Browsing Tag

balangir news

ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା ୨୦୨୩-୨୪ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ୨୦୨୩-୨୪ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ଆଠଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ, କ୍ରୀଡା, ସାମାଜିକ ସଚେତନତା ପରି ବିଭିନ୍ନ କାର୍ଯ୍ୟକ୍ରମ
Read More...

ସମାଜସେବୀ କଲ୍ୟାଣୀ ମିଶ୍ରଙ୍କ ଦ୍ୱାରା ମୁମୁର୍ଷ ଅବସ୍ଥାରେ ବୃଦ୍ଧ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଟାସିଂହା ଲଛିପୁର ରାସ୍ତାର ବିଶେଶ୍ୱରପାଲି ନିକଟରେ ମୁମୁର୍ଷ ଅବସ୍ଥାରେ ଜଣେ ବୃଦ୍ଧଙ୍କୁ ସମାଜ ସେବି କଲ୍ୟାଣୀ ମିଶ୍ର ଉଦ୍ଧାର କରି ଲଛିପୁର ସ୍ୱାସ୍ତ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ନହେବାରୁ ତାଙ୍କୁ ନାଇକେନପାଲି ସ୍ୟାସ୍ଥ୍ୟ
Read More...

ମଦ ଦୁର୍ନୀତି ଉପରେ ନିରପେକ୍ଷ ତଦନ୍ତ ଦାବୀ କରି ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଦ ଦୁର୍ନୀତି ଉପରେ ନିରପେକ୍ଷ ତଦନ୍ତ ଦାବୀ କରି ଆଜି ବଲାଙ୍ଗିର ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ଦେଖିବାକୁ ମିଳିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ବିଜେଡ଼ି ସରକାରଙ୍କ ସମର୍ଥନରେ ରାଜ୍ୟରେ ୫ ଶହ କୋଟି
Read More...

ନାରୀ ହେଲେ ପାଠୋଇ, ଦେଶ ଯିବ ଆଗେଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ହେଲେ ପାଠୋଇ, ଦେଶ ଯିବ ଆଗେଇ ନାରାରେ ଆଜି ପ୍ରକମ୍ପିତ ହୋଇଛି ବଲାଙ୍ଗିର ସହର । ଯୁବ ସମନ୍ୱିତ ବିକାଶ କାର୍ଯ୍ୟକ୍ରମ ଅବସରରେ ଆଜି ଛାତ୍ରୀମାନଙ୍କ ଏକ ବିଶାଳ ରାଲି ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିବା ଦେଖିବାକୁ
Read More...

ପଶ୍ଚିମ ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତିର ମୂଳଦୁଆ ଥିଲେ କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତିର ମୂଳଦୁଆ ଥିଲେ କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ । ତାଙ୍କର ତ୍ୟାଗପୂତ ଜୀବନ ଓ ସଂସ୍କୃତି ସମର୍ପିତ ପ୍ରାଣେତା ହିଁ ଆଜିର ଯୁବପିଢି ପାଇଁ ଉଜ୍ୱଳ ଆଲୋକର ବତୀଘର ସଦୃଶ୍ୟ ବୋଲି ମତ ପ୍ରକାଶ ପାଇଛି ଗୁରୁ ଭଗବାନ ସାହୁ
Read More...

ମାସିକ ରଚନା ସନ୍ଧ୍ୟା

ସଂସ୍କୃତି, ପରମ୍ପରା ଓ ଆଧୁନିକତା ମଧ୍ୟରେ ସମନ୍ୱୟ ଜରୁରୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ଜୀବନରେ ସଂସ୍କୃତି, ପରମ୍ପରା ଓ ଆଧୁନିକତା ସର୍ବଦା ଗତିଶୀଳ ଓ ପରସ୍ପର ଦ୍ୱାରା ପ୍ରଭାବିତ। ଆଧୁନିକତାର ସ୍ପର୍ଶରେ ଯୁଗ ଯୁଗ ଧରି ପ୍ରତିଷ୍ଠିତ ସାମାଜିକ ଓ ସାଂସ୍କୃତିକ ବିଭବକୁ ଭୁଲିଯିବା
Read More...

ବଲାଙ୍ଗିର ସୁଦ୍‌ପଡ଼ା ମଦଭାଟିରୁ ବାହାରିଥିବା ଶହ ଶହ କୋଟି ଟଙ୍କା ଘଟଣାରେ ସିବିଆଇ ତଦନ୍ତ ଦାବୀ କଲେ ବରିଷ୍ଠ ଆଇନଜୀବୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦ୍‌ପଡ଼ା ମଦଭାଟିରୁ ବାହାରିଥିବା ଶହ ଶହ କୋଟି ଟଙ୍କା ଘଟଣାରେ ସିବିଆଇ ତଦନ୍ତ ଦାବୀ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା କୋଶଲ୍‌ବାଦୀ ନେତା ପ୍ରମୋଦ କୁମାର ମିଶ୍ର । ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଶ୍ରୀ ମିଶ୍ର କହିଛନ୍ତି
Read More...

ସୁକତେଲ ମହୋତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗାଁ ଶ୍ରୀରାମ ମନ୍ଦିର ପଡିଆରେ ପ୍ରଥମ ସୁକତେଲ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନେସ୍‌ନାଲ ସର୍ଭିସ ଫାଉଣ୍ଡେସନ ଓ ସୁକତେଲ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ପ୍ରଥମ ଦିନ ସକାଳୁ ମଶାଲ ଶୋଭାଯାତ୍ରା ଓ ଜିଲ୍ଲା
Read More...

ମଲମୁଣ୍ଡା ଓଡିଶା ୱେର ହାଉସିଂ କର୍ପୋରେସନର ଅବସରପ୍ରାପ୍ତ ସୁପରିଟେଣ୍ଡଣ୍ଟଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ କଲେ ମାନ୍ୟବର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଲମୁଣ୍ଡା ଓଡିଶା ୱେର ହାଉସିଂ କର୍ପୋରେସନର ଅବସରପ୍ରାପ୍ତ ସୁପରିଟେଣ୍ଡଣ୍ଟ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ୧ ବର୍ଷ ଜେଲ ଦଣ୍ଡ ସହ ୨ ଲକ୍ଷ ଟଙ୍କା ଜୋରିମାନା ଆଦେଶ କରିଛନ୍ତି ମାନ୍ୟବର ବଲାଙ୍ଗିର ଭିଜିଲାନ୍ସ ସ୍ୱତନ୍ତ୍ର ନ୍ୟାୟାଧୀଶ । ଜୋରିମାନା ଅନାଦୟେ ଅଧିକ
Read More...

ଶିବତଲାରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆୟୋଜିତ ୬ଦିନ ବ୍ୟାପି ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ସାମାଜିକ ସଚେତନତା
Read More...