Browsing Tag

balangir news

ପଣ୍ଡରିପାଣିରେ ଆନ୍ତର୍ଜାତୀୟ ମହିଳା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ବ୍ଲକର ଡାଙ୍ଗବାହାଲ ଗ୍ରାମ ପଂଚାୟତ ଅଧିନସ୍ଥ ପଣ୍ଡରିପାଣି ଗ୍ରାମରେ ଦେବଦତ୍ତ କ୍ଲବ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡାଙ୍ଗବାହାଲ ସମିତି ସଭ୍ୟା ଶ୍ରୀମତୀ କଳ୍ପନା ବାରିକ
Read More...

ଲୋୟର ସୁକତେଲ ଡ୍ୟାମ ଅଂଚଳର ସାମଗ୍ରିକ ଉନ୍ନତି ପାଇଁ ୧୨ଟି ପ୍ରସ୍ତାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସର୍ବବୃହତ ଜଳସେଚନ ପ୍ରକଳ୍ପ ଭାବେ ଗଢି ଉଠିଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଜିଲ୍ଲା ପାଇଁ ଏକ ଐତିହାସିକ ପଦକ୍ଷେପ । ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଗ୍ରାମ ପ୍ରଭାବିତ ହୋଇଥିବା ସହ ଅନେକ ପରିବାର ସମ୍ପୁର୍ଣ୍ଣ
Read More...

ଦିଲ୍ଲୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିସ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏହା ବିଦ୍ୟାର୍ଥୀ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ବର୍ଷର ଉପଲବ୍ଧି ଓ ବିଫଳତାକୁ ଅନୁଶୀଳନ କରିବାର ଏକ ସୁଯୋଗ ପ୍ରଦାନ କରିଥାଏ । ଅଭିଭାବକ ମାନଙ୍କ ପାଇଁ ଏହା ତାଙ୍କ
Read More...

ଆନ୍ତର୍ଜାତିକ ମହିଳା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦ୍ୟ ତାରିଖ ୦୮.୦୩.୨୦୨୬ (ରବିବାରେ) ପ୍ରଥମ ଏଜୁକେଶନ ଫାଉଣ୍ଡେସନ ଓ ଟିପିଡ୍ଲୁଓଡିଏଲ୍‌ର ମିଳିତ ଉଦ୍ୟମରେ ବଲାଙ୍ଗିର ସ୍ଥିତ ସ୍ୱାସ୍ଥ୍ୟସେବା ସହଯୋଗୀ ତାଲିମ କେନ୍ଦ୍ରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ସମସ୍ତ ମହିଳା ଏବଂ
Read More...

ମହିଳା ଦିବସ ପାଳନ ଅବସରରେ ‘ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର’ ଶୀର୍ଷକ ଏକ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଦ୍ୱିତୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବଲାଙ୍ଗିର ସହରସ୍ଥିତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ‘ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର’ ଶୀର୍ଷକ ଏକ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କୁ ଶାରୀରିକ ଓ
Read More...

ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କ ମଧ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ଜାଗ୍ରତ କରିବା ଉଦ୍ଦେଶ୍ୟ ନେଇ ‘ଶକ୍ତି ସ୍ୱରୂପିଣୀ’ ଥିମରେ ଆଜିର
Read More...

ଚଳଚ୍ଚିତ୍ର ‘ସଂଘର୍ଷ’ ପାଇଁ ପ୍ରସ୍ତୁତି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏ.କେ.ଫିଲ୍ମ ବଲାଙ୍ଗିରର ଆଗାମୀ ଚଳଚ୍ଚିତ୍ର ସଂଘର୍ଷ ପାଇଁ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ପୌରାଧ୍ୟକ୍ଷା ଲିକା ସାହୁ, ବାର
Read More...

ରାମ ନବମୀ ପାଇଁ ପସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧୁମାଭଟା ଗ୍ରାମର ନାଏକପଡାରେ ସନ୍ଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ, ବନମାଳୀ ନାଏକଙ୍କ ସଭାପତ୍ୱରେ ରାମଲୀଲା ନାଟକ ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫୬ ବର୍ଷ ହେଲା ଶ୍ରୀରାମ ରାମଲୀଲା ନାଟକ ହୋଇ ଆସୁଛି । ଶ୍ରୀରାମ
Read More...

ରାଣୀବନ୍ଧର ପୁନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ ତଥା ସୁରକ୍ଷା ପାଇଁ ଆନ୍ଦୋଳନର ସଜବାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଣୀବନ୍ଧର ପନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ ତଥା ସୁରକ୍ଷା ପାଇଁ ଆଜି ବଲାଙ୍ଗିର ସହରର ଚାରୋଟି ୱାର୍ଡ ୧୩, ୧୪, ୧୫ ଓ ୧୬ର ଜନସାଧାରଣ ଟିକ୍ରାପଡା ଗାନ୍ଧୀ ପାଠାଗାରର ସମ୍ପାଦକ ତଥା ପୂର୍ବତନ ନଗରପାଳ ପ୍ରଦୀପ ସାହୁଙ୍କ ଆବାହକତ୍ୱରେ ସ୍ଥାନୀୟ ଟିକ୍ରାପଡା
Read More...

ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ପକ୍ଷରୁ ଟାଟା ପାୱାର ଦ୍ୱାରା ଠିକା ସଂସ୍ଥା ଦାରୁବ୍ରହ୍ମ ପ୍ରାଇଭେଟ ଲିମିଟେଡ ଦ୍ୱାରା କାର୍ଯ୍ୟରତ ଠିକା ଶ୍ରମିକମାନଙ୍କ ବିଭିନ୍ନ ନ୍ୟାର୍ଯ୍ୟ ଦାବି ନେଇ ଶ୍ରମ କମିଶନର ବଲାଙ୍ଗିରଙ୍କ କାର୍ଯ୍ୟାଳୟରେ ତୃତୀୟ
Read More...