ଆସନ୍ତା ୧୫ ବଲାଙ୍ଗିର ସହ ସାରା କୋଶଲାଂଚଳରେ ବନ୍ଦ ଡାକରା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁର ବିଜୟାନନ୍ଦ ଚିନିକଳ ସହ ଅନ୍ୟାନ୍ୟ କୃଷିଭିତ୍ତିକ ଶିଳ୍ପର ପୁନଃଉଦ୍ଧାର ତଥା ପଶ୍ଚିମ ଓଡ଼ିଶାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଦାବୀ ନେଇ ଆସନ୍ତା ଜାନୁଆରୀ ୧୫ରେ ବଲାଙ୍ଗିର ସହ କୋଶଲାଂଚଳରେ ୧୨ ଘଂଟିଆ ବନ୍ଦ!-->…
Read More...
Read More...