Browsing Tag

balangir news

୫୦ତମ ଟିକ୍ରାପଡା ନାମଯଜ୍ଞର କଳସ ଯାତ୍ରା ଓ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନଭେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ନାମଯଜ୍ଞର ଅଧିବାସ ଓ କଳସ ଯାତ୍ରା ୧୯/୧୧/୨୦୨୩ ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପ୍ରଭୁ ଶ୍ରୀ ରାଧାମାଧବଙ୍କୁ ସ୍ୱାଗତ କରି ନାମଯଜ୍ଞ
Read More...

ବନାରସ-ସମ୍ବଲପୁର ଦ୍ୱିସାପ୍ତାହିକ ଏକ୍ସପ୍ରେସ୍‌ର ବିଶାଖାପଟ୍ଟନମ୍‌ ପର୍ଯ୍ୟନ୍ତ ସଂପ୍ରସାରଣର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନାରସ-ସମ୍ବଲପୁର ଦ୍ୱିସାପ୍ତାହିକ ଏକ୍ସପ୍ରେସ୍‌ର ବିଶାଖାପଟ୍ଟନମ୍‌ ପର୍ଯ୍ୟନ୍ତ ସଂପ୍ରସାରଣର ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ
Read More...

ମୁରିବାହାଲ ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମୁରିବାହାଲ ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଲ ରାଣା ଏବଂ ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ
Read More...

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀନଗରଠାରେ ମାଗଣା ଚକ୍ଷୁ ପରୀକ୍ଷାର ଆୟୋଜନ ଓ ଚଷମା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀନଗରଠାରେ ଜାତୀୟ ସୁନେତ୍ର ଅଭିଯାନ ଅନ୍ତର୍ଗତ ମାଗଣା ଚକ୍ଷୁ ପରୀକ୍ଷା ଓ ଚଷମା ବଣ୍ଟନ କରାଯାଇଥିଲା । ବିଶେଶତଃ ଯେଉଁ ବ୍ୟକ୍ତି ବିଶେଷଙ୍କ ବ୍ୟାପକ ଚକ୍ଷୁ କ୍ଷତି କ୍ଷେତ୍ରରେ ସେମାନଙ୍କୁ ଅନ୍ୟତ୍ର ଯେଉଁଠି
Read More...

ଅବହେଳିତ ଅବସ୍ଥାରେ ୪୦୦ ବର୍ଷର ଶିବ ମନ୍ଦିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ଅନ୍ତର୍ଗତ କୁଟାସିଂହା (କଣ୍ଟାପାଲି) ସ୍ଥିତ କପିଳେଶ୍ୱର ଶିବ ମନ୍ଦିର ଅବହେଳିତ ଅବସ୍ଥାରେ ପଡି ରହିଛି । ୪୦୦ ବର୍ଷ ପୁରୁଣା ଏହି ମନ୍ଦିରକୁ କାହାରି ନିଘା ନାହଁ, ମନ୍ଦିରକୁ ଯିବାକୁ ଭଲ ରାସ୍ତା ଟିଏ ନାହଁ କି ଖରା ବର୍ଷାରେ ଆଶ୍ରୟ
Read More...

ସେଞ୍ଚୁରିଅନ ବିଦ୍ୟାଳୟରେ ବିଜ୍ଞାନ, କଳା ଓ ହସ୍ତକର୍ମର ପ୍ରଦର୍ଶନୀ ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ସେଞ୍ଚୁରିଅନ ଓ ଜେ.ଆଇ.ଟି.ଏମର ମିଳିତ ସହଯୋଗରେ ବିଜ୍ଞାନ, କଳା ଓ ହସ୍ତକର୍ମର ଏକ ପ୍ରଦର୍ଶନୀ ମେଳା ଉଦ୍‌ଯାପିତ ହୋଇଯାଇଛି । ଉତ୍ସବଟିର ଶୀର୍ଷକ ଇଠଇଘଞଋ- ୨୦୨୩- ରଖାଯାଇଥିଲା । ପୂର୍ବାହ୍ନ ୧୦ଟା ସମୟରେ ଅନୁଷ୍ଠାନର
Read More...

ପିକ୍‌ନିକ୍‌ କରିବାକୁ ଯାଇ ଯୁବକ ନିଖୋଜ ଘଟଣା : ମିଳିଲା ମୃତଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିକ୍‌ନିକ୍‌ କରିବାକୁ ଯାଇ ବଲାଙ୍ଗିର ସହରର ଜଣେ ଯୁବ ମେଡ଼ିସିନ ରେପ୍ରଜେଟେଣ୍ଟିଭ ନିଖୋଜ ହୋଇଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଖବର ମିଳିଛି । ମୃତ ଯୁବ ମେଡ଼ିସିନ ରେପ୍ରଜେଟେଣ୍ଟିଭ ହେଉଛନ୍ତି ବଲାଙ୍ଗିର ସହରରର
Read More...

ଜିଲ୍ଲା ନ୍ୟାୟାଳୟ ପରିସରରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ନ୍ୟାୟାଳୟ ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଜିଲ୍ଲା ନ୍ୟାୟାଳୟ, ଜିଲ୍ଲା ପ୍ରଶାସନ, ଭୀମଭୋଇ ମେଡିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲା ଏବଂ ଦୌରାଜଜ୍‌ ଲଲାଟେନ୍ଦୁ
Read More...

ଗଜକୁ ଘଉଡ଼ାଇବା ବେଳେ ଗଜ ଆକ୍ରମଣର ଶିକାର ହେଲେ ଗଜ ସାଥୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଉଡ଼ାର ଗ୍ରାମ ପଂଚାୟତ ବୁବେଲଗୁମା ଗାଁରେ ଗଜକୁ ଘଉଡ଼ାଇବା ବେଳେ ଗଜ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଗଜ ସାଥୀ ବୋଲି ଖବର ମିଳିଛି । ଗଜ ଆକ୍ରମଣର ଶିକାର ହୋଇଥିବା ଗଜ ସାଥୀ ଜଣକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ
Read More...

ତହଁକ୍ କୁଟୁମ୍‌ର ଭାବର୍ ଭେଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଥରଚେପା ପଞ୍ଚବଟୀଠାରେ ତହଁକ୍ କୁଟୁମ୍ ପକ୍ଷରୁ ଭାବର୍ ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ଅଖିଲ ଚନ୍ଦ୍ର ହୋତା, ସତ୍ୟସୁନ୍ଦର ଭଞ୍ଜ, ରଘୁନନ୍ଦନ ସିଂହ, ପୂର୍ଣ୍ଣଚନ୍ଦ୍ର ପଣ୍ଡା,
Read More...