Browsing Tag

agalpur news

ରୁଗୁଡ଼ିଖାଲରେ ବିଶ୍ଵଶାନ୍ତି ମାନସ ଯଜ୍ଞ ଆରମ୍ଭ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବେନ୍ଦ୍ରା ରଘୁନାଥ ମଠର ମହନ୍ତ ଯମୁନା ଦାସ ମହାରାଜାଙ୍କ ପୌରହିତ୍ୟରେ ଲୋଇସିଂହା ବ୍ଲକ ରୁଗୁଡ଼ିଖାଲ ମାନସ ବିହାରଠାରେ ବିଶ୍ଵଶାନ୍ତି ନିମିତ୍ତ ସପ୍ତବିଂଶତମ ଶ୍ରୀରାମ ଚରିତ ମାନସ ଯଜ୍ଞ ଗତକାଲିଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଳସ
Read More...

ଆଗଲପୁର ବ୍ଲକ ସିଡିପିଓ ଅଫିସ ସମ୍ମୁଖରେ ଅଙ୍ଗନୱାଡି କର୍ମୀମାନଙ୍କ ଧାରଣା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀମାନଙ୍କ ଧାରଣା । ଅଭିଯୋଗ ଅନୁସାରେ ଦୀର୍ଘ ୪ ମାସର ଅଧିକ ସମୟ ହେବ ଶିଶୁ, ଗର୍ଭବତୀ ମହିଳା ତଥା କିଶୋରୀମାନଙ୍କୁ ଦିଆଯାଉଥିବା ଗରମ ରନ୍ଧା
Read More...

ସାଲେଭଟା ଜେଏନ୍‌ଏମ୍‌ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଜେଏନ୍‌ଏମ୍‌ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଲେଭଟା ଉତ୍କଳମଣି ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ପୁରନ୍ଦର ଦାସ ଯୋଗଦେଇଥିଲେ ।
Read More...

ଦେଶୀ କୁଚିଆ ମଦ ବେପାରୀଙ୍କୁ ଗିରଫ୍‌ କଲା ଆଗଲପୁର ପୋଲିସ, ୪୦ ଲିଟର ମଦ ସହ ବାଇକ୍‌ ଜବତ୍‌

ଆଗଲପୁର, (କେପିଏନ୍‌ଏସ୍‌) : ଜଣେ ଦେଶୀ କୁଚିଆ ମଦ ବୋପାରୀଙ୍କୁ ଗିରଫ୍‌ କରିଛି ଆଗଲପୁର ପୋଲିସ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ଡୁଡ଼୍‌କାମୁଣ୍ଡା ଗାଁର ବିରେନ୍ଦ୍ର ନାଏକଙ୍କୁ ଗିରଫ୍‌ କରି ତାଙ୍କଠାରୁ ୪୦ ଲିଟର ମଦ ସହ ଏକ ବାଇକ୍‌ ଆଗଲପୁର ପୋଲିସ ଜବତ୍‌
Read More...

ଆଗଲପୁର ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲରେ ଗତ ୫-୨-୨୪ରେ ତହସିଲଦାର ରୂପେ ଡକ୍ଟର ରାମକୃଷ୍ଣ ସତ୍ୟ ରାଜଗୁରୁ ଯୋଗଦାନ କରିଛନ୍ତି । ପୂର୍ବରୁ ଡକ୍ଟର ରାଜଗୁରୁ ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରିଆସୁଥିଲେ । ଆଗଲପୁର ଜନସାଧାରଣଙ୍କ ସହଯୋଗ ରହିଲେ
Read More...

ଆଗଲପୁରରେ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ହାଇସ୍କୁଲ ପଡିଆରେ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ଫୁଟବଲ ଆସୋସିଏସନ୍‌ ଆନୁକୁଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟଟି ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର, ସୁନ୍ଦରଗଡ, ଭିଲାଇ,
Read More...

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ଭରସୂଜା ଗ୍ରାମପଂଚାୟତ ଗଣ୍ଡପାଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇ ଶିକ୍ଷକ ପୁଷ୍ପରାଜ ଦଳପତି
Read More...

ବ୍ଲକସ୍ତରୀୟ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ୍‌ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଜନୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସଭାର ଆୟୋଜନ ହୋଇ ମୁଖ୍ୟ
Read More...

ନଅଗାଁ(କ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ(କ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କଲେଜ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ସ୍ଥାନୀୟ ସରପଂଚ
Read More...

ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ କୁଟାସିଂହାଠାରେ କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଆଗଲପୁର ବ୍ଲକର କୁଟାସିଂହାଠାରେ ଗତକାଲି ଶତାଧିକ ମାତୃମଣ୍ଡଳୀଙ୍କ ଦ୍ଵାରା ଏକ କଳସ ଶୋଭାଯାତ୍ରା ଅଙ୍ଗନଦୀରୁ ଜଗନ୍ନାଥ ମନ୍ଦିର ଯାଏଁ କରାଯାଇଥିଲା । ଗ୍ରାମବାସୀ ପ୍ରଭାତ ଫେରି ପରେ ସାମୂହିକ
Read More...