧାନ କରାଯିବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁତିଆରବାହାଲ ଅଂଚଳ ୧୦ ବର୍ଷ ପୂର୍ବରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଜଳସେଚନ କ୍ଷେତ୍ରରେ ବହୁ ପଛରେ ଥିଲା । ପାନୀୟ ଜଳ ପାଇବା
Read More...

ସଂସ୍କୃତ ପରିଷଦର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂପାଦକ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ସଂସ୍କୃତ ପରିଷଦ ବଲାଙ୍ଗିରର ବୈଠକ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ନୀଳମଣି ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଗତ ଅଧିବେଶନର ବିବରଣୀ
Read More...

ରାଜ୍ୟସ୍ତରୀୟ ଖୋଖୋ ପ୍ରତିଯୋଗିତା : ବଲାଙ୍ଗିର ପାଇଲା ରୌପ୍ୟ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠସ୍ତରୀୟ ଖୋଖୋ କ୍ରୀଡା ପ୍ରତିଯୋଗିତା ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ୧୯ ଅକ୍ଟୋବରରୁ ୨୨ ଅକ୍ଟୋବର ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବଲାଙ୍ଗିରର ଉପକନିଷ୍ଠ ବାଳିକା ଦଳ ରୌପ୍ୟ ପଦକ ବିଜୟ କରି ଜିଲ୍ଲାର
Read More...

ଇଣ୍ଡିଆନ ଆଇଡଲ ଗୋଲ୍‌ଡେନ୍‌ ଟିକେଟ ବିଜେତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ସ୍ତରର ସଙ୍ଗୀତ ପ୍ରତିଯୋଗିତା ଇଣ୍ଡିଆନ ଆଇଡଲରେ ଗୋଲ୍ଡେନ ଟିକେଟ୍‌ ବିଜେତା ଅଜୟ ଅମର ସିଂହଦେଓଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଜୟ ଅମର ସିଂହଦେଓଙ୍କୁ ପୁଷ୍ପଗୁଛ ତଥା ଉତ୍ତରୀୟ ଦେଇ ଜିଲ୍ଲାପାଳ ଚଞ୍ଚଲ ରାଣା ନିଜ
Read More...

ବଲାଙ୍ଗିର ପୌର ପରିଷଦ ସହ ବଲାଙ୍ଗିର ଦିନ୍‌ ଆୟୋଜକ କମିଟି ସଦସ୍ୟଙ୍କ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ନଭେମ୍ବର ୧ରେ ପାଳିତ ହେବ ବଲାଙ୍ଗିିର ଦିନ୍‌ । ଏଥିପାଇଁ ସମସ୍ତ ଦିଗରୁ ଜୋର୍‌ସୋର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି ବଲାଙ୍ଗିର ପୌର ପରିଷଦ ସହ ବଲାଙ୍ଗିର ଦିନ୍‌ ଆୟୋଜକ କମିଟିର ସଦସ୍ୟମାନଙ୍କ ପୌର ପରିଷଦ ସଭାଗୃହରେ ଏକ ବୈଠକର
Read More...