Browsing Tag

balangir news

ରେଳଧାରଣରୁ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିଟିଲାଗଡ଼ ରେଳଲାଇନର ବଡ଼ମାଲ ଷ୍ଟେସନରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । କୌଣସି ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅନୁମାନ କରିଥିଲେ । ଖବର ପାଇ ବଲାଙ୍ଗିର ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ
Read More...

ଦୁଇ ଜଣ କୁଚିଆ ମଦ ବେପାରୀଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ଅବକାରୀ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ୍‌ ଟିମ୍‌ ସହ ଲୋଇସିଂହା ଅବକାରୀ ବିଭାଗର କର୍ମଚାରୀ ମାନେ ମିଳିତ ଭାବେ ଚଢ଼ାଉ କରି ୨ ଜଣ କୁଚିଆ ଦେଶୀ ମଦ ବେପାରୀଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ
Read More...

ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାର ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି । ସଂପୃକ୍ତ ନାବାଳିକା ରିତୁ ମହାରଣା ବୋଲି ଜଣାପଡ଼ିଛି । ଏନେଇ ତାଙ୍କ ବାପା ଗୀରିଶ ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି । ଗତ ଦୁଇ ଦିନ ତଲେ ଗୀରିଶଙ୍କୁ ପଡ଼ାର ଦୁଇଜଣ ଯୁବକ ଆକ୍ରମଣ କରିଥିଲେ ।
Read More...

ଆଜି ଲାଗିବ ଚନ୍ଦ୍ରଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲାଗିବ ଚନ୍ଦ୍ରଗ୍ରହଣ । ରାତି ୧ଟା ୪ ମିନିଟ୍‌ ୫୫ କେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ବୋଲି ଜଣାପଡ଼ିଛି । ଆଜି ରାତି ୨ଟା ୨୪ ମିନିଟ୍‌ ୨ ସେକେଣ୍ଡରେ ସର୍ବମୋକ୍ଷ ହେବ । ମୋଟ୍‌ ଗ୍ରହଣ ସମୟ ୧ ଘଣ୍ଟା ୧୯ ମିନିଟ୍‌ ୭ ସେକେଣ୍ଡ ରହିବ । ଆଜି ଅପରାହ୍ନ ୪ଟା
Read More...

କଣ୍ଟାପାଲି ଗ୍ରାମ ଠାରେ କରମ ସାନି ପୂଜା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟ।ସିଂହ। ଗ୍ରାମପଞ୍ଚାୟତର କଣ୍ଟାପାଲି ଗ୍ରାମ ଠାରେ କରମ ସାନି ପୂଜା ଅନୁଷ୍ଠିତ ହୋଇଯାଇଅଛି । ଏହି ପୂଜାରେ କର୍ତ୍ତା ଭାବେ ବୈଷ୍ଣବ ବିଶ୍ଵାଳ ଓ ପୂଜା କାର୍ଯ୍ୟକୁ ସୁରେଶ ବିଶ୍ଵାଳ ସମ୍ପାଦନା କରୁଥିଲେ ।
Read More...

ସ୍ପେସିଆଲ୍‌ ସମରି ରିଭିଜନ୍‌-୨୦୨୪ ଆଧାରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଥ ଉତ୍ସବ ଓ ୱାକାଥନ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ପେସିଆଲ୍‌ ସମରି ରିଭିଜନ୍‌-୨୦୨୪ ଆଧାରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଥ ଉତ୍ସବ ଓ ୱାକାଥନ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ୱାକାଥନ୍‌ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ
Read More...

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଡ୍‌ଙ୍କୁ ନେଇ ଜୀବନ କୌଶଳ ପଦ୍ଧତି କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦାଇପାଲି ସ୍ଥିତ ସୁଶ୍ରୀ ବୈଷୟିକ ଶିକ୍ଷା ଅନୁଷ୍ଠାନ (ସାଇଟ୍‌) ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଶିବିରରେ ଏନ୍‌ସିସି କ୍ୟାଡେଡ୍‌ଙ୍କୁ ନେଇ ଜୀବନ କୌଶଳ ପଦ୍ଧତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୧୧- ଓଡିଶା ବିଏନ୍‌
Read More...

ଇଣ୍ଡିଆନ୍ ଆଇଡଲ୍ ଗୋଲ୍ଡେନ ଟିକେଟ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପୌର ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଣ୍ଡିଆନ୍ ଆଇଡଲ୍ ଗୋଲ୍ଡେନ ଟିକେଟ ବିଜେତା ବଲାଙ୍ଗିର ମାଟିର ପୁଅ ଅଜୟ ଅମର ସିଂ ଦେଓ ବୋଲି ଖବର ଆସିଲା ପରେ ସାରା ବଲାଙ୍ଗିର ମାଟିରେ ଖୁସିର ଲହରୀ ଖେଳିଯାଇଥିଲା । ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଅଜୟ ଅମର ସିଂ ଦେଓ ନିଜର ଇଚ୍ଛା ଶକ୍ତି ଓ ପରିଶ୍ରମ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା ସମରିଟାନ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା ସମିତିର ଏକ ବୈଠକ ଅନୁଷ୍ଠିତ ହେଲା । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷିକ, ବଲାଙ୍ଗିର, ଉପ ଜିଲ୍ଲାପାଳ ବଲାଙ୍ଗିର/
Read More...

ଜରାସିଂହା ପାଟଖଣ୍ଡା ଯାତ୍ରାରେ ଦର୍ଶନ କଲେ ଅନଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହାରେ ପାଟଖଣ୍ଡା ଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହାକୁ ଦେଖିବା ପାଇଁ ଦୂର ଦୁରାନ୍ତରୁ ଅନେକ ଭକ୍ତଙ୍କ ସମାଗମ ଲାଗି ରହିଛି । ତେବେ ପାଟଖଣ୍ଡା ଯାତ୍ରାରେ ଆଜି ଜରାସିଂହା ଗସ୍ତରେ ଯାଇ ଦେବତାଙ୍କୁ
Read More...