jsm

ବୁଥରେ ମହିଳା ପ୍ରିଜାଇଡିଂ ଅଫିସର ଅଚେତ

csstore

ସୁନ୍ଦରଗଡ଼ : ଆଜି ଗଣତନ୍ତ୍ରର ମହାନ ପର୍ବ । ଏହି ଅବସରରେ ସୁନ୍ଦରଗଡ଼ ପୌରାଞ୍ଚଳ ସୁନାରିପଡ଼ାେ ମତଦାନ ହେଉଥିବା ବେଳେ ସୁନାରିପଡ଼ା ୨୧୧ ନମ୍ବର ବୁଥରେ ମହିଳା ପ୍ରିଜାଇଡିଂ ଅଫିସର ଅଚେତ ହୋପଡ଼ିଥିବା ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି ଅଚେତ ହୋଇପଡ଼ିଥିବା ମହିଳା ପ୍ରିଜାଇଡିଂଙ୍କୁ ଆମ୍ବୁଲାନ୍ସରେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିବା ବେଳେ ଅସୁସ୍ଥତାର କାରଣ ଜଣା ପଡ଼ିନାହିଁ ।

yuvodaya
Leave A Reply

Your email address will not be published.