Browsing Tag

balangir news

ନକଲି ସୁନା ବନ୍ଧକ ଦେଇ ଠକି ନେଇଥିଲେ ୮୦ ହଜାର ଟଙ୍କା : ୨ ଜଣଙ୍କୁ ଗିରଫ କଲା ବଲାଙ୍ଗିର ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସୁନା ବନ୍ଧକ ଦେଇ ଠକି ନେଇଥିଲେ ୮୦ ହଜାର ଟଙ୍କା । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ । ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ ଏ ସଂପର୍କରେ ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ
Read More...

ସେଞ୍ଚୁରିଅନ ବିଦ୍ୟାଳୟରେ ୟୁଥ ପାର୍ଲିଆମେଣ୍ଟର କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ଗଣତନ୍ତ୍ର ହେଉଛି ପୃଥିବୀର ସର୍ବ ବୃହତ ଗଣତନ୍ତ୍ର । ଏଠାରେ ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥା ରହିଛି । ଗଣତନ୍ତ୍ରର ମୂଳମନ୍ତ୍ର ହେଲା ଶିକ୍ଷା । ଗଣତାନ୍ତ୍ରିକ ମୂଲ୍ୟବୋଧର ଶିକ୍ଷା ଓ ବ୍ୟବସ୍ଥା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ
Read More...

କ୍ରିକେଟ୍‌ ଖେଳୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ରିକେଟ୍‌ ଖେଳୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଜଣେ ୭ ବର୍ଷିୟ ଶିଶୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ତରଭା ଥାନା ଅନ୍ତର୍ଗତ ରୁଗୁଡ଼ିପାଲି ଗ୍ରାମର
Read More...

ବୁଢ଼ୀପଡା ଗାଁଠାରେ ଗରମ ତେଲପଡି ଜଣେ ଶିଶୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଢ଼ୀପଡା ଗାଁଠାରେ ଗରମ ତେଲପଡି ଜଣେ ଶିଶୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ବୁଢ଼ୀପଡା ଗ୍ରାମର ମୋହିତ ସାହୁ(୪)
Read More...

ନାରାୟଣପୁର ଗାଁ ନିକଟସ୍ଥ ରେଳ ଧାରଣାରେ ପଡିଛି ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଦେଓଗାଁ ରେଲୱେ ଷ୍ଟେସନ ମଧ୍ୟରେ ଥିବା ନାରାୟଣପୁର ଗାଁ ନିକଟସ୍ଥ ରେଳ ଧାରଣାରେ ପଡିଛି ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ । ତେବେ ମୃତ ମହିଳାଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ମହିଳା ଜଣକ ଶାଢ଼ୀ ପିନ୍ଧିଥିବା ବେଳେ ବୟସ ପ୍ରାୟ ୪୦ ବର୍ଷହେବ
Read More...

ଦ୍ବିତୀୟ ଦିନରେ କୋଶଳ କଳା ମଣ୍ଡଳ ପଡିଆରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳ କଳା ମଣ୍ଡଳ ପଡିଆରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଆଜି ଦ୍ବିତୀୟ ଦିନରେ ବଲାଙ୍ଗିର, ଗୁଡଭେଲା ଓ ଲୋଇସିଂହାର ଚାଷୀମାନଙ୍କୁ ନେଇ କୃଷି ସଂପର୍କୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କୃଷି ଓ କୃଷକର ବିକାଶ ସହ କମ ସମୟରେ ଅଧିକ ଅମଳ
Read More...

ଜାମଗାଁ କଲେଜରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ସପ୍ତମ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସପ୍ତମ ଦିବସରେ ତଥା ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତାଙ୍କ ସଭାପତିତ୍ୱରେ
Read More...

ଗାନ୍ଧୀ ଷ୍ଟାଡିୟମରେ ଆରମ୍ଭ ହେଲା କୁଚ୍‌ ବେହାର ଟ୍ରଫି ଅଣ୍ଡର-୧୯ କ୍ରିକେଟ

ଓଡିଶା ବନାମ ଛତିଶଗଡବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଓଡିଶା କ୍ରିକେଟ ଆସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଓଡିଶା ବନାମ ଛତିଶଗଡ କୁଚ୍‌ ବେହାର ଟ୍ରଫି କ୍ରିକେଟ ଉଦ୍‌ଘାଟିତ ହୋଇଯାଇଛି । ଆଜି ଟସ୍‌ ଜିଣି ପ୍ରଥମେ ଛତିଶଗଡ ଦଳ ବ୍ୟାଟିଂ
Read More...

ଗାନ୍ଧୀ ଷ୍ଟାଡିୟମରେ ଆରମ୍ଭ ହେଲା କୁଚ୍ ବେହାର ଟ୍ରଫି ଅଣ୍ଡର-୧୯ କ୍ରିକେଟ

ଓଡିଶା ବନାମ ଛତିଶଗଡ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଓଡିଶା କ୍ରିକେଟ୍‌ ଆସୋସିଏସନ୍ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଓଡିଶା ବନାମ ଛତିଶଗଡ କୁଚ୍‌ ବେହାର ଟ୍ରଫି କ୍ରିକେଟ ଉଦ୍‌ଘାଟିତ ହୋଇଯାଇଛି । ଆଜି ଟସ୍ ଜିଣି ପ୍ରଥମେ ଛତିଶଗଡ ଦଳ ବ୍ୟାଟିଂ
Read More...

ଜମି ଓ ବାସଗୃହ ଯୋଗାଇ ଦେବା ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଲର୍କିପାଲିର ମହିଳାମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ଓ ବାସଗୃହ ଯୋଗାଇ ଦେବା ଦାବୀରେ ଆଜି ସକାଳେ ସ୍ଥାନୀୟ ଲର୍କିପାଲିର ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ କହିବା ଅନୁସାରେ ଦୀର୍ଘ ଦିନରୁ ସେମାନେ ଲର୍କିପାଲିରେ ଘର କରି ରହୁଛନ୍ତି । ହେଲେ ସରକାରୀ ଜାଗା ହୋଇଥିବାରୁ କୌଣସି
Read More...