Browsing Tag

balangir news

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା, ଅଜିତ କୁମାର ପଣ୍ଡା, ରାକେଶ ମଲ୍ଲିକ ପ୍ରମୁଖ ଏହି ଜାତୀୟ ସେବା ଯୋଜନା…
Read More...

ବଲାଙ୍ଗିରରେ ଲଗାଣ ବର୍ଷାରେ ଭୁଷୁଡ଼ିଲା ଝାଟିମାଟି ଘର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାରି ଝିଅଙ୍କ ସହ ଘରେ ବିଶ୍ରାମ ନେଇଥିଲେ ବିଧବା ମା’ । ଭୁଷୁଡ଼ି ଗଲା ଝାଟିମାଟିର ଘର । ପୋତି ହେଇଗଲେ ମା’ଝିଅ ପାଂଚ ପ୍ରାଣୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଗ୍ରାମ ପଞ୍ଚାୟତ କୁତୁର୍ଲା ଗାଁରେ ପ୍ରବଳ ବର୍ଷାର ପ୍ରଭାବରେ ଆଜି ଅପରାହ୍ନ ୩ଟା…
Read More...

ବଲାଙ୍ଗିରରେ ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା : ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା । କେତେବେଳେ କ୍ଷୀର ଜାର୍‌ରେ ତ ଆଉ କେତେବେଳେ ମକା ବସ୍ତାରେ ତ ଆଉ କେତେବେଳେ କପଡ଼ା ଗଣ୍ଠିଲି ଭିତରେ ଗଞ୍ଜେଇ ଚାଲାଣ କରୁଛନ୍ତି ଗଞ୍ଜେଇ ଚାଲାଣକାରୀ । ଆଜି ମଧ୍ୟ ଆଉ ଏକ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରିବା ପାଇଁ…
Read More...

ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ, ବଲାଙ୍ଗିର ଶାଖା ତରଫରୁ ୨ହଜାରୁ ଅଧିକ ୟୁପିଆଇ ଲେଣଦେଣ ୦.୦୪% ଏମ୍‌ଡିଆର ପ୍ରତ୍ୟାହାର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ବଲାଙ୍ଗିର ଶାଖା ତରଫରୁ ୨ହଜାରରୁ ଅଧିକ ୟୁପିଆଇ ଲେଣଦେଣ ୦.୪% ଏମ୍‌ଡିଆର କେନ୍ଦ୍ର ସରକାର ଲାଗୁ କରିବା ବିରୁଦ୍ଧରେ ଏବଂ ଏହାର ପ୍ରତ୍ୟାହାର ଦାବିରେ ବଲାଙ୍ଗିର ଶାଖା ସଭାପତି ପ୍ରକାଶ ନେପାକ, ଉପସଭାପତି ବିକାଶ ଅଗ୍ରୱାଲ,…
Read More...

ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିକୁ ନେଇ ବିବାଦ, ଗ୍ରାମବାସୀଙ୍କ ତାଲା ଭାଙ୍ଗିଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ମୁଣ୍ଡପଲା ଗ୍ରାମରେ ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିକୁ ନେଇ ଦେଖାଦେଇଥିବା ଅସନ୍ତୋଷରେ ଆଜି ପ୍ରଶାସନ ହସ୍ତକ୍ଷେପ କରିଛି । ତେବେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନର ମିଳିତ ଉଦ୍ୟମରେ ଆଜି ଉକ୍ତ କେନ୍ଦ୍ରର ତାଲା…
Read More...

ବଲାଙ୍ଗିରରେ ପୋଲିସ ଗାଡ଼ି ଧକ୍କାରେ କୁନିକୁନି ଛାତ୍ରଛାତ୍ରୀ ଗୁରୁତର

ବଲାଙ୍‌ଙ୍ଗିର, (କେପିଏନ୍‌ଏସ୍‌) : ସ୍କୁଲରୁ ଫେରୁଥିବା ବେଳେ ପୋଲିସ ଗାଡ଼ି ଧକ୍କାରେ କୁନିକୁନି ଛାତ୍ରଛାତ୍ରୀ ଗୁରୁତର । ବଲାଙ୍ଗିର ସହରରେ ଘଟିଛି ଏଭଳି ଘଟଣା । ଘଟଣାକୁ ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ପରିବାର । ଗତକାଲି ଶ୍ରୀ ଅରବିନ୍ଦ ସ୍କୁଲରୁ ନିଜ ଦୁଇ ପୁଅ ଓ ଜଣେ ଝିଅଙ୍କୁ…
Read More...

ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ବାମନ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ନୃସିଂହ ମନ୍ଦିର ବଲାଙ୍ଗିର ପ୍ରାଙ୍ଗଣେ ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର ଦ୍ୱାରା ଭଗବାନ ବାମନଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜୟ ବିହାରୀ ବେଦବାକ ସପତ୍ନୀଙ୍କ କର୍ତ୍ତାକର୍ତ୍ତୀତ୍ୱରେ ତଥା ପଣ୍ଡିତ ଲକ୍ଷ୍ମୀପ୍ରସାଦ ଚାନ୍ଦ…
Read More...

ଅଜଣା ବୃଦ୍ଧ ଭିକ୍ଷୁକଙ୍କ ଶେଷକୃତ୍ୟ ସାରି ମାନବିକତାର ପରିଚୟ ଦେଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

​ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୀବନ ଥିବା ଯାଏଁ ତାଙ୍କର କେହି ନ ଥିଲେ, ଦୁଆର ଦୁଆର ବୁଲି ଭିକ୍ଷା ମାଗିବା ହିଁ ଥିଲା ତାଙ୍କ ନିଇତି ଦିନର କାହାଣୀ । କିନ୍ତୁ ମୃତ୍ୟୁ ପରେ ସେ ଅନାଥ ହୋଇ ରହିଗଲେ ନାହିଁ । ଜଣେ ଅସହାୟ, ପରିଚୟହୀନ ବୃଦ୍ଧ ଭିକ୍ଷୁକଙ୍କ ମୃତ୍ୟୁ ପରେ ତାଙ୍କୁ ଆତ୍ମୀୟର…
Read More...

ବେଆଇନ କଫ୍ ସିରପ ଚୋରା ଚାଲାଣ ଅଭିଯୋଗରେ ଯୁବକ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବେଆଇନ ଭାବେ ଚାଲାଣ ହେଉଥିଲା କଫ୍ ସିରଫ । ଯାହାର ଖବର ପାଇବା ପରେ ବଲାଙ୍ଗିର ଟାଉନ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଥିବା ନେଇ ଟାଉନ ଥାନା ଆଇଆଇସି ସୂଚନା ଦେଇଛନ୍ତି । ତା ନିକଟରୁ ୬୦ ବୋତଲ ଏସ୍‌କଫ୍ କଫ୍ ସିରପ୍ ଜବତ କରିଛି ଟାଉନ୍…
Read More...

୩୮ ବର୍ଷର ପରମ୍ପରା, ତମିଆଁରେ ଧୁମଧାମରେ ଗଣେଶ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଇଚାରା, ଏକତା ଓ ସାମୂହିକ ଉଦ୍ୟମର ନିଆରା ଉଦାହରଣ ପାଲଟିଛି ବଲାଙ୍ଗିର ଜିଲ୍ଲାର ତମିଆଁ ଗାଁ । ଗାଁରେ ଧୁମଧାମରେ ପାଳିତ ହେଉଛି ୩୮ତମ ଗଣେଶ ପୂଜା । ଦୀର୍ଘ ୩୮ ବର୍ଷ ଧରି ଚାଲିଆସିଥିବା ଏହି ପରମ୍ପରା ଆଜି ଗ୍ରାମବାସୀଙ୍କ ଏକତାର ପରିଚୟ ପାଲଟିଛି । ଗଣେଶ…
Read More...