Browsing Tag

balangir news

ପଞ୍ଚମ ବର୍ଷ ଛେଲିଆପାଟ ମହୋତ୍ସବରେ ବିଧାୟକ ମୁକେଶ ଓ ସୂର୍ଯ୍ୟବଂଶୀ ସୁରଜଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଅଞ୍ଚଳର ପ୍ରସିଦ୍ଧ ଦେବୀ ମା' ଛେଲିଆପାଟଙ୍କ ମହୋତ୍ସବ ଅନୁଷ୍ଟିତ ହୋଇଯାଇଛି । ଭରସୂଜା ଅଞ୍ଚଳର ପ୍ରସିଦ୍ଧ ଦେବୀ ମା' ଛେଲିଆପାଟଙ୍କ ଆଶୀର୍ବାଦରୁ ପଞ୍ଚମ ଛେଲିଆପାଟ ମହୋତ୍ସବରେ ବିଧାୟକ ଡ଼କ୍ଟର ମୁକେଶ
Read More...

ବଲାଙ୍ଗିର ଦିନ୍‌ ଉପଲକ୍ଷେ ମେହେନ୍ଦି, ଝୋଟି, ରଙ୍ଗୋଲି, ହୁଳାହୁଳି, ଶଙ୍ଖ ଓ ଆର୍ଟ ଏଣ୍ଡ କ୍ରାଫ୍‌ଟ୍‌ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌କୁ ଅଧିକ ସରସ ସୁନ୍ଦର କରିବାର ସହ ବିଭିନ୍ନ ପ୍ରତିଯୋଗିତାମାନେ ଅନୁଷ୍ଠିତ ହେଉଅଛି । ଯଥା ମେହେନ୍ଦି, ଝୋଟି, ରଙ୍ଗୋଲି, ହୁଳାହୁଳି, ଶଙ୍ଖ ଓ ଆର୍ଟ ଏଣ୍ଡ କ୍ରାଫ୍‌ଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସମ୍ପୂର୍ଣ୍ଣା ସାମାଜିକ
Read More...

କୁଲୁତା ସମାଜ ଶାରଦୀୟ ଉତ୍ସବରେ ଯୋଗ ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜରେ ଜାତିପ୍ରଥା ଆରମ୍ଭ ହୋଇଥିଲା, ନିଜ ଭିତରେ ଏକତା ରଖିବା ପାଇଁ, ଅଂଚଳର ବିକାଶ କରିବା ପାଇଁ । ଏହି କଥାକୁ ଆମେ ଭୁଲିବା ଉଚିତ ନୁହେଁ । ଯଦି ଆମ ଭିତରେ ଏକତା ଥିବ କୌଣସି ଶକ୍ତି ଆମକୁ ଅବହେଳା କରି ପାରିବେ ନାହିଁ । ତେଣୁ କୁଲୁତା ସମାଜ ଭିତରେ ଥିବା
Read More...

ପୋଲିସ ୟୁ.ପି. ସ୍କୁଲର ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବଲାଙ୍ଗିର ପୋଲିସ ୟୁ.ପି. ସ୍କୁଲର ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ନେଇ ସ୍ଥାନୀୟ କଦଳିମୁଣ୍ଡା ସ୍ଥିତ ନର୍ସରୀରେ ଶାନ୍ତିରାଜ ବାରିକ ଓ କିଙ୍ଗକଙ୍ଗ ବେହେରାଙ୍କ ନେତୃତ୍ୱରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
Read More...

ଗଜଲକ୍ଷ୍ମୀ ପୂଜାରେ ପୁର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଶିବତଲା ଗ୍ରାମରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ପୁର୍ବତନ ମନ୍ତ୍ରୀ ତଥା ସାସଂଦ ଅନଙ୍ଗ ଉଦୟ ସିଂହଦେଓ ଯୋଗ ଦେଇଥିବା ବେଳେ ଶ୍ରୀ ସିଂହଦେଓଙ୍କୁ ପୂଜା କିମଟି ପକ୍ଷରୁ ଭବ୍ୟ ସ୍ୱାଗତ
Read More...

ଅନାଥ ଶିଶୁଙ୍କୁ ପୃଷ୍ଟ ପୋଷକତା ସହାୟତା ଉପରେ ସଚେତନତା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟ ଠାରେ ୧୦ଟି ପରିବାରର ଅନାଥ ଶିଶୁ ଓ ରକ୍ଷଣା ବେକ୍ଷଣ କରିଆସୁଥିବା ସମ୍ପର୍କୀୟ ମାନଙ୍କ ସହିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଲକ୍ଷ୍ମୀ
Read More...

ବଲାଙ୍ଗିର ସଦର ମହକୁମାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦର ମହକୁମାରେ ପାଳିତ ହୋଇଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୱାକାଥନ୍ ସହିତ ପଥୋତ୍ସବ କରାଯାଇଛି । ୱାକାଥନ୍‌ କାର୍ୟ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏବଂ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ୟ୍ୟ
Read More...

ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ କମିଟି ବୈଠକ : ମନୋଜ ମିଶ୍ରଙ୍କୁ ଓଡିଶା ପ୍ରଡ୍ୟୁସର ସଂଘ ବାସନ୍ଦ କରିଥିବାରୁ ଦୃଢ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ କମିଟୀ ବୈଠକ ସ୍ଥାନୀୟ ସଂଗୀତ ମହାବିଦ୍ୟାଳୟ ‘ପଂଚମ’ ଠାରେ ସଭାପତି ଅବଦୁଲ ଜମାଲ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ସଂପାଦକ ପ୍ରଭାକର ମିଶ୍ର ଓ ଆୟବ୍ୟୟ ବିବରଣୀ
Read More...

ବଲାଙ୍ଗିର ପାୱାର ଗ୍ରୀଡ୍‌ ପକ୍ଷରୁ ମାଧିଆପାଲିରେ ନୁକ୍କଡ଼ ନାଟକ ପ୍ରଦର୍ଶିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାୱାର ଗ୍ରୀଡ୍‌ ପକ୍ଷରୁ ମାଧିଆପାଲିରେ ‘ପବ୍ଲିକ୍‌ ଇନ୍‌ଟେରେଷ୍ଟ ଡିସ୍‌କ୍ଲୋଜର୍‌ ଏଣ୍ଡ ପ୍ରୋଟେକ୍ସନ୍‌ ଅଫ୍‌ ଇନ୍‌ଫର୍‌ମର୍‌ସ୍‌’ ସଂପର୍କିତ ନୁକ୍କଡ଼ ନାଟକ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରଦର୍ଶିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ,
Read More...

ଓଲିଉଡ୍‌ ବିବାଦ ଉପରେ ସାମ୍ବାଦିକ ସମ୍ମିଳନୀରେ ନିଜ ପକ୍ଷ ରଖିଲେ ମନୋଜ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଲିଉଡ୍‌ରେ ଚାଲିଥିବା ବିବାଦକୁ ନେଇ ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମଳନୀର ଆହ୍ୱାନ କରିଛନ୍ତି ଓଲିଉଡ୍‌ ଅଭିନେତା ମନୋଜ ମିଶ୍ର । ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଓଡ଼ିଆ ସିନେମା ଉପରକୁ ଯାଉ ବୋଲି ମୁଁ ସବୁବେଳେ
Read More...