Browsing Tag

balangir news

ବିଲେଇସର୍ଡା ହାଇସ୍କୁଲରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ପଙ୍କଜ
Read More...

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା : ହୁଗୁଲି ମାଣିକ ଫୁଟବଲ କୋଚିଂ, ପଶ୍ଚିମବଙ୍ଗ ସେମିଫାଇନାଲରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ଷ୍ଟାଡିୟମଠାରେ ଚାଲିଥିବା ସର୍ବଭାରତୀୟ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ୫ମ ଦିବସର ଖେଳ ହୁଗୁଲି ମାଣିକ ଫୁଟବଲ କୋଚିଂ (ପଶ୍ଚିମବଙ୍ଗ) ବନାମ ବୁରାନ୍‌ପୁର (ମଧ୍ୟପ୍ରଦେଶ) ମଧ୍ୟରେ
Read More...

ବିଭିନ୍ନ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲେ ନାରାୟଣ କଲୋନୀ ବାସିନ୍ଦା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାରାୟଣ କଲୋନୀ ବାସିନ୍ଦା ବୁଧବାର ଦିନ ବିଭିନ୍ନ ସମସ୍ୟା ନେଇ ପୁଇଁତଲା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି । କଲୋନୀ ବାସିନ୍ଦା ବିଭିନ୍ନ ନାରା ଦେଇ ବ୍ଲକ କାର୍ଯ୍ୟାଳୟକୁ ତାଲା ଦେବା ସହ ସେଠାରେ ଧାରଣା ଦେଇଥିଲେ । ପରେ ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ
Read More...

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ପଂଚମ ଦିବସ ତଥା ସାମାଜିକ କାର୍ଯ୍ୟକ୍ରମର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ପଂଚମ ଦିବସ ତଥା ସାମାଜିକ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଅନୁଷ୍ଠାନର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ
Read More...

ଶିବତଲାରେ ନୂଆ-ଓ ‘ଯୁବ ଓଡ଼ିଶା-ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଛାତ୍ରଛାତ୍ରୀମାନେ ରାଷ୍ଟ୍ରଗଠନରେ ସହାୟକ ହୁଅ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ସହ କ୍ରୀଡ଼ା, ସାମାଜିକ, ସାଂସ୍କୃତିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ଏଥିପାଇଁ ସବୁସ୍ତରରୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ତେଣୁ
Read More...

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମଠାରେ ସର୍ବଭାରତୀୟ ୫୬ତମ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ଖେଳ ଭିଲେଇ ବିକେପି ୟୁଥ୍‌ ଏଫ୍‌ସି ଓ କୁଚିଣ୍ଡା ବିଏଫ୍‌ସି ମଧ୍ୟରେ ହୋଇଥିଲା । ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର
Read More...

କୃଷି ଓ କୃଷକର ସମସ୍ୟା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କିଷାନ କଂଗ୍ରେସ

କୃଷିଋଣଛାଡ, କୃଷିବୀମା ଓ ଏକରପିଛା ୨୫ ହଜାର ସହାୟତା ପ୍ରଦାନ ଦାବୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ଆଜି ୯ଦଫା ଦାବୀ ନେଇ ଜିଲ୍ଲା କିଷାନ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ହଜାର ସଂଖ୍ୟାରେ ଚାଷୀଙ୍କୁ ନେଇ କଂଗ୍ରେସଦଳ ଆଜି
Read More...

ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା. ୧୨.୧୨.୨୦୨୩ ଓ ୧୩.୧୨.୨୦୨୩ ଦୁଇଦିନ ଧରି ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ସିଆଲବାହାଲିଠାରେ ବାର୍ଷିକ କ୍ରୀଡା ଅନଚଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ମଧ୍ୟରେ ଥିବା ସମସ୍ତ ବର୍ଗର ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ
Read More...

ବଲାଙ୍ଗିରଠାରେ ଜାତୀୟସ୍ତର ମଡେଲର୍‌ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟସ୍ତର ପ୍ରତିଯୋଗିତା ଇଣ୍ଡିଆ ପପୁଲାର ମଡେଲର୍‌ ପ୍ରଥମ ସେମିଫାଇନାଲ ଅଡିସନ ରାଉଣ୍ଡ ବଲାଙ୍ଗିର ସ୍ଥିତ ଲଭ କୋଇସେନ କେଫେ ରମେଶ୍ୱର ଗାର୍ଡେନ ଗଇଁତଲା ଛକ ବଲାଙ୍ଗିରଠାରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାରୁ ବହୁତ ପ୍ରତିଯୋଗୀ ଅଡିସନ ଦେଇ ନିଜର
Read More...

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ପରିବେଶ ସଚେତନତା ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ପରିବେଶ ସଚେତନତା ଶୋଭାଯାତ୍ରା । ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା, ଆମକୁ ଦରକାର ପ୍ଲାଷ୍ଟିକ ମୁକ୍ତ ଜୀବନ, ସମସ୍ତେ ମିଶିବା, ପ୍ଲାଷ୍ଟିକ ନାଶିବା ଏଭଳି ସ୍ଲୋଗାନ ଓ ପ୍ଲାକାର୍ଡ ଧରି ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର
Read More...