Browsing Tag

balangir news

ସ୍ତ୍ରୀକୁ ମାଡ଼ ମାରି ବଲାଙ୍ଗିର ଟାଉନ ପୋଲିସ ହାତରେ ଗିରଫ ହେଲା ଅଭିଯୁକ୍ତ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସ୍ୱାମୀ ଗିରଫ । ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଟାଙ୍ଗିଆ ଜବତ କରିଛି ପୁଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ବେଲମୁଣ୍ଡା…
Read More...

ତଣ୍ଟି ଚିପି ମହିଳାଙ୍କୁ ହତ୍ୟା ଅଭିଯୋଗ : ମାଆକୁ ହରାଇ ଅନାଥ ହେଲେ ଦୁଇ ସନ୍ତାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳାଙ୍କ ମୃତ୍ୟୁକୁ ନେଇ ପରିବାରର ସାଙ୍ଘାତିକ ଅଭିଯୋଗ । ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ । ମହିଳା ଜଣକ ଦୀର୍ଘଦିନ ଧରି ସ୍ୱାମୀଙ୍କ ନିର୍ଯ୍ୟାତନାର ଶିକାର ହେଉଥିବା ମଧ୍ୟ…
Read More...

ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

"ନାଟକ ଚେତା ପସଲା ପରିବେଷଣ" ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଭାପତିତ୍ୱରେ ଏହି…
Read More...

ସରକାରୀ ମହିଳା ମହାବିଦ୍ୟାଳୟରେ ସଂସ୍କୃତ ସମ୍ଭାଷଣର ନୂଆ ପ୍ରୟାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂଆ ଦିଲ୍ଲୀର, ଅଷ୍ଟାଦଶୀ ଯୋଜନା ଅନ୍ତର୍ଗତ ଛାତ୍ର-ଛାତ୍ରୀ ମାନଙ୍କ ପାଇଁ ସାୟଂ କାଳୀନ ସଂସ୍କୃତ ଅଧ୍ୟୟନ ଏବଂ ସଂସ୍କୃତରେ ସମ୍ଭାଷଣ, ଦ କ୍ୟାଚ, ଓଡ଼ିଶାର ଏକ କ୍ରାନ୍ତିକାରୀ ପଦକ୍ଷେପ, ଯାହାକି ବିଗତ ଏକ ମାସ ଧରି…
Read More...

ବଲାଙ୍ଗିରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସର ସମେତ ସମସ୍ତ ତାଲୁକ ସ୍ତରୀୟ ଓ ତୁଷୁରା ନ୍ୟାୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ନ୍ୟାୟାଧୀଶ ହିରଣ୍ମୟ ବିଶୋଇଙ୍କ ଉପସ୍ଥିତି ଓ ନିର୍ଦ୍ଦେଶକ୍ରମରେ ଏହି ଲୋକ ଅଦାଲତ ଆୟୋଜିତ…
Read More...

ବଲାଙ୍ଗିରରେ ଆରମ୍ଭ ହେଲା ସ୍ୱଦେଶୀ ଶିଳ୍ପ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୃଷ୍ଟି ହେଲପିଙ୍ଗ ହ୍ୟାଣ୍ଡ କଲ୍ୟାଣ ସଂଘ ତରଫରୁ ଆଜିଠାରୁ ଆରମ୍ଭ ହେଉଛି ସ୍ୱଦେଶୀ ଶିଳ୍ପ ମହୋତ୍ସବ । ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆରେ ଏକମାସ ପାଇଁ ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ତଥା ବିକ୍ରୟ ମେଳାକୁ ସାଂସଦ ସଂଗୀତା ସିଂହଦେଓଙ୍କ ନୋମିନି ଦିନେଶ…
Read More...

ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବିକେସି ୟୁନାଇଟେଡ୍‌ ଚମ୍ପିୟାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମ ଠାରେ ଫାଇନାଲ ଖେଳ ବିିକେସି ୟୁନାଇଟେଡ ବଲାଙ୍ଗିର ବନାମ ଜିୱାଇଡିସି ନକଟାସର ୧-୧ ଗୋଲରେ ଡ୍ର ରହିଥିଲା । ଟ୍ରାଇବ୍ରେକର ୩-୨ଗୋଲରେ ବିକେସି ୟୁନାଇଟେଡ ନକଟାସରକୁ…
Read More...

ସେଞ୍ଚୁରିଅନ ଜେ.ଆଇ.ଟି.ଏମ ଓ ଡି.ପି.ଏସ ପରିସରରେ ‘ନୂଆଁଖାଇ ହାଟ’ ଓ ‘ନୂଆଁଖାଇ ଭାବ’ ନାଟକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଏକ କୃଷି ପ୍ରଧାନ ଦେଶ ଏବଂ ଏଇଠି ଅନେକ କୃଷି ଭିତ୍ତିକ ପର୍ବ ପାଳିତ ହୋଇଥାଏ । ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ ବା ଓଡିଶା ଏଇଠି ମଧ୍ୟ ଅନେକ କୃଷି ଭିତ୍ତିକ ପର୍ବ ପାଳିତ ହୋଇଥାଏ । ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ହେଉଛି ନବାନ୍ନ ବା ନୂଆଁଖାଇ ଯେଉଁ…
Read More...

ନାଦ ଅନ୍ୱେଷଣ, ପଶ୍ଚିମ ଓଡ଼ିଶାର ସ୍ୱର ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାଦ ଅନ୍ୱେଷଣ, ପଶ୍ଚିମ ଓଡ଼ିଶାର ସ୍ୱର ପ୍ରତିଯୋଗିତା ସେପ୍ଟେମ୍ବର ୨୦,୨୧ ଓ ୨୨ରେ ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ନାଦ ନିକୁଞ୍ଜର ସଭାପତି ଶଶିଭୂଷଣ ପୁରୋହିତ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏହି ପ୍ରତିଯୋଗିତାର ଆଭିମୁଖ୍ୟ…
Read More...

ଦାଦନଗଡ଼ରେ ମାଛ ଚାଷ ଦେଖାଇଲା ନୂଆ ରାସ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର । ଏହି ଅଞ୍ଚଳକୁ ଦାଦନ ପ୍ରବଣ ଅଞ୍ଚଳ ଭାବେ ଜଣାଯାଏ । ପେଟପାଟଣା ପାଇଁ ପ୍ରତିବର୍ଷ ଅନେକ ଶ୍ରମିକ ବାହାର ରାଜ୍ୟକୁ ଯାଇଥାନ୍ତି । ହେଲେ ଏବେ ଏହି ଅଞ୍ଚଳର ଜଣେ ଯୁବ ଚାଷୀ ନିଜ ଅଞ୍ଚଳରେ ରୋଜଗାରର ରାସ୍ତା…
Read More...