pakka

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲ୍ଲାପରିଷଦ ପାଇଁ ଭୋଟଗଣତି ପ୍ରକ୍ରିୟା ଜାରି

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଆଜି ସକାଳ ୮ ଘଣ୍ଟା ସମୟରେ ଖପ୍ରାଖୋଲ, ବେଳପଡା, ପାଟଣାଗଡ଼ ତିନୋଟି ବ୍ଲକର ପାଟଣାଗଡ ଜିଲ୍ଲାପରିଷଦ ଜୋନ୍ ନଂ. ୧୪ରେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବିଶେଶ୍ଵରୀ ବରିହା ଆଗୁଆ ଥିବା ବେଳେ ବେଳପଡା ଜିଲ୍ଲାପରିଷଦ ଜୋନ୍ ନଂ. ୨୪ ବିଜେଡି ପ୍ରାର୍ଥୀ ଜୟଧରୁଆ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ୧୨୩୦ରେ ଭୋଟରେ ଆଗୁଆ ଥିବା ସୂଚନା ମିଳିଛି । ସେହିପରି ଖପ୍ରାଖୋଲ ଜିଲ୍ଲାପରିଷଦ ଜୋନ୍ ନଂ. ୩ ବିଜେପି ପ୍ରାର୍ଥୀ ପାୟଲ ଅଗ୍ରୱାଲ ପ୍ରଥମ ରାଉଣ୍ଡରେ ୧୮୫ ଭୋଟରେ ଆଗୁଆ ରହିଛି । ତୃତୀୟ ରାଉଣ୍ଡ ଜୋନ୍ ନଂ.୧୪ ଜିଲ୍ଲାପରିଷଦ ବିଜେଡି ପ୍ରାର୍ଥୀ ବିଶେଶ୍ଵରୀ ବରିହା ୭୨୪ରେ ଆଗୁଆ ରହିଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

three × five =