Browsing Tag

balangir news

ରାଜେନ୍ଦ୍ର କଲେଜର ପୂର୍ବ ଜମି ଫେରାଇବାକୁ ବିଜୁ ଛାତ୍ର ଜନତା ଦଳର ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର କଲେଜର ପୂର୍ବତନ ଜମିର ପୁନରୁଦ୍ଧାର କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରିବା ସହ ବିଶ୍ୱବିଦ୍ୟାଳୟର ସାମଗ୍ରିକ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ବିଜୁ ଛାତ୍ର ଜନତା ଦଳ, ବଲାଙ୍ଗିର ପକ୍ଷରୁ ଦାବି କରାଯାଇଛି । ଗତକାଲି…
Read More...

ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିରର ତିନି ଯୁବ କ୍ରିକେଟର

ସିଏମ୍‌ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଟି-୨୦ କ୍ରିକେଟ ଲିଗ୍‌ ୨୦୨୬ ସିଏମ୍‌ ଟ୍ରଫି ପାଇଁ ବଲାଙ୍ଗିର ଜିଲ୍ଲାର ତିନି ଉଦୀୟମାନ କ୍ରିକେଟ ପ୍ରତିଭା ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କଣ୍ଟାବାଞ୍ଜି ସହରର…
Read More...

ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଟାଏକୋଣ୍ଡୋରେ ବଲାଙ୍ଗିରକୁ ୪ଟି ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ସ୍ଥିତ ଡିଡି ସ୍ପୋର୍ଟସ ଗ୍ରାଉଣ୍ଡରେ ଏସ୍‌ଜିଏଫ୍‌ଆଇ ରାଜ୍ୟ ସ୍ତରୀୟ ସ୍କୁଲ ଗେମ୍‌ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ୪୫୦ ପ୍ରତିଯୋଗୀ ଭାଗ ନେଇଥିଲେ । ଉଭୟ ଅଣ୍ଡର-୧୪…
Read More...

ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରଠାରେ ଆଜି ଏଡ୍‌ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏଚ୍‌ଆଇଭି/ଏଡ୍‌ସ ବିଭାଗର ବରିଷ୍ଠ ଅଧିକାରୀ ହେମନ୍ତ କୁମାର ଦାସ ଯୋଗ…
Read More...

ନାଦ ନିକୁଞ୍ଜ ଆୟୋଜିତ ଓ ଦମୟନ୍ତୀ ଜ୍ୱେଲର୍ସ ସହଯୋଗରେ ଭଏସ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଓଡ଼ିଶା “ନାଦ ଅନ୍ୱେଷଣ”…

ବଲାଙ୍ଗିର, (କେପିଏନ୍‌ଏସ୍‌) : ତିନିଦିନ ଧରି "ନାଦନିକୁଞ୍ଜ" ସଙ୍ଗୀତ ଶିକ୍ଷା କେନ୍ଦ୍ର ଦ୍ୱାରା ଆୟୋଜିତ ଓ ଦମୟନ୍ତୀ ଜ୍ୱେଲର୍ସର ସହଯୋଗିତାରେ ଚାଲିଥିବା ସଙ୍ଗୀତ ପ୍ରତଯୋଗିତା "ନାଦ ଅନ୍ୱେଷଣ"…ଦି ଭଏସ୍‌ ଅଫ୍ ୱେଷ୍ଟର୍ଣ୍ଣ ଓଡ଼ିଶାର ସମାପନ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନର ଅତିଥି…
Read More...

୭୦ତମ ରାଜ୍ୟ ସ୍କୁଲ ଗେମ୍‌ ଉଷୁରେ ବଲାଙ୍ଗିରର ଦମଦାର ପ୍ରଦର୍ଶନ : ୫ ସ୍ୱର୍ଣ୍ଣ ସହ ବାଳିକା ଦଳ ହାତେଇଲା ଚମ୍ପିୟାନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିର ଖେଳାଳିଙ୍କ ଚମକ । ବଡ଼ବିଲଠାରେ ଗତ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୭୦ତମ ରାଜ୍ୟ ସ୍କୁଲ ଗେମ୍‌ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିର ବାଳିକା ଦଳ ଚମ୍ପିୟାନ ହୋଇଛି । ପ୍ରତିଯୋଗିତାରେ ବଲାଙ୍ଗିର ବାଳିକା ଦଳ…
Read More...

ତୁଲଣ୍ଡି ଗାଁ ଗସ୍ତ କଲେ ନରସିଂହ : ବର୍ଷା ଦିନେ ମଧ୍ୟ ସୁଧୁରୁନି ପିଇବା ପାଣି ସମସ୍ୟା

ଲୋକଙ୍କ ଦାବୀ ମୁତାବକ ଗାଁରେ ହେଉ ମତଦାନ କେନ୍ଦ୍ର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ମିର୍ଦ୍ଧାପାଲି ପଂଚାୟତ ଅନ୍ତର୍ଗତ ତୁଲଣ୍ଡି ଗ୍ରାମ ଗସ୍ତ କରି ଗ୍ରାମବାସୀଙ୍କ ସୁବିଧା ଅସୁବିଧା ତଥା ସମସ୍ୟା ଶୁଣିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର । ଗାଁର ବିଭିନ୍ନ…
Read More...

ବ୍ରାହ୍ମଣ ମହାସଭା ଦ୍ୱାରା ବାମନ ଜୟନ୍ତୀ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର (ରାଜ୍ୟ ବ୍ରାହ୍ମଣ ମହାସଭା ଦ୍ୱାରା ସ୍ୱଷକୃତିପ୍ରାପ୍ତ) ତରଫରୁ ସଭାପତି ପ୍ରାଣବଲ୍ଲଭ ତ୍ରିପାଠି ଏବଂ ସଂପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଭଗବାନ ବାମନଙ୍କର ଜନ୍ମୋତ୍ସବ ମହାସମାରୋହରେ ପାଳିତ…
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସାଗରପଡା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏ ବର୍ଷର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା…
Read More...

୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିରେ ବଲାଙ୍ଗିରରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିରେ ବଲାଙ୍ଗିରରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ । ୟୁଏଫ୍‌ବିୟୁ ବ୍ୟାନରରେ ଷ୍ଟେଟ୍‌ ବ୍ୟାଙ୍କ ବଲାଙ୍ଗିର ଶାଖା ସମ୍ମୁଖରେ ଏକାଠି ହୋଇ ଦାବି ନେଇ ପ୍ରତିବାଦ କରିଛନ୍ତି ବିଭିନ୍ନ ବ୍ୟାଙ୍କର କର୍ମଚାରୀ । ବ୍ୟାଙ୍କ…
Read More...