Browsing Tag

balangir news

ବଲାଙ୍ଗିର ସହରର ବ୍ଲୁଲାଗୁନ୍‌ ହୋଟେଲ ମ୍ୟାନେଜରଙ୍କୁ ଆକ୍ରମଣ କରି ଯୁବକ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବ୍ଲୁଲାଗୁନ୍‌ ହୋଟେଲ ମ୍ୟାନେଜରଙ୍କୁ ଆକ୍ରମଣ କରିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ପୁଲିସ । ସୂଚନାମତେ ଗତ ୩୦ ତାରିଖ ଦିନ ବ୍ରାହ୍ମଣପଡାର ରିବୁଲ ନାଏକ ବ୍ଲୁଲାଗୁନ୍‌ ହୋଟେଲ୍‌ର ମ୍ୟାନେଜର ସୁଶୀଲ ମିଶ୍ରଙ୍କୁ ଏକ ବିୟର
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାକ୍ସିିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର କଳା ଶିକ୍ଷକ ସନ୍ତୋଷ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ସମସ୍ତ
Read More...

ଅବସର ନେଲେ କନିଷ୍ଠ ସହାୟକ ରାମ ପ୍ରଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାମଗୋପାଲ ହିନ୍ଦୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ସହାୟକ ରାମ ପ୍ରଧାନ ନିଜର ଦୀର୍ଘ ଦିନର କର୍ମମୟ ଜୀବନରୁ ଅବସର ନେଇଛନ୍ତି । ବିଦ୍ୟାଳୟର ମୋ’ ସ୍କୁଲ ଅଭିଯାନର ସଭାପତି ସନ୍ତୋଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ
Read More...

ନୂତନ ବିସ୍ଥାପିତ କଲୋନୀରେ ନୂତନ ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟନ କଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦେଇପାଲି ନିକଟରେ ଥିବା ନୂତନ ବିସ୍ଥାପିତ କଲୋନୀରେ ନୂତନ ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି ଜିଲ୍ଲାପାଳ ଚଞ୍ଚଲ ରାଣା । ଜିଲ୍ଲାପାଳ ଏହାର ଉଦ୍‌ଘାଟନ କରିବା ସହ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାଙ୍କୁ ଅବସ୍ଥାପିତ ପତ୍ର ଦେଇଥିଲେ ।
Read More...

ବଲାଙ୍ଗିର ଜିଲ୍ଲା ଅଘରିଆ ଭବନର ଉନ୍ନତି କରଣ ପାଇଁ ୧୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ଯୋଜନାରୁ ଆସିଲା…

ବଲାଙ୍ଗିର, (ଦେବାଶିସ ମିଶ୍ର) : ବଲାଙ୍ଗିର ଜିଲ୍ଲା କନ୍ଧପାଲି ସ୍ଥିତ ଅଘରିଆ ଭବନର ଉନ୍ନତି କରଣ ଓ ମରାମତି ପାଇଁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଯୋଜନାରୁ ଓଡ଼ିଶା ଗୃହ ନିର୍ମାଣ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଓ ପୌରଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଉଦ୍ୟମରେ ୧୦ ଲକ୍ଷ ଟଙ୍କା ଅନୁଦାନ
Read More...

ସିଭିଲ୍‌ କୋର୍ଟ ପରିସରରେ ସିଭିଲ୍‌ ଜଜ୍‌ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ସିଭିଲ୍‌ ଜଜ୍‌ (ଜୁନିୟର ଡ଼ିଭିଜନ୍‌)ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ ହୋଇଛି । ଆଭାସୀ ମାଧ୍ୟମରେ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରି ମୁଖ୍ୟ ବିଚାରପତି ଡ଼. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଏହାର ଲୋକାର୍ପଣ କରିଥିଲେ ।
Read More...

ତାଲପାଲିପଡ଼ାରେ ୧୨ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ୱାର୍ଡ ନଂ ୩ ଅନ୍ତର୍ଗତ ତାଲପାଲିପଡ଼ା ଠାରେ ବଡ଼ ଧୁମଧାମରେ ୧୨ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜାରେ କର୍ତ୍ତା ଭାବେ ଆନନ୍ଦ ବନ୍‌ଛୋର ଓ ତାଙ୍କ ଧର୍ମପତ୍ନୀ ଅର୍ଚ୍ଚନା ବନ୍‌ଛୋର ବସିଥିବା ବେଳେ ପୂଜାରେ ମାଁଙ୍କ ଆଳତି ପ୍ରତିଦିନ
Read More...

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ ପୋକସୋ କୋର୍ଟ ବିଚାରପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ବଲାଙ୍ଗିର ପୋକସୋ କୋର୍ଟ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଅଭିଯୁକ୍ତ ପୁଇଁତଲା ଥାନା ମହାକୁରପାଲିର ସଦାନନ୍ଦ ନାଗ (୨୬)
Read More...

ଏଆଇଟିୟୁସିର ୧୦୪ତମ ପ୍ରତିଷ୍ଠା ଦିବସ ସମାରୋହ ତଥା ପାଲେଷ୍ଟାଇନ ସଂହତି ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟଠାରେ ଏଆଇଟିୟୁସିର ୧୦୪ତମ ପ୍ରତିଷ୍ଠା ଦିବସ ସମାରୋହ ତଥା ପାଲେଷ୍ଟାଇନ ସଂହତି ଦିବସ ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ପାଳନ କରାଯାଇଛି । ଏହି ଉତ୍ସବରେ ଲାଲ ପତାକାକୁ ଉତ୍ତୋଳନ କରିଥିଲେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ
Read More...

ବଲାଙ୍ଗିର ଜିଲ୍ଲା କରାଟେ ସଂଘକୁ ମିଳିଲା ୧୭ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେଠାରେ ୩୫ତମ ସବ୍‌ ଜୁନିୟର ରାଜ୍ୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରୁ ସର୍ବମୋଟ ୪୨୧ ଜଣ କରାଟେକା ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ୨୮ ଓ ୨୯ ଅକ୍ଟୋବର ଦୁଇ ଦିନ ଧରି ହୋଇଥିବା
Read More...