Browsing Tag

balangir news

ଗ୍ରାମୀଣ‌ ଡାକ ସେବକଙ୍କ ଧାରଣା ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳର ଆହ୍ୱନ କ୍ରମେ ଚନ୍ଦନଭାଟି ଉପ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନେ ୭ଦଫା ଦାବୀ ନେଇ ଧାରଣା ବସିଛନ୍ତି । ଗତ ଡିସେମ୍ବର ୧୨ ତାରିଖ ମଙ୍ଗଳବାର ଦିନଠାରୁ ଆନ୍ଦୋଳନ ଆରମ୍ଭ ହୋଇଥିବା
Read More...

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା : ଫାଇନାଲରେ ରବିବାର ଦିନ କୁଚିଣ୍ଡା ଓ ସାଇଟ୍‌ ସଦାଇପାଲି ମୁକାବିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମଜୀ ଯୁବକ ସଂଘ ଆନୁକୁଲ୍ୟରେ ସଦାଇପାଲି ପଲ୍ଲିଶ୍ରୀ ଷ୍ଟଡିୟମଠାରେ ଆଜି ୫୬ତମ ସର୍ବଭାରତୀୟ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି-ଫାଇନାଲ ଖେଳ କୁଚିଣ୍ଡା ବିଏଫ୍‌ସି ଓ ପଶ୍ଚିମବଙ୍ଗ ହୁଗୁଲୀ ମାଣିକ ଫୁଟବଲ କୋଚିଂ
Read More...

ସଦାଇପାଲି ପଂଚାୟତର ବିଭିନ୍ନ ଗ୍ରାମର ସମସ୍ୟା ଶୁଣିଲେ ନରସିଂହ

ବିଜୁଳି, ରାସ୍ତା ଓ ଭୂମିହୀନ ଆଦିବାସୀଙ୍କୁ ଘରଡିହ ଯୋଗାଇବା ଉପରେ ଗୁରୁତ୍ୱଆଗାମୀ ଦିନରେ ଉଚିତ ଜନ ପ୍ରତିନିଧି ବାଛନ୍ତୁ ଲୋକେ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିକାଶ ଏକ ନିରନ୍ତର ପ୍ରକ୍ରିୟା । ଏହା କେବେ ଶେଷ ହୁଏ ନାହିଁ । ତେଣୁ ଲୋକେ ସବୁବେଳେ ପ୍ରାଥମିକତା ଭିତ୍ତିରେ
Read More...

ରକ୍ତଦାନ କରି ଶିଶୁର ଜୀବନ ବଞ୍ଚାଇଲା ଯୁବ କୁଲୁତା ସମାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର କାଲିଭନା ଗ୍ରାମର ନମିତା ଭୋଇ ସ୍ଥାନୀୟ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ଦୁଇ ଦିନ ତଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି । ତାଙ୍କ ନବଜାତ ଶିଶୁ ପୁତ୍ର ଆଜି ଏବି ପଜିଟିଭ୍‌ ରକ୍ତର ଆବଶ୍ୟକ
Read More...

ଜାମଗାଁ କଲେଜରେ ନୁଆ-ଓ ଯୁବ ଓଡିଶା କାର୍ଟ୍ୟକ୍ରମ : ଷଷ୍ଠ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର ଜାମଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୁଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ଷଷ୍ଠ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତାଙ୍କ ସଭାପତିତ୍ୱରେ ସଭା
Read More...

ବଲାଙ୍ଗିର ଜିଲ୍ଲା ଫ୍ଲାଇଆସ ବ୍ରିକ୍ସ ଇଣ୍ଡଷ୍ଟ୍ରି ଆସୋସିଏସନର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଫ୍ଲାଇଆଶ ବ୍ରିକ୍ସ ଇଣ୍ଡଷ୍ଟ୍ରି ଆସୋସିଏସନ ସଭ୍ୟମାନଙ୍କର ଏକ ବୈଠକ ସ୍ଥାନୀୟ ଗାର୍ଡେନ ଇନ ହୋଟେଲରେ ତା.୧୩/୧୨/୨୩ ସନ୍ଧ୍ୟା ୭ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିରର ୨୬ଟି ଫ୍ଲାଇଆସ ଇଣ୍ଡଷ୍ଟ୍ରିର ମାଲିକ
Read More...

କୁଚ୍ଚବେହାର ଟ୍ରଫି : ଓଡିଶା ଛତିଶଗଡ ମୁକାବିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଆସନ୍ତା କାଲିଠାରୁ ହେବାକୁ ଥିବା ୧୯ ବର୍ଷରୁ କମ୍‌ କୁଚ୍ଚବେହାର ଟ୍ରଫିରେ ଓଡିଶା ଛତିଶଗଡକୁ ଭେଟିବ । ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ଧରି ଓଡିଶା ଏବଂ ଛତିଶଗଡ କ୍ରିକେଟ ଦଳ ତାଙ୍କର ନେଟ୍‌ସ୍‌ ପ୍ରାକ୍ଟିସ୍‌ ବଲାଙ୍ଗିର
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ କୋଶଳ କଳା ମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ଏଥିରେ କୃଷି ଓ କୃଷକର ବିକାଶ ସହ କମ ସମୟରେ ଅଧିକ ଅମଳ ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ଶୈଳୀରେ ତିଆରି ହୋଇଥିବା ଏବଂ
Read More...

ଯାଦବ ସଚେତନତା ରଥ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମ ପଞ୍ଚାୟତର କୁର୍ଲୁପାଲିସ୍ଥିତ ମା ସମଲେଶ୍ୱରୀଙ୍କ ପିଠଠାରେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭା ଆୟୋଜନରେ ଯାଦବ ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି । ଏହିରଥ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ୨୫
Read More...

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ ଡିସେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ କୋଶଲ କଳା ମଣ୍ଡଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏଥରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା
Read More...